ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category

Uncategorized

ଆଜି ଦିଲ୍ଲୀ ଆସିବ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ମୃତହେଦ ଆଜି ଦିଲ୍ଲୀ ଅଣାଯିବ। ତାଙ୍କ ପତ୍ନୀ ମଧୁଲିକାଙ୍କ ମୃତଦେହ ବି ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ। ଉଭୟଙ୍କ ପାର୍ଥିବ ଶରୀରରକୁ ବିମାନବନ୍ଦରରୁ ବାସଭବନ ନିଆଯିବ।
Read More...

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ। ୬୭ ବର୍ଷରେ ଆଖିବୁଜିଛନ୍ତି ଏହି ଲୋକପ୍ରିୟ ସାମ୍ବାଦିକ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ।ଦିଲ୍ଲୀର ଏକ ହସ୍ପିଟାଲର ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ବିନୋଦଙ୍କ ଝିଅ ମଲ୍ଲିକା ଦୁଆ ଏନେଇ ସୋସିଆଲ ମିଡିଆରେ
Read More...

ବିମାନକୁ ଠେଲି ଠେଲି ନେଲେ ଯାତ୍ରୀ

କାଠମୁଣ୍ଡା: ଆପଣ କେବେ ବାଇକ କିମ୍ବା କାର୍‌କୁ କେହି ଧକ୍କା ମାରି ନେଉଥିବାର ଦୃଶ୍ୟ ଦେଖିଥବେ। କିନ୍ତୁ କେବେ ଦେଖିଛନ୍ତି କି ବିମାନକୁ ଠେଲି ଠେଲି ନେଉଥିବାର ଦୃଶ୍ୟ। ହେଲେ ନେପାଳ ବିମାନବନ୍ଦରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ
Read More...

ପରାଗ ଅଗ୍ରୱାଲ କିଏ?

ନୂଆଦିଲ୍ଲୀ: ଟ୍ୱିଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଜ୍ୟାକ ଡୋର୍ସିଙ୍କ ଜାଗାରେ ନିଯୁକ୍ତ ହୋଇଛନ୍ତି ପରାଗ ଅଗ୍ରୱାଲ। ଭାରତୀୟ ବଂଶୋଭାବ ହେଉଛନ୍ତି ପରାଗ ଅଗ୍ରୱାଲ। ଡୋର୍ସି ତୁରନ୍ତ ପରାଗ ଅଗ୍ରୱାଲଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଟ୍ୱିଟରର ସିଇଓ ଭାବରେ ସେ ନିଜର ଦାୟିତ୍ୱ ଠିକ
Read More...

ରାଜ୍ୟକୁ ଶୀତ ଫେରିଲା, ଥରୁଛି ଦାରିଙ୍ଗିବାଡି

କନ୍ଧମାଳ: ପାଖାପାଖି ଦୁଇ ସପ୍ତାହ ଧରି ଶୀତ ଉଭାନ ହୋଇଯାଇଥିଲା। ଲାଗୁଥିଲା ଯେମିତି ଶୀତ ଏବର୍ଷ ଆସିବ ନାହିଁ। ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଛି। ଶୀତରେ ଥରୁଛି ଦାରିଙ୍ଗିବାଡି। ଏଥିସହିତ ସମଗ୍ର ରାଜ୍ୟର ତାପମାତ୍ରା କମିଛି। କନ୍ଧମାଳରେ ୯ ଡିଗ୍ରି ସେଲସିୟସକୁ ପାରଦ ଖସିଆସିଥିବା
Read More...

ଚର୍ଚ୍ଚାକୁ ଆସିଲା ଓଡ଼ିଆ ବୋହୁଙ୍କ ଓଡ଼ିଶା ପ୍ରୀତି

ଉଷା ପାଢୀଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆଙ୍କ ପ୍ରଶଂସାଉଷା ଏବେ ଏହି ମନ୍ତ୍ରାଳୟରେ ଯୁଗ୍ମ ସଚିବ ଅଛନ୍ତି, ଉଡ଼ାନ୍ ଦାୟିତ୍ବରେ ବି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ସଫଳତା ପଛରେ ବି ରହିଛି ଉଷାଙ୍କ ହାତଝାରସୁଗୁଡା ବିମାନବନ୍ଦର ହେଲା, ଉତକେଲା, ଜୟପୁର ପାଇଁ
Read More...

ବିଷ ବଳୟରୁ କେବେ ମୁକୁଳିବ ଦିଲ୍ଲୀ? ଆଜି ବୈଠକ

ନୂଆଦିଲ୍ଲୀ: ଗୋଟେ ପଟେ ଦିଲ୍ଲୀରେ ପାରଦ ଖସିବାରେ ଲାଗିଛି। ଅନ୍ୟ ପଟେ ପ୍ରଦୂଷଣ ପାଇଁ ବାୟୂର ଗୁଣବତ୍ତା ବହୁତ ଖରାପ ସ୍ତରରେ ରହିଛି। ଏଭଳି ସ୍ଥିତିରେ ପ୍ରଦୂଷଣର ମୁକାବିଲା କରିବାକୁ ଦିଲ୍ଲୀ ସରକାର ବହୁତ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଯାଏ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଦିଲ୍ଲୀରେ
Read More...

ରାସ୍ତା ଉପରେ ଉଡିଲା ପୁଳାପୁଳା ଟଙ୍କା

ବିଚ୍ ରାସ୍ତାରେ ଉଡିଲା ପୁଳା ପୁଳା ଟଙ୍କା। ଏତେ ପରିମାଣର ଟଙ୍କା ରାସ୍ତା ଉପରେ ଉଡୁଥିବାର ଦେଖି ଲୋକମାନେ ଗାଡି ଅଟକାଇ ଟଙ୍କା ଗୋଟାଇବାକୁ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କଥାଟି ଅଜବ ଲାଗୁଥିଲେ ବି ସତ। ଆମେରିକାର ଦକ୍ଷିଣ
Read More...

ଆନ୍ଧ୍ରରେ ଭୀଷଣ ବନ୍ୟା; ୨୫ ମୃତ, ବହୁ ନିଖୋଜ

ହାଇଦ୍ରାବାଦ: ଆନ୍ଧ୍ରରେ ବନ୍ୟା ସ୍ଥିତି ଉଦବେଗଜନକ। ବର୍ଷା ଓ ବନ୍ୟାରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଏବେ ବି ନିଖୋଜ ଅଛନ୍ତି। ୧୭ଟି ଏନଡିଆରଏଫ ଓ ଏସଡିଆରଏଫ ରୟାଲସିମା ଅଂଚଳର ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ତଥା ଦକ୍ଷିଣ ଉପକୂଳ ଆନ୍ଧ୍ରର ଏସପିଏସ ନେଲୋରରେ ଉଦ୍ଧାର ଓ
Read More...

ନୌସେନାର ତାକତ ବଢିଲା

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରୁ ଶତ୍ରୁକୁ ଦିଆଯିବ କଡା ଜବାବ। ସମୂଦ୍ରକୁ ଓହ୍ଲାଇବ ନୂଆ ରକ୍ଷକ। ବ୍ରହ୍ମାସ୍ତ୍ର ଓ ବାରାକ ପରି ମାରାତ୍ମକ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଥିବା ‘ଆଇଏନଏସ ବିଶାଖାପଟନମ୍‌’ ନୌସେନା ଦିବସ ପୂର୍ବରୁ ଆଜି ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ପ୍ରତିରକ୍ଷା
Read More...