Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
ଖେଳ
ରାଜସ୍ଥାନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପହଞ୍ଚିଲା ‘ତାଲିବାନ ଟିମ୍’
ଜୟପୁର: ଗୋଟିଏ ପଟେ ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତାଲିବାନ ନାଁକୁ ନେଇ ଦେଖାଦେଇଛି ବିବାଦ। କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପହଞ୍ଚିଲେ ତାଲିବାନ ନାମକ ଟିମ। ଆଉ ଏହାକୁ ନେଇ ଆରମ୍ଭ!-->…
Read More...
Read More...
କାଲିଠୁ ପାରାଲିମ୍ପିକ୍, ଓଡ଼ିଆ ପୁଅ ପ୍ରମୋଦଙ୍କ ଉପରେ ନଜର
କରୋନା କଟକଣା ଭିତରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ । ଏଥିରେ ୪୦ ଜଣ ପୁରୁଷ, ୧୪ ଜଣ ମହିଳାଙ୍କ ସମେତ ୫୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ଟେବୁଲ ଟେନିସ.ଶକ୍ତି ଉତ୍ତୋଳନ ଓ ତାଏକୋଣ୍ଡା ଖେଳାଳିମାନେ ଟୋକିଓରେ ପହଞ୍ଚିସାରିଛନ୍ତି। ଟୋକିଓରେପହଞ୍ଚି!-->…
Read More...
Read More...
‘ହକି’କୁ ହାଇଜାକ୍ କରିନେଲେ ନବୀନ
ଅନାହାରକୁ ନେଇ ପରିଚିତ ଥିଲା ଓଡ଼ିଶା, ପରିଚୟ ବଦଳାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭାରତର ଜାତୀୟ ଖେଳର ପୃଷ୍ଠପୋଷକତା କରି ଓଡ଼ିଶା କେନ୍ଦ୍ର ସରକାରକୁ ବି ଛୋଟ କରିଦେଲାହକିର ଉତ୍ତରଣ ସହିତ କାଳ କାଳ ପାଇଁ ଯୋଡି ହୋଇଗଲେ ନବୀନ, ସବୁଦିନ ପାଇଁ ଚର୍ଚ୍ଚାରେ ରହିବେରାଜନୀତିରେ ଖେଳ ବି!-->…
Read More...
Read More...
ଆଉ ୧୦ବର୍ଷ ହକି ଦାୟିତ୍ବ ନେଲା ଓଡ଼ିଶା
ଉଭୟ ପୁରୁଷ ଏବଂ ମହିଳା ଟିମ୍କୁ ସମ୍ବର୍ଧିତ କଲେ ଓଡ଼ିଶା ସରକାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଦେଶକୁ ଗୌରବ ଫେରିବନବୀନଙ୍କ ପ୍ରଶଂସାରେ ସବୁ ଖେଳାଳି ଓ ହକି ଆସୋସିଏସନ୍ ଶତମୁଖ
ଭୁବନେଶ୍ବର: ଭାରତୀୟ ହକି ଦଳ ଓଡ଼ିଶା ଆଉ ୧୦ ବର୍ଷ ପ୍ରାୟୋଜକ ଭାବେ କାର୍ଯ୍ୟ କରିବ।!-->!-->!-->…
Read More...
Read More...
ଓଡିଶା ଭଲପାଇବା ଆଉ କେଉଁଠି ନାହିଁ…
ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସର ଅନୁଭୂତି ବଖାଣିଲେ ଭାରତୀୟ ହକି ଦଳ। ଉଭୟ ପୁରୁଷ ଓ ମହିଳା ହକି ଦଳ ସାମ୍ବାଦିକ ସମ୍ମିଳନୀରେ ଖେଳ ସମୟର ନିଜର ଅନୁଭୂତି ବଖାଣିଛନ୍ତି । ଏହା ସହ ସାମ୍ବାଦିକମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଦେବା ସହ ଓଡିଶାରୁ ସେମାନଙ୍କୁ ମିଳୁଥିବା ଭଲ!-->…
Read More...
Read More...
