ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category

Uncategorized

୧୧ ଥର ଟିକା ନେଇ ଗିରଫ ହେବେ

ଭୁଲ ତରିକାରେ ୧୧ ଥର ଟିକା ନେଇଥିଲେ । ଆଉ ଏବେ ଗିରଫ ହୋଇପାରନ୍ତି ବିହାର ମଧେପୁର ଜିଲ୍ଲାର ୮୪ ବର୍ଷୀୟ ବୃଦ୍ଧ ବ୍ରହ୍ମାଦେବ ମଣ୍ଡଳ । ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ପୁରେନୀ ଥାନାରେ ମାମଲା ରୁଜୁ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୃଷ୍ଣ ପ୍ରସାଦଙ୍କ ଅଭିଯୋଗ ପରେ
Read More...

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ବଡ ଖବର

ପ୍ରକାଶ ପାଇଲା ହ୍ବାଟ୍ସଆପ୍‌ର ଆଇଟି ନିୟମ 2021ଭାରତରେ କେବଳ ୧୭.୫ ଆକାଉଣ୍ଟକୁ ବନ୍ଦ କରିଛି ହ୍ବାଟ୍ସଆପ୍‌ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନି ନେଇଛି ଏହି ପଦକ୍ଷେପ ନୂଆଦିଲ୍ଲୀ: ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଜାଣିରଖିବା ଉଚିତ୍ ଯେ ବିଶ୍ବର ଅନ୍ୟତମ ଲୋକପ୍ରିୟ
Read More...

ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ କ’ଣ? ସାମନାକୁ ଆସିଲା ବଡ଼ ସୂଚନା

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପୂରା ଦେଶକୁ ଦୋହଲାଇଦେଇଥିଲା। ହେଲିକପ୍ଟର ଦୁର୍ଘଟଣା କେମିତି ହେଲା, ଏହାକୁ ନେଇ କେବଳ ଭାରତ ନୁହେଁ ପୁରା ବିଶ୍ୱରେ ଚର୍ଚ୍ଚାରେ ଆରମ୍ଭ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ଗଠିତ ହୋଇଥିବା କୋର୍ଟ ଅଫ ଇନକ୍ୱାରି
Read More...

ପଣ୍ତିତ ଜଣାଇଲେଣି କେମିତି ରହିବ ଭାରତ, ଓଡ଼ିଶା ଏବଂ ସରକାରଙ୍କ ପାଇଁ ୨୦୨୨?

ଶନିବାର ପ୍ରବେଶ କଲା ନୂଆବର୍ଷ, ମୋଦୀ, ନବୀନଙ୍କ ପାଇଁ ଭଲ ନାହିଁଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତି କୌଣସି ବିପଦର ସମ୍ଭାବନା ନାହିଁମାର୍ଚ୍ଚ ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇପାରେ, ଘାତକ ହେବନି ଓମିକ୍ରନ୍ ଭୁବନେଶ୍ବର: କେମିତି ରହିବ ୨୦୨୨? ନୂଆବର୍ଷ କେତେ ଶୁଭ
Read More...

ଶୋକସଭାରେ ବସିଥିଲେ, କିଛି କ୍ଷଣ ପରେ ତାଙ୍କ ପାଇଁ ଶୋକରେ ରାଜ୍ୟ

ହୃଦଘାତରେ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକଶୁକ୍ରବାର ଅନ୍ତ୍ୟେଷ୍ଟି, ବିଜୁ ଜନତା ଦଳକୁ ଶକ୍ତ ଧକକାଅଢେଇ ବର୍ଷ ଭିତରେ ଚାରି ବିଧାୟକ ପ୍ରାଣ ହରାଇଲେଣିଜଣେ ବିଜେପିର, ଅନ୍ୟ ତିନି ଜଣ ବିଜେଡି ବିଧାୟକ ଭୁବନେଶ୍ବର: ଦିନ ସାରା ବ୍ରଜରାଜନଗରରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
Read More...

ଶେଷରେ କେନ୍ଦ୍ରୀୟ ପ୍ରତିନିଧି ନୂଆ କଥାଟେ କହି ଫେରିଲେ

ଭୁବନେଶ୍ବର: ବାତ୍ୟା ଜଓ୍ବାଦ ଜନିତ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିବା ପାଇଁ ରିଲିଫ କୋଡ଼ରେ ସଂଶୋଧନର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ। ରିଲିଫ କୋଡ଼ ସଂଶୋଧନ କରିବାକୁ
Read More...

ଆଜି ଗଞ୍ଜାମରେ ନେତାଙ୍କ ସହିତ ଖାଇବେ ନବୀନ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି। ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଠାରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବାଣ୍ଟିବେ। ନିଜ ଜିଲ୍ଲା ପାଇଁ ୨୨୦୦ କୋଟି ଟଙ୍କାର ପ୍ରକଳ୍ପ ଧରି ଯାଉଛନ୍ତି ମୁଖ୍ୟମନ୍ତ୍ରୀ। କିଛି
Read More...

ରାଓ୍ବତଙ୍କ ଶେଷକୃତ୍ୟ ଆଜି

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେବେ ସିଡିଏସ ଜେନେରାଲ ବିପିନ ରାୱତ ଓ ପତ୍ନୀ ମଧୁଲିକା। ଦିଲ୍ଲୀ ପାଲମ ବିମାନବନ୍ଦରରେ ମରଶରୀର ପହଞ୍ଚିବା ପରେ କାମରାଜ ମାର୍ଗ ସ୍ଥିତ ବାସଭବନକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଛି। ସକାଳ ୧୧ରୁ ସାଧାରଣ ଜନତା ରାୱତ ଦମ୍ପତ୍ତିଙ୍କ ଶେଷ ଦର୍ଶନ ସହ
Read More...

କିଏ ନେବେ ସିଡ଼ିଏସ୍ ରାଓ୍ବତଙ୍କ ସ୍ଥାନ

ନୂଆଦିଲ୍ଲୀ : ବିପିନ ରାଵତଙ୍କର ଶୁକ୍ରବାର ଅନ୍ତିମ ସଂସ୍କାର କରାଯିବ। ଏଥିସହିତ ପରବର୍ତ୍ତୀ ସିଡିଏସ୍ କିଏ ହେବେ, ତାକୁ ନେଇ ସବୁ ମହଲରେ ଉତ୍କଣ୍ଠ ବୃଦ୍ଧି ପାଇଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏନେଇ ଆଲୋଚନା
Read More...

ଅଧୁରା ରହିଗଲା ଅନେକ ଇଛା…

ନୂଆଦିଲ୍ଲୀ: ବୀର ସନ୍ତାନ ବିପିନ ରାୱତଙ୍କୁ ହରାଇବା ପରେ ଉ ରାଖଣ୍ଡର ପୌଢି ଜିଲ୍ଲାର ସୈଣା ଗାଁ ସ୍ତବ୍ଧ ହୋଇଯାଇଛି। ଗାଁରେ ଶୋକାକୂଳ ପରିବେଶ।କାଣ୍ଡାଖାଲ ସହରଠୁ କିଛି ଦୂରରେ ସିଡିଏସ ବିପିନ ରାୱତଙ୍କ ଗାଁ ସୈଣା। କାଣ୍ଡାଖାଲରେ ରହନ୍ତି କେବଳ ବିପିନ ରାୱତଙ୍କ କକା ଭରତ ସିଂହ ରାୱତ ଓତାଙ୍କ
Read More...