ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category

Today’s Highlight

ନବୀନଙ୍କ ଫୋକସ୍‌ରେ ସତ୍ୟବାଦୀ, ଗୋପବନ୍ଧୁ

ଭୁବନେଶ୍ବର: ପୁରୀ ପରେ ସତ୍ୟବାଦୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ କ୍ୟାବିନେଟ ନୀତିର ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ତନାଘନା କରିଥିଲେ। ଓଡିଆ ଭାଷା ଓ ସଂସ୍କୃତିର
Read More...

ମୋଦୀ-ମମତା: ଗରମ ନୁହେଁ ନରମ ଆଲୋଚନା

ନୂଆଦିଲ୍ଲୀ: ବାତ୍ୟା 'ୟାସ୍' ପରେ ପ୍ରଧାନମନ୍ତ୍ରୀ ଯେବେ ପଶ୍ଚିମବଙ୍ଗ ଯାଇଥିଲେ, ସେବେ ଯେଉଁ ଅପ୍ରୀତିକର ଘଟଣା ଦେଶ ଦେଖିଥିଲା, ଆଜି ସେମିତି କିଛି ଘଟିନାହିଁ। ବରଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମମତା ବାନାର୍ଜୀ ନୂଆଦିଲ୍ଲୀ ଗସ୍ତରେ ଆସି ଆଜି ପ୍ରଧାନମନ୍ତ୍ରୀ
Read More...

ଆସନ୍ତା ମାସରୁ ପିଲାଙ୍କୁ ଟିକା!

ଆସନ୍ତା ମାସରୁ ଛୋଟ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ସଂକେତ ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ ଦେଶରେ ଅଗଷ୍ଟ ସୁଦ୍ଧା ପିଲାଙ୍କ ପାଇଁ ଟିକା ଆସିବାର ଆଶଙ୍କା ରହିଛି। ପୂର୍ବରୁ ବିଶେଷଜ୍ଞ ମାନେ ସେପଟେମ୍ବରରୁ ପିଲାଙ୍କୁ
Read More...

ମନ୍ତ୍ରୀଙ୍କର ବିବେକ ନାହିଁ, ବିଭାଗ ବି ବେପରୁଆ

ଗଣଶିକ୍ଷା ବିଭାଗର ବୈମାତୃକ ମନୋଭାବକୁ ନେଇ ଭୀଷଣ ଅସନ୍ତୋଷ ୫.୬୨ଲକ୍ଷ ଛାତ୍ରଛାତ୍ରୀ କଥା ବୁଝିଲେ, ଦୃଷ୍ଟି ଓ ଶ୍ରବଣ ବାଧିତଙ୍କୁ ଭୁଲିଗଲେଅନ୍ଧାରରେ ୯ଟି ବିଦ୍ୟାଳୟର ୧୩୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସାମାଜିକ ସୁରକ୍ଷା ବିଭାଗର ଅନୁଦାନ ପାଇ ମଧ୍ୟ ସତ୍ତା ଉପରେ ପ୍ରଶ୍ନ୧୯୮୦ ପରଠୁ ଓଡ଼ିଶାରେ
Read More...

ଚକ୍ ଦେ ଇଣ୍ଡିଆ…

ଟିମ ଇଣ୍ଡିଆର ଦମଦାର କମବ୍ୟାକ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ। ବିଜୟ ପଥରେ ଆଉ ପାଦେ ଆଗେଇଛି ଭାରତୀୟ ପୁରୁଷ ହକି ଦଳ। ସ୍ପେନକୁ ୩-୦ରେ ପରାସ୍ତ କରିଛି ଭାରତ । ସ୍ପେନକୁ ଗୋଟିଏ ବି ଗୋଲ କରିବାକୁ ସୁଯୋଗ ଦେଇନଥିଲା ଭାରତ । ଟୋକିଓ ଅଲମ୍ପିକ୍ସରେ
Read More...

