Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍କ୍ରିପସନ୍, ଲାଗୁ ହେବ ‘ୱାନ୍ ନେସନ, ୱାନ୍ ହେଲ୍ଥ’
Browsing Category
ସାମାଜିକ
ଡ. ଅରବିନ୍ଦ ପାଢୀଙ୍କୁ ଅପେକ୍ଷା କରିଛି ଓଡ଼ିଶା କୃଷି ବିଭାଗ!
ଭୁବନେଶ୍ବର: ଭାରତର ପ୍ରଶାସନିକ ସେବାରେ ୨୫ବର୍ଷ ପୂରଣ କରିଥିବା ଓଡ଼ିଶା କ୍ୟାଡର ଆଇଏଏସ୍ ତଥା ୧୯୯୬ ବ୍ୟାଚ୍ ଅଫିସର ଡ. ଅରବିନ୍ଦ ପାଢୀ ଏବର୍ଷ ଓଡ଼ିଶା ଫେରିପାରନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆସନ୍ତା ଡିସେମ୍ବର ମାସ ବେଳକୁ ରାଜ୍ୟ ପ୍ରଶାସନରେ ଯେଉଁ ବଡ଼ ଧରଣର!-->…
Read More...
Read More...
ଲଢି ଲଢି ହାରିଗଲେ…
ଭୁବନେଶ୍ବର: ପାଖାପାଖି ୯୦ ଦିନ ଧରି ଲଢେଇ ପରେ ଆଖି ବୁଜିଛନ୍ତି ଅଭିଷେକ ମହାପାତ୍ର। ନିଷ୍ଠୁର ସମୟ ମୌସୁମୀଙ୍କଠୁ ତାଙ୍କ ସ୍ୱାମୀଙ୍କୁ ଛଡାଇନେଇଛି।ସିନ୍ଦୁର ବଞ୍ଚାଇବାକୁ ରାଜରାସ୍ତାରେ ସଂଘର୍ଷ ଆରମ୍ଭ କରିଥିବା ମୌସୁମୀ ମହାପାତ୍ର ଶେଷରେ ହାରିଯାଇଛନ୍ତି। ଖାଲି ହୋଇଯାଇଛି ଗୋଟିଏ ମା'ର!-->…
Read More...
Read More...
କିଏ ପିନ୍ଧିବେ ମୁଖ୍ୟ ସୂଚନା କମିସନର ମୁକୁଟ?
ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି ଖାଲି। ଅବସରପ୍ରାପ୍ତ ଆଇଆରଏସ୍ ଅଫିସର ସୁନୀଲ କୁମାର ମିଶ୍ରଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଯଦିଓ ଦାୟିତ୍ବ ନେବାର ପାଞ୍ଚବର୍ଷ ହୋଇନଥିଲା, କିନ୍ତୁ ବୟସ ୬୫ବର୍ଷରେ ପହଞ୍ଚିଯିବା ପରେ ସେ ନିୟମତଃ ଆଉ ସେଠାରେ ରହିପାରିବେ ନାହିଁ। ଏଣୁ ଅଗଷ୍ଟ!-->…
Read More...
Read More...
୨୧୩ ବ୍ଲକରେ ଚାଷକୁ ବିପଦ, ସରକାରୀ ତନାଘନା
ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଦୈନିକ ପରିସ୍ଥିତି ଉପରେ ନଜର ରଖିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ୭ ଦିନ ମଧ୍ୟରେ ସବୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ କୁହାଗଲାମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ଗୁରୁତ୍ବ ଦେବାକୁ!-->…
Read More...
Read More...
ସେପ୍ଟେମ୍ବରରେ କେଉଁ କଟକଣା କୋହଳ ହେଲା, ଜାଣନ୍ତୁ
ଭୁବନେଶ୍ବର: ଆଉ କଟକ, ପୁରୀ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍ଡାଉନ ଆଉ ରହିବ ନାହିଁ। ଏହି ତିନି ଜିଲ୍ଲା ଲାଗି କଟକଣା କୋହଳ କରାଯାଇଛି। ସକାଳ ୫ରୁ ରାତି ୧୦ଯାଏ ଦୋକାନ ବଜାର ଖୋଲା ରହିବ। କେବଳ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହିତ ବିବାହ, ବ୍ରତ!-->…
Read More...
