ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଦରମା ବଢିଲେ ‘ମୋ ବସ’ ଗଡ଼ିବ

ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟରେ 'ମୋ ବସ' ଗଡିବା ନେଇ ଘୋଷଣା ହୋଇଥିଲା। କିନ୍ତୁ ଆଜି ଭୁବନେଶ୍ୱରରେ ଗଡିବନି । ଦରମା ବୃଦ୍ଧି ପାଇଁ 'ମୋ ବସ' ଡ୍ରାଇଭର ସମେତ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଥିବାରୁ ବସ ଚଳାବଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଡିପୋରୁ ୧୨୮ 'ମୋ ବସ' ଗଡୁନି। ଆନ୍ଦୋଳନ
Read More...

ସୁନାଝିଅ ସିନ୍ଧୁ

ଟୋକିଓରୁ ଭାରତ ପାଇଁ ଭଲ ଖବର । ଭାରତୀୟ ପଦକ ତାଲିକାରେ ଯୋଡିହେଲା ଆଉ ଏକ ପଦକ । ବ୍ୟାଡମି ନ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଆଣିଛନ୍ତି ସଟଲର ପିଭି ସିନ୍ଧୁ । ଚୀନର ବିଙ୍ଗ ଜିଆଉଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ସିନ୍ଧୁ । ସିନ୍ଧୁଙ୍କ ଏହି ବିଜୟରେ ଭାରତରେ ଖୁସିର ମାହୋଲ
Read More...

ବାପା ଉପରେ ରାଗ, ବଳି ପଡିଲା ପୁଅ!

ଶତ୍ରୁତାରୁ ଶିଶୁକୁ ହତ୍ୟା କରିବାକୁ ପଛାଇନାହିଁ ଅଭିଯୁକ୍ତ । ଆଉ ଶିଶୁକୁ ହତ୍ୟା କରିବା ପରେ ହାରମନିୟରେ ଲୁଚାଇବାକୁ ଫୋପାଡି ଦେବାକୁ ଯୋଜନା କରିଥିଲା । କିନ୍ତୁ ଏହା ପୂର୍ବରୁ ଧରାପଡିଯାଇଛି ସତ । ମାଲକାନଗିରି ଏମଭି ୧୯ରୁ ଆସିଛି ଏଭଳି ସାଂଘାତିକ ଖବର । ଏମଭି ୧୯ ଗାଁର ହାରାଧନ ମଣ୍ଡଳଙ୍କ
Read More...

ଦିଲ୍ଲୀରେ ପହଞ୍ଚିଲା କେନ୍ଦ୍ରାପଡା ରସାବଳୀ କଥା

ଭୁବନେଶ୍ବର: ରସାବଳୀ ଓଡିଶାର। ବଳଦେବୀଜୀଉଙ୍କ ମୁଖ୍ୟ ପ୍ରସାଦ ହେଉଛି ରସାବଳୀ । ତେଣୁ ରସାବଳୀଜୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ। ତିନି ସାଂସଦ ସୁବାସ ସିଂ, ମୁନ୍ନା ଖା୍ଁ, ଏବଂ ମମତା ମହନ୍ତ ଆଜି ଦିଲ୍ଲୀରେ
Read More...

କେବେ ପୂର୍ବତନ ଡିଜି, ମୁଖ୍ୟସଚିବ ତ ଆଉ କେବେ ପୂର୍ବତନ ଜିଲ୍ଲାପାଳ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଅଫିସ କେଳେଙ୍କାରୀ-୨ ଭୁବନେଶ୍ବର: ପ୍ରାରମ୍ଭିକ ଆକଳନ କରି ରାଜ୍ୟ ଭିଜିଲାନ୍ସ ଟିମ୍ ଯେଉଁ ତଥ୍ୟ ପାଇଛନ୍ତି, ତାହା ଦର୍ଶାଉଛି ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍ ବା ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ ନିଜ ରୋଜଗାର ଠାରୁ ପ୍ରାୟ
Read More...

ସଂକ୍ରମଣ ହାର ୨% ତଳକୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ କରାଯାଇଥିବା କେବଳ କଟକ, ପୁରୀ,ଖୋର୍ଦ୍ଧା ଉପରେ ସରକାର ନଜର ରଖିଛନ୍ତି। କାରଣ ଏହି ୩ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିିଁ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୩ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ
Read More...

ସରକାରୀ ବାବୁମାନେ ସବୁ ଆଇନକୁ ଦଳିଚକଟି ଦେବେ କି?

କୋଭିଡ୍ ଗାଇଡ୍ ଲାଇନରେ ବିଚିତ୍ର ବ୍ୟବସ୍ଥା, ଏଣେ ରାତ୍ରିକାଳୀନ କର୍ଫ୍ୟୁ, ସେଣେ ଯାତ୍ରାକୁ ଅନୁମତିଯାତ୍ରା, ଫିଲ୍ମ ହଲରେ ଶତାଧିକ ବସିପାରିବେ: ରାଜନୈତିକ, ସାମାଜିକ ସଭା ପାଇଁ କିନ୍ତୁ ନିର୍ଦିଷ୍ଟ କଟକଣା ପ୍ରଶାସନ କଟକଣା ଜାରି କରିବା ବେଳେ ଦେଖାଉଥିବା ତତ୍ପରତା ଲୋକ ଭାଙ୍ଗିବା ବେଳେ
Read More...

ଡଃ ମହାପାତ୍ରଙ୍କ ବହି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସ୍ୱର୍ଗତ ମହାପାତ୍ରଙ୍କ ସପରିବାର ଉପସ୍ଥିତିରେ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟଗଳ୍ପ’ ପୁସ୍ତକ ଉନ୍ମୋଚନ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ବେଳେ ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଉନ୍ମୋଚନ କରି କୃତଜ୍ଞ କୋଭିଡ୍ ସମୟରେ
Read More...

ବିନା ପରୀକ୍ଷାରେ ରେକର୍ଡ ପାସହାର

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସ ହାର ରହିଛି ୯୫.୧୫% । ୯୪ ହଜାର୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୮୯ ହଜାର୯୫୧ ଜଣ । ୫୦ ହଜାର ୧୯୮ ଜଣ ଛାତ୍ର ପାସ କରିଥିବା ବେଳେ ୩୯
Read More...