କୁହୁଡି ଆସ୍ତରଣରେ ଅଧା ଓଡ଼ିଶା
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଘନ କୁହୁଡି ଦେଖିବାକୁ ମିଳିଛି। ଅଧା ଓଡ଼ିଶାରେ ଏଭଳି ଚିତ୍ର ରହିଛି। ବିଶେଷକରି ପାରାଦୀପ, କଟକ, ଚାନ୍ଦବାଲି ଅଞ୍ଚଳରେ ମୁହଁକୁ ମୁହଁ ଦେଖାଯାଇନାହିଁ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଚାନ୍ଦବାଲିରେ ଅତି ଘନକୁହୁଡି ପରିଲକ୍ଷିତ ହୋଇଛି।!-->…
Read More...
Read More...