Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍, କିନ୍ତୁ ଇଞ୍ଜିନ୍କୁ କ୍ଷତିର ପ୍ରମାଣ ନାହିଁ
Browsing Category
ସାମାଜିକ
ବୁଲବୁଲ ପାଇଁ ଆଗୁଆ ୫୫୨ କୋଟି
ଭୁବନେଶ୍ବର: ବୁଲବୁଲ ବାତ୍ୟା କ୍ଷୟକ୍ଷତି ବାବଦରେ କେନ୍ଦ୍ର ସରକାର ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ଆଗୁଆ ଅର୍ଥ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!-->…
Read More...
Read More...
ଶିବାଙ୍ଗୀ ନୌସେନାର ପ୍ରଥମ ମହିଳା ପାଇଲଟ
ସବ-ଲେଫ୍ଟନାଣ୍ଟ ଶିବାଙ୍ଗୀ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ହେବାର ଗୌାରବ ଲାଭ କରିଛନ୍ତି । ବିହାରର ମୁଜାଫରପୁର ସହର ବାସିନ୍ଦା ଶିବାଙ୍ଗୀ ପ୍ରାରମ୍ଭିକ ପ୍ରଶିକ୍ଷଣ ଶେଷ କରିବା ପରେ ଗତବର୍ଷ ନୌସେନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବେ କିନ୍ତୁ ତାଙ୍କୁ!-->…
Read More...
Read More...
ମୋବାଇଲରେ ପାଠ ପଢିବେ ପିଲା
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମଧୁ ଆପ୍’ ଉନ୍ମୋଚିତଘରେ ବସି ସମାଧାନ ରାସ୍ତା ବାହାର କରିବେଗଞ୍ଜାମ ଜିଲ୍ଲାରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ
ଭୁବନେଶ୍ବର: ପିଲାମାନେ ମୋବାଇଲ୍ ଧରି ବିଭିନ୍ନ ଖେଳରେ ମାତୁଥିଲେ। ଏହାକୁ ନେଇ ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଏଣିକି!-->!-->!-->…
Read More...
Read More...
ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରନ୍ତୁ ଆଲୁମିନି: ଧର୍ମେନ୍ଦ୍ର
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବଗୋଟିଏ ବର୍ଷର ଦରମା ଆଲୁମିନି ଆସୋସିଏସନ ଫଣ୍ଡକୁ ପ୍ରଦାନଆଲୁମିନି ଆସୋସିଏସନର ବଡ ଫଣ୍ଡ ଖୋଲିବା ପାଇଁ ଉଦ୍ୟମରେ ହେବେ ସାମିଲବିଶ୍ୱବିଦ୍ୟାଳୟରେ ବଡ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଘୋଷଣାଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର!-->…
Read More...
Read More...
ବିଚାରପତିଙ୍କ ଜନ୍ମ ପୁର୍ବରୁ ମାମଲା ରୁଜୁ ହୋଇଥିଲା, କେମିତି ଜାଣନ୍ତୁ
ନୂଆଦିଲ୍ଲୀ: ସେଦିନ ଥିଲା ୧୯୫୦ ମସିହା ଜାନୁଆରୀ1୧୬ ତାରିଖ। ଆଜିର ବହୁ ଚର୍ଚ୍ଚିତ ପ୍ରସଙ୍ଗ ଆଯୋଧ୍ୟା ମାମଲାରେ ପ୍ରଥମ ମାମଲା ହୋଇଥିଲା ଅଦାଲତରେ। କୌତୁହଳର କଥା ହେଲା ଆଜି ଦିନରେ ଏହି ମାମଲା ଫଏସଲା ବାଟ କାଢ଼ିଥିବା ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣ ଯାକ ବିଚାରପତି କେହି ବି ଜନ୍ମ!-->…
Read More...
Read More...
ଉର୍ମିଳା ବି କରୁଥିଲେ ସାଧନା, କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ଅାଶାରେ ୧୯୯୨ରୁ ଅନ୍ନ ସ୍ପର୍ଶ କରିନାହାନ୍ତି ଉର୍ମିଳା ଚତୁର୍ବେଦୀ । ସେ ରାମ ମନ୍ଦିର ନିର୍ମାଣ ଲାଗି ଅନନ୍ୟ ଉତ୍ସାହ ଦେଖାଇଛନ୍ତି । ୮୭ ବର୍ଷୀୟ ଏହି ମହିଳା ଜଣକ ଦୀର୍ଘ ୨୭ ବର୍ଷ ଧରି ଉପବାସ କରି ଆସୁଛନ୍ତି । ରାମ ମନ୍ଦିର ନିର୍ମାଣ ହେଲେ ସେ ଉପବାସ!-->…
Read More...
