ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
Browsing Category

Today’s Highlight

ଅସଲ ବିରୋଧୀ କିଏ?

ବିଧାନସଭା ଶୀତ ଅଧିବେଶନ ଉପରେ ଆଖିଅଧାରେ ଅଟକିଲା ବିଜେପି ବିଧାୟକ ଦଳ ବୈଠକମଙ୍ଗଳବାର ଏକାଠି ବସିପାରନ୍ତି କଂଗ୍ରେସ ନେତା୧୩ ତାରିଖ ଦିନ ବିଜେଡି ବିଧାୟକ ଦଳ ବସିବେ ଭୁବନେଶ୍ୱର: ଯାଜପୁର ଜିଲ୍ଲାର ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା ମାମଲା ବିଧାନସଭାରେ ଉଠିବ । ପ୍ରଧାନମନ୍ତ୍ରୀ ଆବାସ…
Read More...

ଉର୍ମିଳା ବି କରୁଥିଲେ ସାଧନା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ଅାଶାରେ ୧୯୯୨ରୁ ଅନ୍ନ ସ୍ପର୍ଶ କରିନାହାନ୍ତି ଉର୍ମିଳା ଚତୁର୍ବେଦୀ । ସେ ରାମ ମନ୍ଦିର ନିର୍ମାଣ ଲାଗି ଅନନ୍ୟ ଉତ୍ସାହ ଦେଖାଇଛନ୍ତି । ୮୭ ବର୍ଷୀୟ ଏହି ମହିଳା ଜଣକ ଦୀର୍ଘ ୨୭ ବର୍ଷ ଧରି ଉପବାସ କରି ଆସୁଛନ୍ତି । ରାମ ମନ୍ଦିର ନିର୍ମାଣ ହେଲେ ସେ ଉପବାସ…
Read More...

ନିରଞ୍ଜନଙ୍କ ସପକ୍ଷରେ ଅଣ୍ଟା ଭିଡିଲେ ଜିତେନ୍ଦ୍ର

ପିସିସି ସଭାପତି ପରିବର୍ତନ ପ୍ରଶ୍ନ ଉଠୁନାହିଁବୟାନବାଜି କଲେ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଲେନିରଞ୍ଜନଙ୍କ ସପକ୍ଷବାଦୀ ଏକ ହୋଟେଲରେ ମେଳି କରିଛନ୍ତିପୂର୍ବରୁ ମୋକିମ୍‍ଙ୍କୁ ସଭାପତି କରିବାକୁ ଚାପ ସୃଷ୍ଟି ହୋଇଥିଲା ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦରେ ଥିବା ନିରଞ୍ଜନ…
Read More...

ଆଯୋଧ୍ୟା ରାୟରେ କୋଉଠି ରହିଗଲା ରହସ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଯୋଧ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ହେଲେ ୧୦୪୫ ପୃଷ୍ଠାର ବିଶାଳ ରାୟ କିଏ ଲେଖିଲେ ତା ଉପରୁ ସୁପ୍ରିମକୋର୍ଟ ପରଦା ହଟାଇନାହାନ୍ତି। ସାଧାରଣତଃ ଖଣ୍ତପୀଠ ତରଫରୁ ଯେଉଁ ବିଚାରପତି ରାୟ ଉଲ୍ଲେଖ କରିଥାନ୍ତି, ତାହା ଦର୍ଶାଯାଇଥାଏ।…
Read More...

ଆଯୋଧ୍ୟା ରାୟ ପରେ ଦେଶ ଉଦ୍ଦେଶ୍ୟରେ କଣ କହିଲେ ମୋଦୀ ଶୁଣନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ 1.ସାରା ବିଶ୍ୱ ଏହା ଗ୍ରହଣ କରିଥାଏ ଯେ ଭାରତ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ କିନ୍ତୁ ଆଜି ବିଶ୍ୱ ଏହା ମଧ୍ୟ ଜାଣିଲା ଯେ ଭାରତର ଗଣତନ୍ତ୍ର କେତେ ଜୀବନ୍ତ ଏବଂ ମଜବୁତ । 2.ଆଜି ରାୟ ପ୍ରକାଶ ପାଇବା ପରେ,ଯେପରି ଭାବେ ପ୍ରତ୍ୟେକ…
Read More...

