Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା
Browsing Category
Today’s Highlight
ଟ୍ରକକୁ ଧକ୍କା ଦେଲା ବାଇକ ୨ ମୃତ, ଜଣେ ଗୁରୁତର
ଭଦ୍ରକ:୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ ଟ୍ରକକୁ ଧକ୍କା ଦେଇଛି। ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।!-->…
Read More...
Read More...
ସମ୍ ହସ୍ପିଟାଲ୍ରେ ଭାରତୀୟ ସ୍ପାଇନ୍ ସର୍ଜନ ଆସୋସିଏସନ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ : ବିଶେଷଜ୍ଞଭୁବନେଶ୍ୱର, ସେପ୍ଟେମ୍ବର ୯: ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି। ମେରୁଦଣ୍ଡ ଅସ୍ତ୍ରୋପଚାର!-->…
Read More...
Read More...
ଲଘୁଚାପ ବର୍ଷାରେ ବୁଡ଼ିଲା ମାଲକାନଗିରି
ମାଲକାନଗିରି: ପ୍ରବଳ ବର୍ଷାରେ ମାଲକାନଗିରି ସ୍ଥିତି ସଙ୍ଗୀନ। ବର୍ଷା ପାଣିରେ ବୁଡିଲା ପୋଲ। କାଙ୍ଗୁରୁକୁଣ୍ଡା ପୋଲ, ଏମ୍ ଭି ୯୦ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ଫୁଟର ପାଣି ଚାଲିବାରୁ ଯାତାୟତ ଠପ୍ ହୋଇଛି। ସେହିପରି ପାଙ୍ଗମ, ଏମ୍ଭି ୭, ଏମ୍ଭି ୯୦ ଆଦି ଅନେକ ପୋଲରେ ୧୦ ଫୁଟ ପାଣି!-->…
Read More...
Read More...
ସାପ କାମୁଡ଼ାରେ ୩ ଭଉଣୀ ମୃତ, ବାପା ଗୁରୁତର
ଟିକରପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ-ଓଡିଶା ଉତ୍ସବମୁଖର ଥିଲା ବେଳେ ଉଜୁଡି ଯାଇଛି ଗୋଟିଏ ପରିବାର। ଗୋଟିଏ ପରିବାରରେ ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା!-->…
Read More...
Read More...
ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ନ ଲାଗିଲେ ବାତିଲ ହେବ ପରୀକ୍ଷା
ଭୁବନେଶ୍ବର: ଫାଇନାଲ ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି। ଫାଇନାଲ ପରୀକ୍ଷା ପୂର୍ବରୁ ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛି। ଏଥିସହ!-->…
Read More...
Read More...
ଭଙ୍ଗାଯିବ ଦିଲ୍ଲୀରେ ଥିବା ଓଡ଼ିଶା ଭବନ
ଭୁବନେଶ୍ବର: ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ସୂଚନା ଅନୁସାରେ ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ ଓଡ଼ିଶା!-->!-->!-->…
Read More...
Read More...
ରାଜ୍ୟରେ ହେବ ଦ୍ୱିତୀୟ ଏମ୍ସ
ସମ୍ବଲପୁର: ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ହେବାକୁ ଯାଉଛି ଦ୍ୱିତୀୟ ଏମ୍ସ। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ଏମ୍ସ ସମ୍ବଲପୁରରେ!-->…
Read More...
Read More...
ଚାଷୀ ପରିବାର ପିଲାଙ୍କ ପାଇଁ କୃଷି ବିଦ୍ୟାନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ପରିବାର ପିଲାଙ୍କ ପାଇଁ ଆଉ ଏକ ବଡ ଉପହାର ଘୋଷଣା କରିଛନ୍ତି। ଆଜି ନୂଆଁଖାଇ ଅବସରରେ ସମ୍ବଲପୁରରେ ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷି ପରିବାରକୁ ଆଉ ଏକ ଉପହାର ଦେଇଛନ୍ତି। ସିଏମ!-->…
Read More...
Read More...
ସାଂସଦ ପଦରୁ ଇସ୍ତଫା ଦେଲେ ଜବାହାର ସରକାର
କୋଲକାତା: ମମତାଙ୍କୁ ଶକ୍ତ ଝଟକା। କୋଲକାତା ସରକାର ଏବେ ବଡ଼ ଅଡ଼ୁଆରେ ପଡିଛନ୍ତି। ଗୋଟ ପଟେ ଆରଜି କର ଘଟଣା ତାଙ୍କ ଗାଦି ଉପରେ ବଡ଼ ବିପଦ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ ମିଳିଛି ଶକ୍ତ ଝଟକା। ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଜବାହାର ସିରକାର। କୋଲକାତା ଆରଜି କର ମେଡିକାଲ!-->…
Read More...
Read More...
ୟୁଟ୍ୟୁବ ଦେଖି ଡାକ୍ତର କଲେ ଅପରେଶନ
ବିହାର: ୟୁଟ୍ୟୁବ୍ରୁ ଭିଡିଓ ଦେଖି ସର୍ଜରୀ କରିବା ମହଙ୍ଗା ପଡିଲା। ୟୁଟ୍ୟୁବ୍ରୁ ଭିଡିଓ ଦେଖି ସର୍ଜରୀ କରୁଥିଲେ ଜଣେ ନକଲି ଡାକ୍ତର। ଜଣେ ୧୫ ବର୍ଷର ବାଳକ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଡାକ୍ତରଙ୍କ ପାଖକୁ ଆସିଥିଲେ। ସେଠାରେ ଥିବା ଡାକ୍ତର ୟୁଟ୍ୟୁବ ଦେଖି ପିଲାଟିର ଅପରେଶନ କରିଥିଲେ।!-->…
Read More...
Read More...