Read More...
ସବୁବେଳେ ମୋବାଇଲ୍ ଦେଖୁଛନ୍ତି କି? ଏମିତି ବିପଦ ଆସିବ
ଦୀର୍ଘ ସମୟ ଧରି ମୋବାଇଲ୍ ଫୋନ୍ ବ୍ୟବହାର କରିବା କିମ୍ୱା କମ୍ପ୍ୟୁଟର ସ୍କ୍ରିନ୍ କାମ କରିବାଦ୍ୱାରା ଅାପଣ ନେମୋଫୋବିୟାର ଶିକାର ହୋଇପାରନ୍ତି । ଅାଜିକାଲିର ଲାଇଫ୍ ଷ୍ଟାଇଲ୍ ହିଁ ମଣିଷକୁ ସବୁବେଳେ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଉପକରଣ ଉପରେ ନିର୍ଭରଶୀଳ କରାଇଛି । ବିଶେଷକରି ପ୍ରାୟ!-->…
Read More...
Read More...
ରାତି ସୁଦ୍ଧା ସୁନ୍ଦରବନ ଛୁଇଁବ ବୁଲ୍ବୁଲ୍
ଭଦ୍ରକରେ ୧୧୦ କିଲୋମିଟର ବେଗରେ ପବନବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପାଡିଛି, ଘର ଭାଙ୍ଗିଛିଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡାରେ ବେଶୀ ବର୍ଷା୬ଲକ୍ଷ ହେକ୍ଟର ଜମିରେ ଚାଷ ପ୍ରଭାବିତ ଆଶଙ୍କା
ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ବାତ୍ୟା ବୁଲ୍ବୁଲ୍ ଓଡ଼ିଶା ସୀମାରେ ବିପùାତ କରି ଘଣ୍ଟା ପ୍ରତି!-->!-->!-->…
Read More...
Read More...
ମାଡ଼ିଆସୁଛି ଭୀଷଣ ବାତ୍ୟା ‘ମହା’
ନୂଆଦିଲ୍ଲୀ: ବଡ଼ ଧରଣର ବାତ୍ୟା ମାଡି ଆସୁଛି। ୩୧ ତାରିଖ ପରେ ଏହା ଭୀଷଣ ରୂପ ଧାରଣ କରିବ। ନଭେମ୍ବର ୪ ତାରିଖ ଯାଏ ଘାଣ୍ଟିଦେବ ସମୁଦାୟ ଅଞ୍ଚଳ। ପାଣିପାଗ ବିଜ୍ଞାନୀମାନେ ଏହାର ନାମକରଣ କରିଛନ୍ତି। ‘ମହା’ ଏବେ ଘଣ୍ଟାପ୍ରତି ୨୫ କିେଲାମିଟର ବେଗରେ ଆଗକୁ ମାଡୁଛି। ତେବେ ଏହା ବଙ୍ଗୋପସାଗରରେ!-->…
Read More...
Read More...
ବର୍ଷା ଗଲା, ମାଡି଼ ଆସୁଛି ଶୀତ
ଭୁବନେଶ୍ୱର: ମୌସୁମୀ ପ୍ରତ୍ୟାବର୍ତନ ପରେ ବର୍ଷା ଏମିତି ହେଲା ଯେ ସମଗ୍ର ରାଜ୍ୟକୁ ଭିଜେଇ ଦେଲା । ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଲେ । ପାଖାପାଖି ୪ ହଜାର ଗାଁରେ ନିଜର ଉପସ୍ଥିତି ବେଶ୍ ଛାଡିଯାଇଛି । ପାଖାପାଖି ୬ଜଣଙ୍କର ମୃତ୍ୟୁ ହୋଇଛି । ଲଘୁଚାପ ଇତିମଧ୍ୟରେ ଦୁର୍ବଳ ହୋଇଯାଇଛି!-->…
Read More...
Read More...