ଖୋର୍ଦ୍ଧାରେ ସମସ୍ତେ ଟିକା ନେଲେ, ତଥାପି ସଂକ୍ରମଣ କମୁନି କାହିଁକି?

ଭୁବନେଶ୍ବର: ସ୍ୱାସ୍ଥ୍ୟବିଭାଗ ବ୍ୟାପକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ଓ ମୃତ୍ୟୁରେ ଅଙ୍କୁଶ ଲାଗିପାରୁନି । କଟକଣା ପରେ ବି ସଂକ୍ରମିତଙ୍କ ସଂଖ୍ୟା ସେପରି ଆଖଦୃଶିଆ ଭାବେ କମୁନଥିବା ବେଳେ ମୃତ୍ୟୁହାର ବି ଉଦବେଗଜନକ ରହିଛି। ଏହାଛଡା ଖୋର୍ଦ୍ଧାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୫୦୦
Read More...

କାଳିଆ ଦର୍ଶନ କେବେ?

ପୁରୀ: କରୋନା ପାଇଁ ବନ୍ଦ ରହିଛି କାଳିଆ ଦର୍ଶନ। ଭକ୍ତଙ୍କ ପାଇଁ ବନ୍ଦ ରହିଛି ଭଗବାନଙ୍କ ଦ୍ୱାର। କରୋନାର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବୃଦ୍ଧି ପରେ ଏପ୍ରିଲ ୨୪ ତାରିଖରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ପୁରୀ ଶ୍ରୀମନ୍ଦିର। ଏହାରି ଭିତରେ ଆସିଛି ଏକ ଭଲ ଖବର। ଶ୍ରମନ୍ଦିର ଖୁବ ଶୀଘ୍ର
Read More...

ଫନି ପରେ ନିଷ୍ପତ୍ତି ନେଇଥିଲି ,ମହାପ୍ରଭୁଙ୍କ ଧାମକୁ ଆଗରେ ରଖିବି: ନବୀନ

ଦେଶର ପ୍ରଥମ ସହର ଭାବରେ ପୁରୀରେ ଟ୍ୟାପରୁ ପିଇବା ପାଣି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀଓଡିଶାର ବିକାଶ ଷେତ୍ରରେ ନୂଆ ଉପଲଵ୍ଧି, ଅଢେଇ ଲକ୍ଷ ପୁରୀବାସୀ ଓ ଦୁଇ କୋଟି ପର୍ଯ୍ୟଟକ ଉପକୃତ ହେବେ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ: ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମଲଣ୍ଡନ,
Read More...

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

ବାଙ୍ଗାଲୁର: ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ତାହା ହିଁ ହେଲା। ସରକାର ଗଠନର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ବିଏସ୍ ୟେଦୁରପ୍ପା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଥିଲେ।:
Read More...

ଚାରି ନେତାଙ୍କ ହାତରେ କ୍ଷମତା, ତଥାପି ଦୋହଲୁଛି ସଂଗଠନ

ପୁରୀ ଜିଲ୍ଲାରେ ଧୀରେ ଧୀରେ ଦୁର୍ବଳ ହେଲାଣି ବିଜେଡିଚାରି ଆସନରେ ପ୍ରାର୍ଥୀ ବଦଳିବା ସମ୍ଭାବନା ଅଧିକ ରହିଛିବିଜେଡି ମୁଖପାତ୍ର ଲେନିନ୍ ରାଜନୀତିର ମୁଖ୍ୟଧାରାକୁ ଆସିପାରନ୍ତିପୁରୀ ଲୋକସଭା ଆସନରେ ପିନାକୀ ଲଢିବେ ନା ବଦଳିବେ?ରାଜ୍ୟ ଦୂରେ ଥାଉ ନିଜି ଜିଲ୍ଲାରେ ବି ପତିଆରା ନାହିଁଦଳୀୟ
Read More...