ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

ଖେଳ

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ

ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ନ୍ୟୁଜ୍ ବ୍ୟୁରୋ: କମନୱେଲ୍ଡ ଗେମ୍ସରେ ଭାରତୀୟ ଜୁଡୋ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛି। ଯୁବ ଜୁଡୋକା ଅସ୍ମିତା ଦେ’ ମହିଳା ୪୮ କିଲୋଗ୍ରାମ ବର୍ଗର ଫାଇନାଲରେ କାନାଡାର ହେଇଡି କ୍ୱେଚ୍ଙ୍କୁ ଗୋଲ୍ଡେନ୍ ସ୍କୋରରେ ପରାସ୍ତ
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରୋତ୍ତୋଳନରେ ଭାରତକୁ ଆଉ ୨ ପଦକ

ନ୍ୟୁଜ୍ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଭାରୋତ୍ତୋଳନ ଏବେ ମଧ୍ୟ ସବୁଠାରୁ ସଫଳ କ୍ରୀଡ଼ା ଭାବେ ପ୍ରମାଣିତ ହୋଇଛି। ସୋମବାର ମହିଳା ଭାରୋତ୍ତୋଳନରେ ଭାରତ ଆଉ ଦୁଇଟି ପଦକ ଜିତିଛି। ୫୩ କିଗ୍ରା ବର୍ଗରେ ଜ୍ଞାନେଶ୍ବରୀ ଯାଦବ ରୌପ୍ୟ ପଦକ ଜିତିଥିବା ବେଳେ ୫୮ କିଗ୍ରା ବର୍ଗରେ
Read More...

ଫେରାନ୍ ଟରେସଙ୍କ ଗୋଲ୍‌ରେ ସ୍ପେନ୍ ବିଶ୍ୱ ଚାମ୍ପିୟନ

ନ୍ୟୁଜ୍ ବ୍ୟୁରୋ: ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣରେ ସ୍ପେନ୍ ଚମ୍ପିୟନ ହୋଇଛି। ରବିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଗତଥରର ଚମ୍ପିୟନ ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ହାସଲ କରିଛି। ନିର୍ଦ୍ଧାରିତ ୯୦ ମିନିଟ୍‌ରେ ଉଭୟ ଦଳ
Read More...

ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ

ନ୍ୟୁଜ୍ ବ୍ୟୁରୋ: ଜର୍ଜିଆର ବାତୁମିରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ୍ ଚେସ୍‌ ଚମ୍ପିଆନସିପ୍‌ରେ ଭାରତୀୟ ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଭାରତ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି କାଂସ୍ୟ ସହ ମୋଟ ୪ଟି ପଦକ ଜିତିଛି। ଭାରତୀୟ ଦଳ ପକ୍ଷରୁ ଖେଳିଥିବା ଓଡ଼ିଶାର
Read More...

୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା

ଭୁବନେଶ୍ବର: ଓଡ଼ିଶା ପାଇଁ ପୁଣି ଆସିଛି ଏକ ବଡ଼ ଗୌରବର ମୁହୂର୍ତ୍ତ। ଆସନ୍ତା ୨୦୨୭ ମସିହାର ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ସୁଯୋଗ ଓଡ଼ିଶାକୁ ମିଳିଛି। ହଂକଂରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ
Read More...

ଡିସେମ୍ବର ୨୪ରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍

କଟକ: ଓଡ଼ିଶାର କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ବଡ଼ ଖୁସିର ଖବର। ଆସନ୍ତା ଡିସେମ୍ବର ୨୪ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ୨୦୨୬-୨୭ ପାଇଁ ବିସିସିଆଇର ଖେଳସୂଚୀ ଅନୁସାରେ, ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ୩ଟି ଟି-୨୦ ଓ ୩ଟି
Read More...

ଏଥେନ୍ସ ଅନ୍ତର୍ଜାତୀୟ ଉସୁ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପଦକ ଆଣିଲେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ୨ କ୍ରୀଡ଼ାବିତ

ଶିବାନୀଙ୍କୁ ସ୍ୱର୍ଣ୍ଣ ଓ ମଞ୍ଜୁଙ୍କୁ ରୌପ୍ୟଯୋଡ଼ା ଭୁବନେଶ୍ବର: ଏଥେନ୍ସ ଆକ୍ରୋପଲିସ ଅନ୍ତର୍ଜାତୀୟ ଉସୁ ଓପନ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ପଦକ ଜିତିଛନ୍ତି ବଡ଼ବିଲ ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଚେଲର ଦୁଇ କ୍ରୀଡ଼ାବିତ। ଏଥିରେ ୧୪ ବର୍ଷରୁ କମ ୩୯ କେଜି ବର୍ଗରେ
Read More...

ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ

ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ଓପନର ଶିଖର ଧୱନ ପୁନର୍ବାର ଚର୍ଚ୍ଚାରେ ଆସିଛନ୍ତି। ନିକଟରେ ସେ ଦ୍ୱିତୀୟ ବିବାହ କରିଥିବାବେଳେ, ଏହା ମଧ୍ୟରେ ତାଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପଟିଆଲା ଫ୍ୟାମିଲି କୋର୍ଟ ତାଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
Read More...

ଜିନ୍ଦଲ ଷ୍ଟିଲ ପ୍ରୋତ୍ସାହିତ କ୍ରୀଡ଼ାବିତ ଗୁରଜୋତ ସିଂହ ଖଙ୍ଗୁରା ଓ ରାୟଜା ଧୀଲନଙ୍କୁ  ୬୮ତମ ଜାତୀୟ ସୁଟିଂ…

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ୬୮ତମ ଜାତୀୟ ସୁଟିଂ ସଟଗନ୍ ଚାମ୍ପିୟନସିପରେ ଜିନ୍ଦଲ ଷ୍ଟିଲ୍ ପ୍ରୋତ୍ସାହିତ ଖେଳାଳିମାନେ ଏକାଧିକ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ଭିନ୍ନ ଭିନ୍ନ ବର୍ଗରେ ଗୁରଜୋତ ସିଂ ଖାଙ୍ଗୁରା ଓ ରାୟଜା
Read More...

ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ଟିମ ଇଣ୍ଡିଆର ଖେଳାଳି

କଟକ: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଶ୍ରୀକ୍ଷେତ୍ରରେ ଭାରତୀୟ କ୍ରିକେଟ ଦଳ ସଦସ୍ୟ। ଆଜି କଟକ ବାରବାଟୀ ଷ୍ଟା଼ଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ, ତା'
Read More...