ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ
Browsing Category

ସାମାଜିକ

ସ୍ବର୍ଗକୁ ଯିବା ରାସ୍ତାରେ ବାଧା

ଭୁବନେଶ୍ବର; ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ସ୍ବର୍ଗଦ୍ବାରର ସଂମ୍ପ୍ରସାରଣ ପାଇଁ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ
Read More...

କଟକ ସହରର ନବକଳେବର ହେବ

କଟକ ଗସ୍ତ ବେଳେ ନବୀନଙ୍କର ବଡ଼ ଘୋଷଣା, ରିଙ୍ଗ୍ ରୋଡକୁ କରାଯିବ ଛଅ ଥାକିଆମହାନଦୀ କୂଳର ଉନ୍ନତିକରଣ ସହ ଅବସର ବିନୋଦନ କେନ୍ଦ୍ରରେ ରୂପାନ୍ତରିଚ ହେବସହରବାସୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ, ସରକାର ଯୋଗାଇଦେବେ ସମ୍ବଳ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଯାଇ
Read More...

ପୁଲିସ ବାବୁଙ୍କୁ ମେଡାଲ

ତାଲିକାରେ ୧୪ ଜଣଙ୍କର ନାମ ରହିଛି ଜାନୁଆରି ୨୬ରେ ରାଜ୍ୟପାଳ ପଦକ ଦେବେ ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳ ପୁଲିସ ମେଡାଲ ତାଲିକା ପ୍ରକାଶ ପାଇଛି। ୨୦୧୯ ପାଇଁ ଏହି ମେଡାଲ ଘୋଷଣା କରାଯାଇଛି। ପୁଲିସ ମହାନିର୍ଦେଶକ ଅଭୟ
Read More...

ଏବେ ପୁଣି ପ୍ରବଳ ଶୀତ ଫେରିବ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ପୁଣି ଥରେ ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେବ। ରାତିର ତାପମାତ୍ରା ୪ରୁ ୬ ଡିଗ୍ରି ଯାଏ କମିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଅତିକମରେ ୮ ତାରିଖ ପର୍ଯ୍ୟନ୍ତ ଏ ଅସହ୍ୟ ଜାଡରୁ ନିସ୍ତାର ନାହିଁ। ପାଣିପାଗ ବିଜ୍ଞାନୀ ଏଭଳି ପୂର୍ବାନୁମାନ କରିଛନ୍ତି।
Read More...

ଆଇଏଏସ୍ ବାବୁଙ୍କୁ ‘ମୋ ସରକାର’ ଛାଟ; ଟଙ୍କା ନେବା ବେଳେ ଧରାପଡିଲେ ବିଜୟ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବାବୁଙ୍କୁ ବଡ଼ ଝଟକା ଦେଇଛନ୍ତି। ଲାଞ୍ଚ ନେଉଥିବା ଅଭିଯୋଗରେ ଯୁବ ଆଇଏଏସ୍ ଅଫିସର ତଥା ଉଦ୍ୟାନ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଧରିଛି। ସେ ଏକ ବିଲ ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ
Read More...

ରେକର୍ଡ ଭାଙ୍ଗୁଛି ସୋନପୁର, ଥରୁଛି ଓଡ଼ିଶା

ଭୁବନେଶ୍ବର: ସୋନପୁରରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଠାରୁ ବି କମ୍। ରାତିର ତାପମାତ୍ରା ୩.୪ ଡିଗ୍ରି ସେଲସିୟସକୁ ଛୁଇଁଛି। ଅନୁଗୁଳ ତାପମାତ୍ରା ରେକର୍ଡ ପଛରେ ଧାଇଁଛି। ଶନିବାର ରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରିରେ ପହଞ୍ଚିଛି। କନ୍ଧମାଳରେ
Read More...

ଖଣି ସୁରକ୍ଷା ପାଇଁ ପୁରସ୍କୃତ

ଭୁବନେଶ୍ବର: ଚଳିତ ବର୍ଷର ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡର କୋଇଡା ଲୌହ ଖଣି ଖଣି ସୁରକ୍ଷାର ବିଭିନ୍ନ ବର୍ଗରେ ଉତ୍କର୍ଷତା ପ୍ରତିପାଦନ କରି ଚାଇଁବସା ଖଣି ସୁରକ୍ଷା ମଣ୍ଡଳରେ ପ୍ରତିଷ୍ଠା ଅର୍ଜନ କରିପାରିଛି। ଚଳିତ ମାସ ୨୨ ତାରିଖରେ
Read More...

୨୭ ପରେ ଥଣ୍ଡା ଫେରିବ

ଭୁବନେଶ୍ବର: ଆସନ୍ତା ୨୭ ତାରିଖ ପରେ ରାଜ୍ୟରେ ପୁଣି ଥଣ୍ଡା ବଢିବ। ଶୀତରେ କମ୍ପିବ ଓଡ଼ିଶା। ପାଣିପାଗ ବିଜ୍ଞାନୀ ଏମିତି ପୂର୍ବାନୁମାନ କରୁଛନ୍ତି।ତେବେ ଏକ ଗୁରୁଚାପ ପ୍ରଭାବର ୨୭ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିପାରେ। ସାର୍ଥକ ମିଶ୍ରଙ୍କ ପୂର୍ବାନୁମାନ କହୁଛି, ୨୬ରୁ ଉତ୍ତର
Read More...

ଥରୁଛି ସାରା ଓଡ଼ିଶା, ଆଉ ତିନି ଦିନ

ଭୁବନେଶ୍ବର: ସାରା ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି। ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ତିନି ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢିବ, ନିସ୍ତାର ନାହିଁ। ଏବର୍ଷ ଡିସେମ୍ବର ଉଷ୍ଣମାସ ଭାବେ ପରିଗଣିତ ହୋଇ ଆସୁଛି। ଏହି ଶୀତ ଲୋକଙ୍କ ଭିତରେ ଆନନ୍ଦ
Read More...

ଯୁବକଙ୍କ ପ୍ରତି ଅଧିକ ବିପଦ!

ମାର୍ଚ ସୁଦ୍ଧା ସବୁ ବ୍ଲାକସ୍ପଟ୍ ଚିହ୍ନଟ ହେବଚଳିତବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛିଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଛିଆଗକୁ ଯାନବାହନ ଯାଞ୍ଚ ପୁଣି କଡାକଡି ନିଷ୍ପତ୍ତି ଭୁବନେଶ୍ବର: ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।
Read More...