ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ରାତି ସୁଦ୍ଧା ସୁନ୍ଦରବନ ଛୁଇଁବ ବୁଲ୍‍ବୁଲ୍‍

ଭଦ୍ରକରେ ୧୧୦ କିଲୋମିଟର ବେଗରେ ପବନବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପାଡିଛି, ଘର ଭାଙ୍ଗିଛିଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡାରେ ବେଶୀ ବର୍ଷା୬ଲକ୍ଷ ହେକ୍ଟର ଜମିରେ ଚାଷ ପ୍ରଭାବିତ ଆଶଙ୍କା ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ବାତ୍ୟା ବୁଲ୍‍ବୁଲ୍‍ ଓଡ଼ିଶା ସୀମାରେ ବିପùାତ କରି ଘଣ୍ଟା ପ୍ରତି…
Read More...

ବଡ଼ ବିବାଦର ବଡ଼ ରାୟ

ଅଯୋଧ୍ୟା ବିବାଦର ସମାଧାନ ରାସ୍ତା କାଢିଲେ କୋର୍ଟବିଚାରପତି ଗୋଗଇ ଓ ଚାରି ବିଚାରପତି ସହମତ୧୦୪୫ ପୃଷ୍ଠାର ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତରାମଲୀଲାଙ୍କୁ ମିଳିବ ବିବାଦୀୟ ୨.୭୭ ଏକର ଜମି୩ ମାସ ମଧ୍ୟରେ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିବେସୁନି ଵାକଫ୍‍ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି…
Read More...

ନିଆରା ନବୀନ: ବାପାଙ୍କ ସମାଧି ବି ଭାଙ୍ଗିବାକୁ କହିଲେ

ଭୁବନେଶ୍ବର: େଗାଟିଏ ସମୟରେ ନିଜର ପୈତୃକ ସଂପତ୍ତି କଟକର ଆନନ୍ଦଭବନକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର। ଏହାକୁ ଏବେ ସଂଗ୍ରହାଳୟ କରାଯାଇଛି। ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ନିଜେ ଶାସନରେ ରହି ନିଜ…
Read More...

୫ଟିକୁ ଲୋକପ୍ରିୟ କରିବାକୁ ଠିକା ନେଲା ବିଜେପି!

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଜି ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ପୂର୍ବତନ ପ୍ରଶାସକ ତଥା ଭୁବନେଶ୍ୱର ଲୋକସଭା ଆସନର ବିଜେଡି…
Read More...

ପଟେଲ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ପୃଥିବୀରେ ୧ ନମ୍ବର ହୋଇସାରିଥାନ୍ତା: ଧର୍ମେନ୍ଦ୍ର

-ଓଡିଶାର ନୀଳଗିରି ପ୍ରଥମ ଦେଶୀୟ ରାଜ୍ୟ ଭାବରେ ପଟେଲଙ୍କର ସହ ଠିଆ ହୋଇଥିଲା ଭୁବନେଶ୍ୱର: ଦେଶର ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ଅଥବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ଭୁବନେଶ୍ୱର ଠାରେ…
Read More...

ମାଡ଼ିଆସୁଛି ଭୀଷଣ ବାତ୍ୟା ‘ମହା’

ନୂଆଦିଲ୍ଲୀ: ବଡ଼ ଧରଣର ବାତ୍ୟା ମାଡି ଆସୁଛି। ୩୧ ତାରିଖ ପରେ ଏହା ଭୀଷଣ ରୂପ ଧାରଣ କରିବ। ନଭେମ୍ବର ୪ ତାରିଖ ଯାଏ ଘାଣ୍ଟିଦେବ ସମୁଦାୟ ଅଞ୍ଚଳ। ପାଣିପାଗ ବିଜ୍ଞାନୀମାନେ ଏହାର ନାମକରଣ କରିଛନ୍ତି। ‘ମହା’ ଏବେ ଘଣ୍ଟାପ୍ରତି ୨୫ କିେଲାମିଟର ବେଗରେ ଆଗକୁ ମାଡୁଛି। ତେବେ ଏହା ବଙ୍ଗୋପସାଗରରେ…
Read More...