Read More...
‘ପିଲାମାନଙ୍କୁ ଠିକ୍ ଭାବେ ମାର୍ଗଦର୍ଶନ କର’
ଶିକ୍ଷକମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତସ୍କୁଲର ରୂପାନ୍ତର ପିଲାଙ୍କ ଭିତରେ ରୂପାନ୍ତର ଆଣିପାରିଛିପିଲାଙ୍କୁ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଲେଛାତ୍ରଛାତ୍ରୀ କହିଲେ, ସରକାରୀ ସ୍କୁଲରେ!-->…
Read More...
Read More...
ଘରେ ବସି ୨ କୋଟି ରୋଜଗାର କଲା ୧୨ ବର୍ଷର ପିଲା…ଜାଣନ୍ତୁ କେମିତି?
ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ବଦଳାଇଦେଇଛି । କିଏ ନିଜର ଚାକିରି ହରାଇ ତ କାହାର ବ୍ୟବସାୟ ବନ୍ଦ ହୋଇଯାଇଛି । ଲୋକମାନେ ବିଭିନ୍ନ ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି । ସ୍କୁଲ, କଲେଜ ବନ୍ଦ ଯୋଗୁଁ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି । ଲକଡାଉନ ଯୋଗୁଁ ଦୋକନ ବଜାର ବନ୍ଦ ହୋଇଯାଇଛି!-->…
Read More...
Read More...
ଢେଙ୍କାନାଳରେ ତୈଳ ଟର୍ମିନାଲର ଭୂମିପୂଜନ ହେଲା
ଢ଼େଙ୍କାନାଳ ଓ ପଡ଼ୋଶୀ ଜିଲ୍ଲାରେ ଶିଳ୍ପାୟନର ଅଭିବୃଦ୍ଧିରେ ବଡ଼ ଭୂମିକା ନେବ: ଧର୍ମେନ୍ଦ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଭିସି ଜରିଆରେ ସାମିଲ ହୋଇଥିଲେରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେଧାମରାରୁ ତାଳଚେର ଜଳପଥରେ ଷ୍ଟିମର!-->…
Read More...
Read More...
କ୍ୟାବିନେଟ୍ ବୈଠକରେ କି ନିଷ୍ପତ୍ତି ହେଲା, ଜାଣନ୍ତୁ
ରାସ୍ତାରେ ଚାଲିବ ବିଦ୍ୟୁତଚାଳିତ ଗାଡି, ନୀତି ପ୍ରସ୍ତୁତ କଲେ ସରକାରଆର୍ଥିକ ରିହାତି ସହିତ ଗାଡି ପଞ୍ଜୀକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡବାଲି ଚୋରାଚାଲାଣ ରୋକିବାକୁ ବି ପ୍ରସ୍ତୁତ ହେଲା ସ୍ବତନ୍ତ୍ର ବାଲି ନୀତିକାନୁପୁର ପ୍ରକଳ୍ପ ପାଇଁ ୨୦୦କୋଟିରେ ହେବ ପ୍ଲାଷ୍ଟିକ୍ କଂକ୍ରିଟ୍!-->…
Read More...
Read More...
ମରୁଡି ଡର ସତ୍ତ୍ବେ ୫% ଅଧିକ ଚାଷୀ ପଞ୍ଜୀକରଣ କଲେ
ଭୁବନେଶ୍ବର: ରାଜ୍ୟରେ ମରୁଡିର ପଦଧ୍ବନୀ। ଚାଷ କିଭଳି ହେବ, ତାହା ଏଯାଏ କାହାକୁ ମାଲୁମ୍ ନାହିଁ। ଏହା ସତ୍ତ୍ବେ ଚଳିତ ଖରିଫ୍ ଋୁତୁରେ ଅଧିକ ୫ ପ୍ରତିଶତ ଚାଷୀ ନାମ ପଞ୍ଜୀକରଣ କରିଥିବା ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ସୂଚନା ଦେଇଛି। ଏବର୍ଷ ଖରିଫ୍ ୭୫ ହଜାର ନୂଆ ଚାଷୀ ନିଜ ନାମ!-->…
Read More...
Read More...