Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Browsing Category
ଖେଳ
ପଦକ ଆଶା ଦେଖାଇଲେ ପୁନିଆ
ଟୋକିଓ ଅଲିମ୍ପିକ୍ସରୁ କୁସ୍ତିରେ ଭାରତକୁ ପୂର୍ବରୁ ରୌପ୍ୟ ପଦକ ମିଳିସାରିଥିବା ବେଳେ ଆଉ ଏକ ପଦକ ଆଶା ରହିଛି। ଏବେ ବଜରଙ୍ଗ ପୁନିଆଙ୍କ ଉପରେ ରହିଛି ସାରା ଦେଶର ନଜର । ତାଙ୍କ ନିକଟରୁ ଭାରତ ଆଉ ଏକ ପଦକ ଆଶା କରୁଛି। କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଛନ୍ତି ପୁନିଆ। ଇରାନ!-->…
Read More...
Read More...
ମ୍ୟାଚ ହାରିଲେ ବି ହୃଦୟ ଜିତିଲେ
ଟୋକିଓ ଅଲିମ୍ପିକ୍ସରେ କଡା ଲଢେଇ କରି ଭାରତ ମହିଳା ହକି ଦଳ ପରାଜୟ ବରଣ କରିଛି। ହେଲେ ଯେଭଳି ଲଢୁଆ ପ୍ରଦର୍ଶନ କଲେ ସେଥିରେ କୋଟି କୋଟି ଭାରତୀୟଙ୍କ ମନ ଜିତିନେଲେ। ଏଥିସହିତ ବ୍ରୋଞ୍ଜ ପଦକରୁ ଭାରତ ମହିଳା ହକି ଦଳ ବଞ୍ଚିତ ହୋଇଛି।
ଆଜି ଗ୍ରେଟ ବ୍ରିଟେନ ସହ କଡା ମୁକାବିଲା କରିଥିଲା ଦଳ।!-->!-->!-->…
Read More...
Read More...
ଇତିହାସ ରଚିଲା ଭାରତ
୪୧ବର୍ଷ ପରେ ଜାତୀୟ ଖେଳରେ ବ୍ରୋଞ୍ଚ ପଦକ ଜିତିଲା ଭାରତପ୍ରଧାନମନ୍ତ୍ରୀ କହିଲେ ଆଜି ଦେଶ ପାଇଁ ଏକ ଐତିହାସିକ ଦିନସଂପ୍ରତି ଭାରତୀୟ ଦଳର ପୃଷ୍ଠପୋଷକ ଦାୟିତ୍ବରେ ରହିଛି ଓଡ଼ିଶା
ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଭାରତ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରୁ ମିଳିଛି!-->!-->!-->…
Read More...
Read More...
ବ୍ରୋଞ୍ଜ ଆଣିଲେ ଲଭଲିନା
ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ । ଭାରତ ପଦକ ସଂଖ୍ୟା ୩ରେ ପହ ିଛି । ଭାରତୀୟ ମହିଳା ବକ୍ସର ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ବକ୍ସିଂର ୬୯ କେଜି ବର୍ଗରେ ଲଭଲିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ବକ୍ସିଂ ସେମିଫାଇନାଲ କଡା ଟକ୍କର ସତ୍ୱେ ତାଙ୍କୁ!-->…
Read More...
Read More...
କୁସ୍ତିରେ କମାଲ
ଟୋକିଓ ଅଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ କରିଛି । ରେସଲିଂରେ ସେମିଫାଇନାଲକୁ ଗଲେ ରବି ଦାହିଆ ଓ ଦୀପକ ପୁନିଆ । କ୍ୱାର୍ଟର ଜିତି ସେମିଫାଇନାଲରେ ଏଂଟ୍ରି କରିଛନ୍ତି ଦୀପକ ପୁନିଆ ଓ ରବି ଦାହିଆ । ୮୬ କେଜି ଫ୍ରି ଷ୍ଟାଇଲରେ ଚାଇନା ପ୍ରତିଦ୍ୱନ୍ଦୀଙ୍କୁ ହରାଇଲେ ଦୀପକ । ୬-୩ରେ ସେ ଚାଇନ!-->…
Read More...
Read More...
ଭାରତର ବଢୁଛି ପଦକ ଆଶା
ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ବଢୁଛି ପଦକ ଆଶା । ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫!-->…
Read More...
Read More...
ହାରିଗଲେ କିନ୍ତୁ ହୃଦୟ ଜିତିଲେ
ହାରିଗଲା କିନ୍ତୁ ହୃଦୟ ଜିତିଲା। ଟୋକିଓ ଅଲିମ୍ପକ୍ସରେ ପୁରୁଷ ହକି ଦଳର ସେମିଫାଇନାଲ ଟକ୍କର ପରେ ବି ଭାରତକୁ ନିରାଶ ହେବାକୁ ପଡିଛି ।ଭାରତକୁ ହରାଇ ଫାଇନାଲକୁ ବେଲିଜୟମ ଯାଇଛି । ଭାରତକୁ ୫-୨ ଗୋଲରେ ହରାଇ ବେଲଜିୟମ ବିଜୟୀ ହୋଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଭାରତୀୟଟିମ ଖେଳିବ । କିନ୍ତୁ!-->…
Read More...
Read More...
ନବୀନଙ୍କ ହାତରେ ଯାଦୁଛଡି! ହାତ ବାଜିଲେ ସଫଳ!!
ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଦୌ ଆଗ୍ରହ ନଥିଲା। ବାପା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପୁଅ ରାଜନୀତିର ଧାର ଧାରିନଥିଲେ। ଏମିତିକି ବାପାଙ୍କର କୌଣସି ସହଯୋଗୀଙ୍କ ସହିତ ସଂପର୍କ ବି ନଥିଲା। ହଠାତ୍ ବାପାଙ୍କର ବିୟୋଗ ହେଲା। ବାପାଙ୍କ ସହଯୋଗୀମାନେ ତାଙ୍କ ହାତ ଧରି ଓଡ଼ିଶାଯାଏ ଟାଣିଆଣିଲେ।!-->…
Read More...
Read More...
ସୁନାଝିଅ ସିନ୍ଧୁ
ଟୋକିଓରୁ ଭାରତ ପାଇଁ ଭଲ ଖବର । ଭାରତୀୟ ପଦକ ତାଲିକାରେ ଯୋଡିହେଲା ଆଉ ଏକ ପଦକ । ବ୍ୟାଡମି ନ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଆଣିଛନ୍ତି ସଟଲର ପିଭି ସିନ୍ଧୁ । ଚୀନର ବିଙ୍ଗ ଜିଆଉଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ସିନ୍ଧୁ । ସିନ୍ଧୁଙ୍କ ଏହି ବିଜୟରେ ଭାରତରେ ଖୁସିର ମାହୋଲ!-->…
Read More...
Read More...
ସେମିରେ ସିନ୍ଧୁ
ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ଭାରତ ପଦକ ଆଶା ବଢିବାରେ ଲାଗିଛି । ପିଭି ସିନ୍ଧୁ ରୋମାଚଂକର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବ୍ୟାଡମି ନ ମହିଳା ସିଙ୍ଗଲ୍ସରେ କ୍ୱାର୍ଟରଫାଇନାଲରେ ଜବରଦସ୍ତ ମୁକାବିଲା କରିଛନ୍ତି ସିନ୍ଧୁ । ଜାପାନାର!-->…
Read More...
Read More...