ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି
Browsing Category

TOP STORIES

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଭୁବନେଶ୍ବର: ଅର୍ଥନୈତିକ ଭାବେ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱାସନ ମୂଳକ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଏବଂ ଅନ୍ୟ ରାଜ୍ୟ ସରକାରୀ ଆବାସ ଯୋଜନା ଅଧୀନରେ ଘର କିଣୁଥିବା ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ…
Read More...

ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା

ନ୍ୟୁଜ୍ ବ୍ୟୁରୋ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଭାରତୀୟ ଟଙ୍କା ପୁଣି ଚାପରେ ପଡ଼ିଛି। ଆମେରିକୀୟ ଡଲାର ଆହୁରି ଶକ୍ତିଶାଳୀ ହେବା ସହ ବିଦେଶୀ ମୁଦ୍ରା ବଜାରରେ ଡଲାରର ଚାହିଦା ବଢ଼ିଥିବାରୁ ଟଙ୍କାର ମୂଲ୍ୟରେ ଲକ୍ଷଣୀୟ…
Read More...

ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ

ପଶ୍ଚିବମଙ୍ଗ: ଜାଲ ଦସ୍ତଖତ ମାମଲାରେ ପଶ୍ଚିମବଙ୍ଗର ରାଜନୀତି ଆହୁରି ସରଗରମ ହୋଇଛି। ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଲିଘାଟସ୍ଥିତ ବାସଭବନରେ ସିଆଇଡି ଚଢ଼ାଉ କରିଥିବା ବେଳେ ୩୦ବି ହରିଶ ଚାଟାର୍ଜୀ ଷ୍ଟ୍ରିଟ୍‌ରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ…
Read More...

‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀ ଦୀଘାର ଜଗନ୍ନାଥ ମନ୍ଦିରର ନାମକରଣ ବିବାଦ ମଧ୍ୟରେ ଏକ ନୂଆ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ “ଦୀଘା ଜଗନ୍ନାଥ ଧାମ” ନାମରୁ “ଧାମ” ଶବ୍ଦ ହଟାଯାଇ ଏହାକୁ “ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର” ଭାବେ ନାମକରଣ କରାଯିବ। ଏହି ବିବାଦ…
Read More...

ମିଶନ ଶକ୍ତି ମହିଳାଙ୍କୁ ମିଳିବ ଆଇଆଇଟିର ଟେକ୍ନୋଲୋଜି ଟ୍ରେନିଂ

ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ମିଶନ ଶକ୍ତି ମହିଳାଙ୍କୁ ଟେକ୍ନୋଲୋଜି ଏବଂ ନବସୃଜନ…
Read More...

ଆଇଟିଡିଏ ଯନ୍ତ୍ରୀଙ୍କ ଘରୁ ମିଳିଲା ୧ କିଲୋରୁ ଊର୍ଦ୍ଧ୍ବ ସୁନା

ବାଲିଗୁଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସମ୍ପତ୍ତି ତଦନ୍ତରେ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଘର ଓ ବ୍ୟାଙ୍କ ଲକରରୁ ମୋଟ ୧.୨୫୫ କିଲୋଗ୍ରାମ ସୁନା…
Read More...

ବିଜେଡିକୁ ଆସିବେ ସୁଜାତା ପାଣ୍ଡିଆନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)କୁ ସୁଜାତା ଆର୍. ପାଣ୍ଡିଆନଙ୍କ ସମ୍ଭାବ୍ୟ ଯୋଗଦାନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ସୋମବାର ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ଯେ ସୁଜାତାଙ୍କ ଦଳରେ ଯୋଗଦାନ ପ୍ରାୟ ନିଶ୍ଚିତ ଏବଂ ଦଳ ତାଙ୍କୁ ଖୋଲା ମନରେ ସ୍ୱାଗତ କରିବାକୁ…
Read More...

୨୩୦ ଦିନ ଖୋଲା ରହିବ ସ୍କୁଲ୍

ବର୍ଷକୁ ୧୦ ଦିନ ‘ବସ୍ତାନି ବିହୀନ ଦିବସ ପାଠ୍ୟଭାର କମାଇବାକୁ ନୂଆ ସମୟ ସାରଣୀ; ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସପ୍ତାହକୁ ୪୨ ପିରିୟଡ୍ ପାଠପଢ଼ା ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି-୨୦୨୦)କୁ ସ୍କୁଲ୍ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ…
Read More...

ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ, କବି, ନାଟ୍ୟକାର ଓ ଔପନ୍ୟାସିକ ଜଗନ୍ନାଥ ପ୍ରସାଦ ଦାସଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ…
Read More...

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କରି କେରଳ ଛୁଇଁଛି। ପାଣିପାଗ ବିଭାଗ (ଆଇଏମଡି) ଏହାର ସରକାରୀ ଘୋଷଣା କରି କହିଛି ଯେ, ମୌସୁମୀର ଅଗ୍ରଗତି ପାଇଁ ପରିସ୍ଥିତି ଅନୁକୂଳ ରହିଛି ଏବଂ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ଏହା କର୍ଣ୍ଣାଟକ ଉପକୂଳ ଦେଇ ଗୋଆ…
Read More...