ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ରାଉରକେଲାରେ ଭତ୍ତା ଟଙ୍କା ଲୁଟ, କୋଣାର୍କରେ ଆଇଆଇସିଙ୍କୁ ସେଲ୍‍ଫି ମହଙ୍ଗା

ଭୁବନେଶ୍ୱର:ରାଉରକେଲା କୁଆଁରମୁଣ୍ଡା ପଞ୍ଚାୟତ ଆଗରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ପାଖାପାଖି ୧୧ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ୩ ଟି ବାଇକରେ ୪ ଜଣ ଜଣ ଦୁର୍ବୃତ୍ତ ଆସି ସକାଳ ୭ଟା ୪୫ ମିନିଟରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଭତ୍ତା ଟଙ୍କା ନେଇ ଯାଉଥିବା ବେଳେ…
Read More...

ତିନି ଆଡୁ ଘେରିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବାବୁ

ଜିଲ୍ଲାପାଳଙ୍କୁ ନୋଟିସ, ସିଡିଏମ୍‍ଓ ନିଲମ୍ୱିତଏବେ ଧରାପଡିଲା ଜିଲ୍ଲାସ୍ତରୀୟ ସ୍ଥାଣୁତାପଶ୍ଚିମ, କେନ୍ଦ୍ର ଓ ଉପକୂଳ ଓଡ଼ିଶାରେ କମ୍ପନ ଭୁବନେଶ୍ୱର: ସାଙ୍ଗରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିସନ ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତଙ୍କୁ ଧରି ସୁନ୍ଦରଗଡ…
Read More...

ଘାରିଲାଣି ପାଣ୍ଡିଆନ୍‍ ଭୟ

ଭୁବନେଶ୍ୱର:୯ତାରିଖରୁ ଜିଲ୍ଲା ଗସ୍ତରେ ବାହାରିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କାର୍ତ୍ତିିକେୟନ ପାଣ୍ଡିଆନ୍‍ଙ୍କ ଜିଲ୍ଲା ଗସ୍ତ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କଲାଣି । ଜିଲ୍ଲାପାଳଙ୍କ ଠାରୁ ଅାରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଛାନିଅା ହୋଇପଡିଛନ୍ତି ।…
Read More...

ମାଲକାନଗିରିରୁ ତନାଘନା ଆରମ୍ଭ କଲେ ପାଣ୍ଡିଆନ୍‍

ଭୁବନେଶ୍ୱର: ଦୁର୍ଗାପୂଜା ପ୍ରକ୍ରିୟା ସରିନାହିଁ । ରାଜଧାନୀ ଭୁବନେଶ୍ୱର, କଟକ ଆଦି ଅଞ୍ଚଳରେ ଦେବୀଙ୍କ ଭସାଣୀ କାର୍ଯ୍ୟ ସମାହିତ ହେଉଛି । ଏପଟେ କିନ୍ତୁ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍‍ ଅଫିସର ଭି କାର୍ତିକେୟନ ପାଣ୍ଡିଆନ୍‍ ତନାଘନା ଆରମ୍ଭ କରିଦେଲେଣି ।…
Read More...

ଏବେ ଆଇଏଏସ୍‍ଙ୍କ ପାଇଁ ବିପଦ ବଢିଲା

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍‍ସ ନୀତି ଆପଣାଇଥିବା ରାଜ୍ୟ ସରକାର ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ମୁଣ୍ଡ ଖୋଜିବା ଆରମ୍ଭ କରିଛନ୍ତି । ପ୍ରଥମ ଦଫାରେ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଖାସ୍ତ…
Read More...

କିଏ ତୁଲାଇବ ବିରୋଧୀ ଭୂମିକା?

ଭୁବନେଶ୍ୱର: ବିଜେଡି-ବିଜେପି ମଧ୍ୟରେ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ବିବାଦର ପ୍ରଶ୍ନ ଉଠୁନାହିଁ । ଶେଷ ୬ମାସ ସେମାନଙ୍କ ମଧ୍ୟରେ ବାଦିପାଲା ହେବ । ଗତକାଲି ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସଙ୍କେତ ଦେବା ପରେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି ।…
Read More...

ଅନୁଭବଙ୍କ ଟ୍ୱିଟ୍‍ ନୂଆ ମୋଡ଼ ନେଲାଣି, କେମିତି ଜାଣନ୍ତୁ

ଭୁବନେଶ୍ୱର: କଟକର ପୁରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଅଡୁଆରେ ପଡିଛନ୍ତି । ଏହି ମାମଲାଟି ଏବେ ନୂଆ ମୋଡ଼ ନେଇଛି । କେବଳ ସେତିକି ନୁହେଁ, ପ୍ରସଙ୍ଗଟି ପରୋକ୍ଷରେ ଆଭ୍ୟନ୍ତରୀଣ ବିଜେଡି କନ୍ଦଳ ଆଡକୁ ମୁହାଁଇଲାଣି । ଯେଉଁ…
Read More...

ଇମ୍ରାନ ମିଛୁଆ, ଘୃଣ୍ୟ

ଜାତିସଂଘରେ ବିଶ୍ୱକୁ ଚମକାଇଲେ ଭାରତର ବୈଦେଶିକ ସଚିବ ବିଦିଶାପାକିସ୍ତାନର ୫୦ ମିନିଟ୍‍ର ଭାଷଣର ଜବାବ ମିଳିଲା ୫ ମିନିଟରେବିନାଶକାରୀ ପରମାଣୁ ଆକ୍ରମଣର ଧମକ ଅସ୍ଥିରତାକୁ ପ୍ରଦର୍ଶନ କରୁଛି ରାଜନୈତିକ କୁଶଳତା ନୁହେଁ ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁକୁ ଆଜି…
Read More...

୫ଟି ତନାଘନା: ବ୍ୟବସ୍ଥା ନ ସୁଧାରିଲେ ବିପଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର କିଛି ମୁହୂର୍ତ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଗତକାଲି ଆରଟିଓ ଓ ମେଡିକାଲ ପରିସରରୁ ୩୧ ଓ ଆରଟିଓଙ୍କ କାର୍ଯ୍ୟାଳୟ ପରିସରରୁ ୪୪ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ପୁଲିସ ଡିଜି ବିଜୟ…
Read More...

ବିଜେପୁର : ବିଜେଡି-ବିଜେପି ପ୍ରାର୍ଥୀ ଚୂଡାନ୍ତ, କଂଗ୍ରେସରୁ କିଏ?

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଆପାତତଃ ଚୂଡାନ୍ତ ହୋଇଛି । ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ ସମ୍ଭବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ଘୋଷଣା କରିପାରନ୍ତି ବୋଲି ଦଳର ଶୀର୍ଷ ନେତୃତ୍ୱ ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ,…
Read More...