ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’
Browsing Category

ଖେଳ

ଓଡ଼ିଶା ଫୁଟୁବଲ ଆସୋସିଏସନ ସଭାପତି ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ

କଟକ: ଓଡ଼ିଶା ଫୁଟୁବଲ ଆସୋସିଏସନ(ଫାଓ) ସଭାପତି ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବା ସୂଚନା ଦେଇଛନ୍ତି। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି (ଫାଓ) ସମ୍ପାଦକଙ୍କୁ ଚିଠିରେ
Read More...

ଦକ୍ଷିଣ ଆଫ୍ରିକାରେ ବିଶ୍ୱ ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ ସିଂ

ରାଉରକେଲା: ବିଶ୍ୱ ରେକର୍ଡ କଲେ ରାଉରକେଲା ପୁଅ ସୁମିତ ସିଂ। ଦକ୍ଷିଣ ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ ସୁମିତ ସିଂ । ୯୭ ତମ କୋମରେଡ଼ ମାରାଥନରେ ସାମିଲ ହୋଇ ପଦକ ଜିତିବା ସହ ଦେଶ ଓ ରାଜ୍ୟର ନାମକୁ ଗର୍ବିତ କରାଇଛନ୍ତି। ୧୨ ଘଣ୍ଟାରେ ୬୮.୦୪ କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡରେ
Read More...

କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ୟାରିସ୍ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା  କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ
Read More...

ଏଥର ପ୍ୟାରିସ ଅଲିମ୍ପିକ୍ସରେ ସାମିଲ ହେବେ ଓଡ଼ିଆ ପୁଅ କିଶୋର

ଭୁବନେଶ୍ବର: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ। ଏଥର ଏହି ଅଲିମ୍ପିକ୍ସରେ ଚମକିବେ ଜଣେ ଓଡ଼ିଆ ପୁଅ । ସେ ହେଲେ ବ୍ରହ୍ମଗିରିର କିଶୋର ଜେନା। ଓଡ଼ିଶା ଜାଭେଲିନ ଫିଙ୍ଗାଳି କିଶୋର କୁମାର ଜେନା ପ୍ୟାରିସ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏସିଆନ ଗେମ୍ସରେ
Read More...

ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କଲା ବିସିସିଆଇ

ନ୍ୟୁଜ୍ ବ୍ୟୁରୋ: ଶେଷ ହୋଇଛି ଆଇସିସି ଟି-୨୦ ବିଶ୍ୱକପ। ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ରୋମାଞ୍ଚକର ବିଜୟ ସହ ବିଶ୍ୱକପ ଟାଇଟଲ ହାତେଇଛି। ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ପରେ ଭାରତୀୟ ଦଳ ଉପରେ ଟଙ୍କା ବର୍ଷା ହୋଇଛି। ଟି-୨୦ ବିଶ୍ୱକପ ବିଜୟ ଟିମ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କରିଛି
Read More...

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ କ୍ରିକେଟ୍ରୁ ସନ୍ୟାସ ନେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ୨୦୨୪ ଚମ୍ପିଆନ ହେବାପରେ ଖୁସିରେ ଆତ୍ମହରା ଭାରତବାସୀ। ହେଲେ ଏହାପରେ ଅପ୍ରତ୍ୟାଶିତ ଭାବରେ ଦଳର ଦୁଇ କିମ୍ବଦନ୍ତୀ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଝଟ୍‌କା ଦେଇଥିଲେ। ଆଉ
Read More...

ଟି -୨୦ ବିଶ୍ୱକପରୁ କ୍ୟାରିୟର ଆରମ୍ଭ କରିଥିଲି,ଟି -୨୦ ବିଶ୍ୱକପ ଟ୍ରଫି ହାତେଇ ବିଦାୟ ନେଉଛି : ରୋହିତ ଶର୍ମା

ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ବିଶ୍ୱକପ ଜିତିବା ପରେ ସେ ଭାରତ ଅଧିନାୟକ ରୋହିତ ଶର୍ମା ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।ରୋହିତ କହିଛନ୍ତି ଯେ, ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଭାରତ ପାଇଁ ଖେଳିବା ଜାରି ରଖିବେ କିନ୍ତୁ ସ୍ୱଳ୍ପ ଫର୍ମାଟରୁ ପଛକୁ
Read More...

ଦେଶ ପାଇଁ ଏହା ମୋର ଶେଷ ଟି ୨୦ : ବିରାଟ କୋହଲି

ନ୍ୟୁଜ୍ ବ୍ୟୁରୋ: ଟି ୨୦ କ୍ରିକେଟରୁ ଅବସର ଘୋଷଣା କଲେ କୋହଲି। ଟି ୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ଦେଶ ପାଇଁ ଏହା ମୋର ଶେଷ ଟି ୨୦ ମ୍ୟାଚ୍ ଥିଲା ବୋଲି କହିଲେ କୋହଲି। ରୋହିତ
Read More...

ଟି-୨୦ ବିଶ୍ବକପ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତର ରୋମାଞ୍ଚକର ବିଜୟ। ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍ ହୋଇଛି ରୋହିତ ବାହିନୀ। ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି। ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି। ଟି-ଟ୍ବେଣ୍ଟି ବିଶ୍ବକପ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ।
Read More...

୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡିଶା

ଭୁବନେଶ୍ବର: ହକି କୁ ନେଇ ସରକାରଙ୍କ ବଡ ଘୋଷଣା। ୨୦୩୬ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ ଅବଧି ବୃଦ୍ଧି ନେଇ ସୂଚନା ମିଳିଛି। ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡ଼ିଶା। ଆଜି
Read More...