କାଲି ଆସୁଛନ୍ତି ହକି ଦଳ… କଣ ଖାଇବେ, କେଉଁଠି ରହିବେ?
ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପରେ ଆସନ୍ତାକାଲି ଓଡିଶା ଆସୁଛନ୍ତି ଭାରତୀୟ ହକି ଟିମ। ଉଭୟ ମହିଳା ଓ ପୁରୁଷ ହକି ଦଳ ଭୁବନେଶ୍ୱରରେ ବିମାନବନ୍ଦରରେ ଦିନ ୧୧ଟାରେ ପହଞ୍ଚିବେ। ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିମାନବନ୍ଦର ରାସ୍ତାରେ ମଧ୍ୟ!-->…
Read More...
Read More...
ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ୍
କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରେ ୮୯ଟି ବହୁମୂଖୀ ଇନଡୋରଣ୍ଡାର ଷ୍ଟାଡିୟମ ନିର୍ମାଣ ହେବ । ଷ୍ଟାଡିୟମ ପାଇଁ ଖର୍ଚ୍ଚ ହେବ ୬୯୩.୩୫ କୋଟି । ୧୮ ମାସରେ ଏହି କାମ ସଂପୂର୍ଣ୍ଣ ସରିବ । ରାଜ୍ୟରେ କ୍ରୀଡା ବିକାଶ କ୍ଷେତ୍ରରେ ଏହା ଏକ!-->…
Read More...
Read More...
ଦେଶକୁ ଫେରିଲେ ପଦକ ବିଜେତା
ଟୋକିଓରେ ଟେକ ରଖି ଦେଶକୁ ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା । ଅଲିମ୍ପିକ୍ସ ଅଭିଯାନ ସଫଳ କରି ସ୍ୱଦେଶ ଫେରିଛନ୍ତି ପଦକ ବିଜେତା । ସ୍ୱାଗତ ଜଣାଇବାକୁ ଦିଲ୍ଲୀ ବିମାନବନ୍ଦର ବାହାରେ ଉତ୍ସାବର ମାହୋଲ ଦେଖିବାକୁ ମିଳିଛି । ପ୍ରଶଂସକଙ୍କ ସହ ଖେଳାଳିଙ୍କ ପରିବାର ବିମାନବନ୍ଦରରେ!-->…
Read More...
Read More...
ଓଡ଼ିଶାରୁ ଟ୍ରେନିଂ ନେଇଥିଲେ, ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ
ନୀରଜ...ନୀରଜ କମ୍ପୁଛି ସାରା ଭାରତଅଲମ୍ପିକ୍ସରେ ଇତିହାସ ରଚିଲେ ନୀରଜପ୍ରଶଂସାରେ ପୋତି ପକାଉଛି ଦେଶ
ନୀରଜ..ନୀରଜ..ନୀରଜ ନାଁରେ କମ୍ପୁଛି ଭାରତ। ଇଏ ସେହି ନୀରଜ ଗତକାଲି ଯାଏ କ୍ରୀଡାପ୍ରେମୀଙ୍କୁ ଛାଡିଦେଲେ ତାଙ୍କ ବାବଦରେ କେହି ବୋଧେ ବେଶୀ ଜାଣିନଥିଲେ। ଆଜି କିନ୍ତୁ କୋଟି କୋଟି!-->!-->!-->…
Read More...
Read More...
ପଦକ ଆଶା ଦେଖାଇଲେ ପୁନିଆ
ଟୋକିଓ ଅଲିମ୍ପିକ୍ସରୁ କୁସ୍ତିରେ ଭାରତକୁ ପୂର୍ବରୁ ରୌପ୍ୟ ପଦକ ମିଳିସାରିଥିବା ବେଳେ ଆଉ ଏକ ପଦକ ଆଶା ରହିଛି। ଏବେ ବଜରଙ୍ଗ ପୁନିଆଙ୍କ ଉପରେ ରହିଛି ସାରା ଦେଶର ନଜର । ତାଙ୍କ ନିକଟରୁ ଭାରତ ଆଉ ଏକ ପଦକ ଆଶା କରୁଛି। କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଛନ୍ତି ପୁନିଆ। ଇରାନ!-->…
Read More...
Read More...