Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
Browsing Category
Today’s Highlight
ଥାନାରେ ପହଞ୍ଚିଲା ଚୁଲି ଭାଙ୍ଗିବା ମାମଲା, ଏପଟେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜୟ
ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ଏବେ ଥାନାରେ ପହଞ୍ଚିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ଏହାକୁ କଡ଼ା ନିନ୍ଦା କଲେ ବରିଷ୍ଠ ନେତା!-->…
Read More...
Read More...
ଆଜି ପୁଣି ବଢିଲା ତୈଳ ଦର
ପକେଟକୁ ବାଧୁଛି ତୈଳ ଦର । ରାତି ପାହିଲେ ପ୍ରତିଦିନ ତୈଳ ଦର ବଦଳୁଛି । ଗତ ୧୪ ଦିନରେ ଆଜି ମିଶାଇ ୧୨ ଥର ତୈଳ ଦର ବୃଦ୍ଧି ପାଇଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ ୧୦୦ ଡଲାରକୁ ଆସିଯାଇଥିଲେ ମଧ୍ୟ , ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ!-->…
Read More...
Read More...
କୋଭାକ୍ସିନ୍ ଉପରେ ‘ହୁ’ର କଟକଣା
ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନର ଯୋଗାଣ ଉପରେ କଟକଣା । କୋଭାକ୍ସିନର ଯୋଗାଣକୁ ବାତିଲ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜାତିସଂଘ ଏଜେନ୍ସି ଜରିଆରେ ଏହି ସ୍ୱଦେଶୀ ଟିକାର ଯୋଗାଣକୁ ବାତିଲ କରାଯାଇଛି । ତେବେ ଯାଞ୍ଚ ବେଳେ କୋଭାକ୍ସିନରେ କିଛି ଅସୁବିଧା ରହିଥିବା ଜଣାପଡିଛି ।!-->…
Read More...
Read More...
ରାଜ୍ୟରେ ଦୁଇ ଦିନ ଘଡଘଡି ସହ ବର୍ଷା ସମ୍ଭାବନା
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟପାଉଟ ହେଉଛନ୍ତି ଲୋକେ । କିନ୍ତୁ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜ୍ୟରେ ଦୁଇ ଦିନ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର,ମୟୂରଭଞ୍ଜ, କୋରାପୁଟ,ଗଜପତି, ରାୟଗଡା ଆଦି!-->…
Read More...
Read More...
ପୁଣି ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା, ଅନେକ ରହସ୍ୟ ଉପରୁ ହଟିବ ପରଦା
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଉଭୟଙ୍କୁ ଆଜିଠୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇ ଗୁଡାଇତୁଡାଇ ପ୍ରଶ୍ନ କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନାଙ୍କୁ ଜେରା କରିବା ବେଳେ ଆଉ ଅନେକ ରହସ୍ୟ ଉପରୁ ପରଦା!-->…
Read More...
Read More...
ତୈଳ ଦରରେ ଲାଗୁନି ଲଗାମ୍, ୧୩ ଦିନରେ ବଢିଲାଣି ୧୧ ଥର
ଉପରମୁହାଁ ହୋଇ ଚାଲିଛି ତୈଳ ଦର । ମାର୍ଚ୍ଚ ୨୨ରୁ ଆଜିଯାଏଁ ୧୩ ଦିନରେ ୧୧ ଥର ବଢିଲାଣି ଦର । ୧୩ ଦିନରେ ପେଟ୍ରୋଲ ୮ ଟଙ୍କା ମହଙ୍ଗା ହୋଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି । ମୁମ୍ବାଇରେ ମଧ୍ୟରେ ପେଟ୍ରୋଲ ପ୍ରତି ଲିଟର ୧୧୮ ଟଙ୍କାରେ ପହଁଞ୍ଚି!-->…
Read More...
Read More...
ଚାଲ୍ ଖେଳିଦେଲେ ପାକ୍ ପ୍ରଧାନମନ୍ତ୍ରୀ, ନିର୍ବାଚନର ସାମ୍ନା କରିବେ ଇମ୍ରାନ୍
ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଏକ ନୂଆ କ୍ଷମତା ଲଢେଇ ଆରମ୍ଭ ହୋଇଛି । ସଫଳ ହୋଇଛି କ୍ୟାପଟେନଙ୍କ ପ୍ଲାନ । ମାତ୍ର କେଇ ମିନିଟ ଭିତରେ ଇମ୍ରାନଙ୍କ ଖେଳ ଆଗରେ ଚିତପଟାଙ୍ଗ ମାରିଛନ୍ତି ବିରୋଧୀ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଛନ୍ତି ଉପ ବାଚସ୍ପତି । ଫଳରେ!-->…
Read More...
Read More...
ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ
ଇତିହାସର ସବୁଠୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଯୋଗୁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ଖାଇବା ମିଳୁନି, ପିଇବାକୁ ପାଣି ନାହିଁ । ଲୋକମାନେ ଦୟନୀୟ ପରିସ୍ଥିତିରେ ଥିବାବେଳେ ସହାୟତାର ହାତ ବଢାଇଛି ଭାରତ । ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ୍!-->…
Read More...
Read More...
ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ
ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ମହାପ୍ରଭୁ୍ଙ୍କ ରୋଷଘରେ ଭାଙ୍ଗିଲା ଚୁଲି । ରୋଷଘରେ ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇ ଚୁଲି ଭାଙ୍ଗିଦେଇଛନ୍ତି । ରୋଷଘରର ୪୦ରୁ ଅଧିକ ଚୁଲି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ଜଣାପଡିଛି । ୨ କୋଠଭୋଗ ପ୍ରସ୍ତୁତ!-->…
Read More...
Read More...
ଲେମ୍ବୁ କିଲୋ ୨୦୦ ଟଙ୍କା
ମହଙ୍ଗା ମାଡ଼ରୁ ଲେମ୍ବୁ ବି ବର୍ତ୍ତି ନାହିଁ । ଦିଲ୍ଲୀରେ ଗୋଟିଏ ଲେମ୍ବୁର ଦାମ ୧୦ ଟଙ୍କା ହୋଇଯାଇଛି । ଗୁଜୁରାଟ ରାଜକୋଟରେ ଲେମ୍ବୁ ଦାମ ୨୦୦ ଟଙ୍କା ପ୍ରତି କିଲୋ ହୋଇଯାଇଛି । ଗୁଜୁରାଟରେ କିଛି ଦିନ ପୂର୍ବରୁ ଲେମ୍ବୁ କିଲୋ ୫୦ କି ୬୦ ଟଙ୍କାରେ ବିକ୍ରି ହେଉଥିଲା । ସେହିପରି ଦିଲ୍ଲୀରେ!-->…
Read More...
Read More...