ବଡ଼ ବିବାଦର ବଡ଼ ରାୟ

ଅଯୋଧ୍ୟା ବିବାଦର ସମାଧାନ ରାସ୍ତା କାଢିଲେ କୋର୍ଟବିଚାରପତି ଗୋଗଇ ଓ ଚାରି ବିଚାରପତି ସହମତ୧୦୪୫ ପୃଷ୍ଠାର ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତରାମଲୀଲାଙ୍କୁ ମିଳିବ ବିବାଦୀୟ ୨.୭୭ ଏକର ଜମି୩ ମାସ ମଧ୍ୟରେ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିବେସୁନି ଵାକଫ୍‍ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି…
Read More...

ନିଆରା ନବୀନ: ବାପାଙ୍କ ସମାଧି ବି ଭାଙ୍ଗିବାକୁ କହିଲେ

ଭୁବନେଶ୍ବର: େଗାଟିଏ ସମୟରେ ନିଜର ପୈତୃକ ସଂପତ୍ତି କଟକର ଆନନ୍ଦଭବନକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର। ଏହାକୁ ଏବେ ସଂଗ୍ରହାଳୟ କରାଯାଇଛି। ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ନିଜେ ଶାସନରେ ରହି ନିଜ…
Read More...

୫ଟିକୁ ଲୋକପ୍ରିୟ କରିବାକୁ ଠିକା ନେଲା ବିଜେପି!

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଜି ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ପୂର୍ବତନ ପ୍ରଶାସକ ତଥା ଭୁବନେଶ୍ୱର ଲୋକସଭା ଆସନର ବିଜେଡି…
Read More...

ମାଡ଼ିଆସୁଛି ଭୀଷଣ ବାତ୍ୟା ‘ମହା’

ନୂଆଦିଲ୍ଲୀ: ବଡ଼ ଧରଣର ବାତ୍ୟା ମାଡି ଆସୁଛି। ୩୧ ତାରିଖ ପରେ ଏହା ଭୀଷଣ ରୂପ ଧାରଣ କରିବ। ନଭେମ୍ବର ୪ ତାରିଖ ଯାଏ ଘାଣ୍ଟିଦେବ ସମୁଦାୟ ଅଞ୍ଚଳ। ପାଣିପାଗ ବିଜ୍ଞାନୀମାନେ ଏହାର ନାମକରଣ କରିଛନ୍ତି। ‘ମହା’ ଏବେ ଘଣ୍ଟାପ୍ରତି ୨୫ କିେଲାମିଟର ବେଗରେ ଆଗକୁ ମାଡୁଛି। ତେବେ ଏହା ବଙ୍ଗୋପସାଗରରେ…
Read More...

ବର୍ଷା ଗଲା, ମାଡି଼ ଆସୁଛି ଶୀତ

ଭୁବନେଶ୍ୱର: ମୌସୁମୀ ପ୍ରତ୍ୟାବର୍ତନ ପରେ ବର୍ଷା ଏମିତି ହେଲା ଯେ ସମଗ୍ର ରାଜ୍ୟକୁ ଭିଜେଇ ଦେଲା । ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଲେ । ପାଖାପାଖି ୪ ହଜାର ଗାଁରେ ନିଜର ଉପସ୍ଥିତି ବେଶ୍‍ ଛାଡିଯାଇଛି । ପାଖାପାଖି ୬ଜଣଙ୍କର ମୃତ୍ୟୁ ହୋଇଛି । ଲଘୁଚାପ ଇତିମଧ୍ୟରେ ଦୁର୍ବଳ ହୋଇଯାଇଛି…
Read More...