Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
କମ୍ପ୍ୟୁଟେସ୍ନାଲ ଇନ୍ଟେଲିଜେନ୍ସ ଟେକ୍ନିକ୍ସକୁ ନେଇ ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, ବିଗ୍ ଡାଟା ଆନାଲିଟିକ୍ସ, ଡିପ୍ ଲର୍ଣ୍ଣିଙ୍ଗ, କ୍ଲାଉଡ୍ ଆଣ୍ଡ ଫଗ୍ କମ୍ପ୍ୟୁଟିଙ୍ଗ୍, ଇନ୍ଟରନେଟ ଅଫ୍ ଥିଙ୍ଗ୍ସ ଓ ଇଭେଲ୍ୟୁସନାରୀ କମ୍ପ୍ୟୁଟିଙ୍ଗ ଭଳି ବିବିଧ ବିଷୟକୁ ନେଇ ଗତ ଏପ୍ରିଲ୍ ୧୦ ଏବଂ ୧୧ ଦୁଇ ଦିନ ଧରି ଶିକ୍ଷା ଓ ଅନୁସନ୍ଧାନ!-->…
Read More...
Read More...
ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ
ବିହାର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସହିତ ରାଜ୍ୟର ରାଜନୀତିରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ସମ୍ରାଟ ଚୌଧୁରୀ ବିହାରରେ ଭାରତୀୟ ଜନତା ପାର୍ଟିର ପ୍ରଥମ!-->…
Read More...
Read More...
ରାଘବ ଚଡ୍ଡାଙ୍କ Z+ ସୁରକ୍ଷା ମଧ୍ୟ ପ୍ରତ୍ୟାହାର
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଦଳ ପକ୍ଷରୁ ଲଗାତାର କଡ଼ା ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବରୁ ତାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦିଆଯାଇଥିବାବେଳେ, ଏବେ ତାଙ୍କୁ ମିଳିଥିବା Z+ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପଞ୍ଜାବ ସରକାର ପ୍ରତ୍ୟାହାର!-->…
Read More...
Read More...
ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ହିମନ୍ତ ବିଶ୍ୱ ଶର୍ମା
ଆସାମ: ଆସାମ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓଡ଼ିଶା ଗସ୍ତରେ ଆସି ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ତାଙ୍କ ଏହି ଧାର୍ମିକ ଗସ୍ତକୁ ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ!-->…
Read More...
Read More...
କେନ୍ଦ୍ରରେ ୪୮ ଅଧିକାରୀଙ୍କୁ ଯୁକ୍ତ ସଚିବ ପଦରେ ନିଯୁକ୍ତି ମଞ୍ଜୁର
ନ୍ୟୁଜ୍ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନିଯୁକ୍ତି ସମିତି ୪୮ ଜଣ ଅଧିକାରୀଙ୍କୁ ଯୁକ୍ତ ସଚିବ ଓ ସମକକ୍ଷ ପଦରେ ନିଯୁକ୍ତି ପାଇଁ ମଞ୍ଜୁରି ଦେଇଛି। ଏହି ନିଯୁକ୍ତିଗୁଡ଼ିକ ବିମାନ ପରିବହନ, ପ୍ରତିରକ୍ଷା, କୃଷି, ଗୃହ, ରସାୟନ ଓ ପେଟ୍ରୋକେମିକାଲ୍, ବନ୍ଦର ଓ ନୌପଥ ସହିତ ବିଭିନ୍ନ ମନ୍ତ୍ରଣାଳୟରେ!-->…
Read More...
Read More...
ଦିଲ୍ଲୀ ବୋମା ବିସ୍ଫୋରଣରେ ଭୁବନେଶ୍ୱର ଲିଙ୍କ୍ ସନ୍ଦେହ
ନୂଆ ଦିଲ୍ଲୀ: ଦିଲ୍ଲୀର ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱର ଲିଙ୍କ୍ ଥିବା ନେଇ ସନ୍ଦେହ ଜନ୍ମନେଇଛି। ତଦନ୍ତ କରୁଥିବା ଏନଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିବା ପରେ ଏହି ଦିଗରେ ତଦନ୍ତକୁ ଆଗେଇ ନେଇଛି। ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇବା!-->…
Read More...
Read More...
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ମଧ୍ୟରେ ହର୍ମୁଜରେ ୩୬ ଦିନ ଧରି ଫସିଥିବା ଓଡ଼ିଆ ମେରାଇନ୍ ଅଫିସର ଅଶୋକ କୁମାର ଦୀକ୍ଷିତ ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ପହଞ୍ଚିବା ପରେ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଯୁଦ୍ଧ ଅବସ୍ଥାରେ ଏଲପିଜି!-->…
Read More...
Read More...
ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀର ବିଜ୍ଞାନ ଭବନ ରେ ଆୟୋଜିତ ଜାତୀୟ ସ୍ତରର ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’ରେ ଯୋଗଦେଇ ସମ୍ବୋଧନ କରିବେ। ଏହି ସମ୍ମେଳନରେ ସରକାର, ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ଉଦ୍ୟମିତା, ମାଧ୍ୟମ, ସାମାଜିକ କାର୍ଯ୍ୟ ଓ ସଂସ୍କୃତି ସହିତ!-->…
Read More...
Read More...
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ନ୍ୟୁଜ୍ ବ୍ୟୁରୋ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଓଡିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ରାଉରକେଲାରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବେ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଦୌରା ହେବାରୁ ଏହାକୁ ନେଇ ସହରରେ ଉତ୍ସାହ!-->…
Read More...
Read More...
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ
୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ନୂଆ ଦିଲ୍ଲୀ: ବିଜେପି ଆଗାମୀ ସ୍ୱତନ୍ତ୍ର ସଂସଦ ଅଧିବେଶନକୁ ନେଇ ଏହାର ସମସ୍ତ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଦଳ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ୩ ଦିନିଆ ହ୍ୱିପ୍ ଜାରି କରିଛି। ୧୬ ଏପ୍ରିଲରୁ ୧୮ ଏପ୍ରିଲ!-->!-->!-->…
Read More...
Read More...