ବର୍ଷା ଗଲା, ମାଡି଼ ଆସୁଛି ଶୀତ

ଭୁବନେଶ୍ୱର: ମୌସୁମୀ ପ୍ରତ୍ୟାବର୍ତନ ପରେ ବର୍ଷା ଏମିତି ହେଲା ଯେ ସମଗ୍ର ରାଜ୍ୟକୁ ଭିଜେଇ ଦେଲା । ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଲେ । ପାଖାପାଖି ୪ ହଜାର ଗାଁରେ ନିଜର ଉପସ୍ଥିତି ବେଶ୍‍ ଛାଡିଯାଇଛି । ପାଖାପାଖି ୬ଜଣଙ୍କର ମୃତ୍ୟୁ ହୋଇଛି । ଲଘୁଚାପ ଇତିମଧ୍ୟରେ ଦୁର୍ବଳ ହୋଇଯାଇଛି…
Read More...

ଓଡ଼ିଶା ରଣନୀତି ବଦଳାଇବ ବିଜେପି

୨୦୨୦ ମାର୍ଚ୍ଚ ସୁଦ୍ଧା ଦଳ ସଶକ୍ତ ହେବକେନ୍ଦ୍ରରେ ମଧ୍ୟ ବଢିବ ଧର୍ମେନ୍ଦ୍ରଙ୍କ ପଆରା ଭୁବନେଶ୍ୱର: ଗୁରୁବାର ପ୍ରକାଶ ପାଇଥିବା ବିଜେପୁର ରାୟକୁ ନେଇ ବିଜେଡି ଉତ୍ସବ ପାଳୁଛି । ଓଡ଼ିଶା ବିଧାନସଭା ଇତିହାସରେ କୌଣସି ପ୍ରାର୍ଥୀ ୯୭ ହଜାର ୯୯୦ ଭୋଟରେ ପୂର୍ବରୁ ବିଜୟ ଲାଭ କରିନଥିଲେ…
Read More...

ଅକଳରେ ପକାଇ ଦେଇପାରେ ବିଜେପୁର ରାୟ

ବଡ଼ ବ୍ୟବଧାନରେ ବିଜୟ ଲାଭ କରିପାରେ ଶାସକ ବିଜେଡି ବିଜେପି ପତିଆରା ପ୍ରଭାବିତ ହୋଇପାରେ, ଟିମ୍‍ ନେଇ ପ୍ରଶ୍ନ ଉଠିବ ଭୋଟ କମିଲେ କଂଗ୍ରେସ ସମାଲୋଚିତ ହେବ, ବଢିଲେ ବାଟ ଫିଟିବ ଭୁବନେଶ୍ୱର: ଗୁରୁବାର ବିଜେପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ବିଜେଡି ପ୍ରାର୍ଥୀ ରୀତା…
Read More...

ଓଡ଼ିଶା ପାଣିପାଗ ବଦଳୁଛି: କିଏ ପ୍ରଭାବୀ ବିଜୁ ନା ନବୀନ ଅନୁଗତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନରେ ଡାକ୍ତର ଦାମୋଦର ରାଉତ ଗତକାଲି ବିଜେପି ଛାଡିବା ସହିତ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯିବା ଘୋଷଣା ରାଜ୍ୟ ରାଜନୀତି ପାଇଁ ଭିନ୍ନ କାରଣରୁ ଗୁରୁତ୍ୱ ରଖୁଛି । ପାଟକୁରା ଆସନରେ ବିଜୟ ମହାପାତ୍ରଙ୍କ ପରାଜୟ ଓ ଡାକ୍ତର ଦାମୋଦର…
Read More...