Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ବିବାଦ ମଧ୍ୟରେ ବାଇଡେନ-ଜିନପିଙ୍ଗ ଆଲୋଚନା
ବିବାଦ ମଧ୍ୟରେ ଆସନ୍ତା ୧୫ ତାରିଖ ଅର୍ଥାତ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମଧ୍ୟରେ ବୈଠକ ବସିବ । ହ୍ୱାଇଟ ହାଉସ ଅନୁଯାୟୀ, ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସିବ । ବାଇଡେନ, ଜିନପିଙ୍ଗଙ୍କ ସାମନାରେ ଆମେରିକାର ଉଦ୍ଦେଶ୍ୟ ଓ ପ୍ରାଥମିକତା!-->…
Read More...
Read More...
ଏନସିବି ଅଫିସରେ ବିତିଲା ଆର୍ଯ୍ୟନଙ୍କ ଜନ୍ମଦିନ
ବଲିଉଡ ଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କ ନଭେମ୍ବର ୧୨ ଅର୍ଥାତ୍ ଶୁକବ୍ରାର ଜନ୍ମଦିନ ଥିଲା । କିନ୍ତୁ ଜନ୍ମଦିନରେ ସେଲିବ୍ରେସନ ବଦଳରେ ଏନସିବି ଅଫିସରେ ବିତିଥିଲା । ଜନ୍ମଦିନରେ ଏନସିବି ଆର୍ଯ୍ୟନ ଖାନଙ୍କୁ ପାଖାପାଖି ୬ ଘଣ୍ଟ। ଧରି ପଚରାଉଚରା କରିଥିଲା । ଦିନ ୪ଟା ୪୫ରେ!-->…
Read More...
Read More...
ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ..ବିଗୁଡିଛି ସ୍ଥିତି
ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଆଶ୍ୱସ୍ତି ମିଳିବା ପରିବର୍ତ୍ତେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଆଗାମୀ ଦୁଇ ଦିନରେ ପ୍ରଦୂଷଣ ବହୁ ମାତ୍ରାରେ ବଢିଯିବାର ସମ୍ଭାବନା ରହିଛି । ଫଳରେ ଲୋକଙ୍କ ଆଖି ଜଳିବା, ନିଶ୍ୱାସ ନେବାରେ!-->…
Read More...
Read More...
ଏନକାଉଣ୍ଟରରେ ଟଳିଲା ଆତଙ୍କୀ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମର ଏନକାଉଣ୍ଟର। ଶ୍ରୀନଗର ଓ କୁଲଗାମରେ ଭିନ୍ନ ଭିନ୍ନ ସ୍ଥାନରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀ ମାନେ କହିଛନ୍ତି ଯେ, ବେମିନା ଅଞ୍ଚଳର ହାମଦାନିଆ କଲୋନୀ ଅ ଳରେ ସନ୍ଧ୍ୟାରେ ଗୁଳିବିନିମୟ!-->…
Read More...
Read More...
ପଦାରେ ପଡିଲା ପାକିସ୍ତାନର ଚାଲ୍
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନେଇ ଭାରତରେ ଏନଏସଏ ସ୍ତରର ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୭ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ଆଫଗାନିସ୍ତାନର ବ ର୍ମାନର ସ୍ଥିତି ନେଇ ଆଲୋଚନା କରିଥିଲେ। କିନ୍ତୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ବୈଠକରେ ଯୋଗ!-->…
Read More...
Read More...
ବିଜେଡିରେ ଯୋଗଦେଲେ ସାମ୍ବାଦିକ ଗୌତମବୁଦ୍ଧ ଦାସ
ଭୁବନେଶ୍ଵର, ୧୧/୧୧: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ!-->…
Read More...
Read More...
ଫିଲ୍ମରେ ଲାଗିଛି ପ୍ରତାପଙ୍କ ଟଙ୍କା
କୁବେର ସରକାରୀ ବାବୁ ଚାକିରି କରି କୋଟି କୋଟି ଟଙ୍କା ରଖିବା ସହ ଫିଲ୍ମ କରିବାର ବି ସ୍ୱପ୍ନ ଦେଖୁଥିଲେ । କୋଟିପତି ପ୍ରତାପ ସାମଲଙ୍କର ଏବେ ସାମନାକୁ ଆସିଛି ଓଲିଉଡ ଲିଙ୍କ । ଅସତ ଉପାୟରେ ଟଙ୍କା ଅର୍ଜନ କରିବା ସହ ଫିଲ୍ମରେ ଟଙ୍କା ଲଗାଉଥିଲେ ପତାପ ।
ଭିଜିଲାନ୍ସ ପକ୍ଷରୁ ଆଜି ଏନେଇ!-->!-->!-->…
Read More...
Read More...
ଫ୍ରାନ୍ସରେ କରୋନାର ପଞ୍ଚମ ଲହର
ମହାମାରୀ କରୋନାର ଭୟ ଏଯାଏଁ ଯାଇନି । ଅନେକ ଦେଶରେ ସଂକ୍ରମଣ ପୁଣି ଥରେ ଫେରିଛି । ଫ୍ରାନ୍ସରେ କରୋନାର ପଞ୍ଚମ ଲହର ଆରମ୍ଭ ହୋଇସାରିଥିବା ସୂଚନା ରହିଛି । ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପଞ୍ଚମ ଲହର ଆରମ୍ଭ ହୋଇଛି । ପୂର୍ବରୁ ପଡୋଶୀ ଦେଶରେ ମଧ୍ୟ ପଞ୍ଚମ ଲହର!-->…
Read More...
Read More...
ରାଜରାସ୍ତାରେ ମାରଣାସ୍ତ୍ର ସହ ଖେଳ!
କଟକ: ଅସୁରକ୍ଷିତ ହୋଇପଡିଛି ଟୁଇନ ସିଟି। ରାଜରାସ୍ତାରେ ଖୁଲମାଖୁଲା ମାରଣାସ୍ତ୍ର ସହ ଖେଳ। କାହା ହାତରେ ବନ୍ଧୁକ ତା ଆଉ କାହା ହାତରେ ଖଣ୍ଡା। ତେବେ ଟୁଇନସିଟିରେ ହାତରେ ଖଣ୍ଡା, ବନ୍ଧୁକ ଧରି ଅସମାଜିକ ଯୁବକଙ୍କର ଭିଡିଓ ନିଶା ଏବେ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଅସାମାଜିକ!-->…
Read More...
Read More...
ଖୁବ ଶୀଘ୍ର ବାହା ହେବେ ଅଙ୍କିତା
ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି କାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଛାଇ ରହୁଛନ୍ତି । ଚର୍ଚ୍ଚା ହେଉଛି ଯେ,ଅଙ୍କିତା ଖୁବ ଶୀଘ୍ର ପୁରୁଷ ବନ୍ଧୁ ବିକି ଜୈନଙ୍କୁ ବିବାହ କରିବେ । ଏହାରି ଭିତରେ ଅଙ୍କିତା କଷ୍ଟମାଇଜ ହୋଇଥିବା ଚପଲର ଏକ ଫଟୋ ସେୟାର କରିଛନ୍ତି । ଯାହା ତାଙ୍କ!-->…
Read More...
Read More...