Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ
Browsing Category
Uncategorized
ସୁନ୍ଦରଗଡରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ ୫-ଟି ସଚିବ
ଭୁବନେଶ୍ୱର: ସୁନ୍ଦରଗଡ଼ରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଦିନ ତମାମ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସକାଳୁ ସଞ୍ଜ ଯାଏ ବିଶ୍ରାମ ନନେଇ ଗୋଟିଏ ବ୍ଲକରୁ ଆଉ ଗୋଟିଏ ବ୍ଲକ ବୁଲିବୁଲି ସମସ୍ୟା ଶୁଣିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ଗୁରୁଣ୍ଡିଆ!-->…
Read More...
Read More...
ଓୟୋ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ
ଗୁରୁଗ୍ରାମ; ଓୟୋ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ଗୁରୁଗ୍ରାମର ସେକ୍ଟର ୫୪ର ୨୦ ମହଲାରୁ ଖସିପଡିଥିଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ମଧ୍ୟ କରିଛି। ଘଟଣାସ୍ଥଳରେ ପହଞ୍ଚି!-->…
Read More...
Read More...
ପୁରୀରେ ପୁଣି ଅଗ୍ନିକାଣ୍ଡ, ନୀଳାଦ୍ରି କମ୍ପ୍ଲେକ୍ସରେ ନିଆଁ
ପୁରୀ: ପୁରୀରେ ପୁଣି ଥରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଭୁଲି ନଥିଲା ବେଳେ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍ ସୋ’ରୁମ୍ରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ!-->…
Read More...
Read More...
ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଉରକେଲା: ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୧୦ ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ଓ ସୁଇମିଂ ପୁଲ କମ୍ପ୍ଲେକ୍ସ ଓ ୧୮୦ଟି କାର ପାର୍କିଂ ବିଶିଷ୍ଟ ମଲଟି ଲେବୁଲ କାର ପାର୍କିଂର ଲୋକାର୍ପଣ!-->…
Read More...
Read More...
ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ’ସୋଆ’
ଭୁବନେଶ୍ୱର , ୯/ ୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ । ତେଣୁ ମହିଳାଙ୍କ ପ୍ରଗତିକୁ!-->…
Read More...
Read More...
କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଥିବା ସୂଚନା । ରାଜସ୍ୱ, ପଂଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ସୂଚନା । ସହକାରୀ ସମବାୟ ନିବନ୍ଧକ କ୍ୟାଡର!-->…
Read More...
Read More...
ଆସନ୍ତା କାଲିଠାରୁ ମାଟ୍ରିକ ପରୀକ୍ଷା
କଟକ; ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ୩ ହଜାର ୨୧୮ କେନ୍ଦ୍ରରେ ୫ଲକ୍ଷ ୪୧ ହଜାର ୨୪୭ ଶିକ୍ଷାର୍ଥୀ ଦେବେ ପରୀକ୍ଷା । ପ୍ରଥମ ଦିନରେ ଘଣ୍ଟାଏ ଆଗରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ମୋଟ ୩୧୬ ନୋଡ଼ାଲ ସେଣ୍ଟରରେ ପହଞ୍ଚି!-->…
Read More...
Read More...
ସାର୍ ଗଙ୍ଗାରାମ ମେଡିକାଲରେ ସୋନିଆ
ନୂଆଦିଲ୍ଲୀ: ଜ୍ବରରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ‘ସାର୍ ଗଙ୍ଗା ରାମ୍ ହସ୍ପିଟାଲ୍’ରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏବେ ୭୬ ବର୍ଷୀୟ ସୋନିଆ ଗାନ୍ଧୀ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ଅଛନ୍ତି ଓ ତାଙ୍କର ପରୀକ୍ଷାନିରୀକ୍ଷା ଚାଲିଛି। ସମ୍ପ୍ରତି!-->…
Read More...
Read More...
ରାଜସ୍ଥାନର ମହିଳାମାନଙ୍କ ପାଇଁ ଅଧା ହେବ ବସ୍ ଭଡା
ରାଜସ୍ଥାନ; ରାଜସ୍ଥାନ ସରକାର ଆସନ୍ତା ମାସ ଅର୍ଥାତ ଏପ୍ରିଲ ୧ରୁ ମହିଳାଙ୍କ ପାଇଁ ବସ୍ ଭଡ଼ା ଅଧା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନର ସମସ୍ତ ସରକାରୀ ବସରେ ଯାତ୍ରା କରୁଥିବା ମହିଳା, ଧାର୍ଯ୍ୟ ବସ ଭଡ଼ାର ଅଧା ଭଡ଼ା ଦେଇ ଯାତ୍ରା କରିପାରିବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ!-->…
Read More...
Read More...
ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ
ଭୁବନେଶ୍ବର: ଗତ ରାତି ୧୧ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ସେ ଲିଭର ସିରୋସିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ଲିଭର ପ୍ରତିରୋପଣ ଆଶାରେ!-->…
Read More...
Read More...