ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍‌ଜୁ ମହାରାଜଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜ। ୮୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି। ସୂଚନା ଅନୁସାରେ, ପଣ୍ଡିତ ବିରଜୁ ମହାରାଜ ରବିବାର ରାତିରେ ଦିଲ୍ଲୀ ସ୍ଥିତ ବାସଭବନରେ ନିଜ ନାତି ସହ…
Read More...

ସୁନା ଚୋରିର ସତ

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ କେମିତି ହୋଇଥିଲା ସୁନା ଚୋରି । ଏବଂ କିଏ କରିଥିଲା ଚୋରି । ସାମନାକୁ ଆସିଛି ସତ । ଚୋର ଆଉ କେହି ନୁହେଁନ୍ତି, ହେଉଛନ୍ତି ସେହି ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ । ତେବେ କର୍ମଚାରୀଙ୍କ ଜଣ କିପରି ସୁନା ଚୋରି କରିଥିଲେ, ଏବଂ ପୁଲିସ କିଭଳି ସୁନା…
Read More...

ସମୁଦ୍ର ମଝିରେ ଆଗ୍ନେୟଗିରି ଉଦଗୀରଣ

ପ୍ରଶାନ୍ତ ମହାସାଗରରେ ଟୋଙ୍ଗା ନିକଟରେ ସମୂଦ୍ର ମଧ୍ୟରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି । ଲାଭା ଉଦଗୀରଣ ଯୋଗୁଁ ଟୋଙ୍ଗା ଦେଶରେ ଭୟଙ୍କର ସୁନାମୀ ଆସିଛି । ଜଳ ମାଡିଆସିବାରୁ ସମୁଦ୍ରକୂଳିଆ ଲୋକ ନିରାପଦ ସ୍ଥାନକ ଉଚ୍ଚ ସ୍ଥାନକୁ ଦୌଡି ପଳାଇଥିଲେ । ହାୱାଇ ଦ୍ୱୀପ ସ୍ଥିତ ‘ପେସିଫିକ୍ ସୁନାମୀ…
Read More...

ପଦ ଛାଡିଲେ ବିରାଟ, ଗାଙ୍ଗୁଲି ରଖିଲେ ମତ

ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗଲି ଟୁଇଟ କରି କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ବିସିସିଆଇ ତାଙ୍କର ଏହି…
Read More...

ଦେଶର ୨୪ ଘଣ୍ଟାର କରୋନା ଗ୍ରାଫ

ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି । ଏହା ସହ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୧ ହଜାର ୨୦୨ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ଅପେକ୍ଷା ଆଜି ୨ହଜାର ୩୬୯ ଅଧିକ ମାମଲା ଆସିଛି…
Read More...

ରାଜ୍ୟରେ ୧୧ ହଜାର ଟପିଲା

ରାଜ୍ୟର ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଲଗାତର ତିନି ଦିନ ଧରି ୧୦ ହଜାର ଉପରେ ସଂକ୍ରମଣ ରହିବା ପରେ ଗତ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ନୂଆ ମାମଲା ଆସିଛି । ଜିଲ୍ଲାରୁ ଜିଲ୍ଲା ବ୍ୟାପିଚାଲିଛି ସଂକ୍ରମଣ । ୫ରୁ ୬ ଜିଲ୍ଲା ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ।କଟକଣା ସତ୍ୱେ…
Read More...

ଯୋଗୀ ଲଢିବେ ଗୋରଖପୁରରୁ..

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନା ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଆଜି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଜେପିର ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଉ ର ପ୍ରଦେଶ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି…
Read More...

ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର

ପୁରୀ: ମୃତ୍ୟୁବେଳେ କେତେବେଳେ, କେମିତି ଯେ ଆସିବ ତାହା କାହାକୁ ଜଣାନାହିଁ। ଶୁକ୍ରବାର ମକର ସ୍ରଂକାନ୍ତି ଥିଲା। ସଂକୀର୍ତ୍ତନ ମଣ୍ଡଳୀ ଝାଞ୍ଜ,ମୃଦଙ୍ଗ ଧରି ଗାଁ ପରିକ୍ରମା କରୁଥିଲେ। କିନ୍ତୁ ହଠାତ ଘଟିଥିଲା ଅଘଟଣ। ଦ୍ରୁତ ଗତିରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଉପରକୁ ଏକ କାର ମାଡି ଆସିଥିଲା। ଆଉ…
Read More...

ମାଡୁଛି ସଂକ୍ରମଣ; ଚିନ୍ତା ବଢାଇଲା ଖୋର୍ଦ୍ଧା

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କ୍ରମାଗତ ୩ ଦିନ ଧରି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ରହୁଛି।ଜାନୁଆରି ପହିଲାରୁ ଆଜି ଯାଏଁ ମାତ୍ର ୧୫ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୬୭ ହଜାର ୯୦୨ ଜଣ ସଂକ୍ରମିତ। ପ୍ରାୟ ଅଧିକାଂଶ ଜିଲ୍ଲାରେ ସଂକ୍ରମିତଙ୍କ ସେଞ୍ଚୁରି…
Read More...

ଲାଠିମାଡ଼ ପରେ ଢିଙ୍କିଆ ଗାଁ ପୁରୁଷ ଶୂନ୍ୟ

ପୁଲିସର ଲାଠିମାଡ଼ ପରେ ପୁରୁଷ ଶୂନ୍ୟ ଢିଙ୍କିଆ ଗାଁ । ଗାଁର ତାଟି କବାଟ ପଡିଥିବା ବେଳେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଆନ୍ଦୋଳନର ନେତୃତ୍ୱ ନେଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କିରିଛି ପୁଲିସ। ସେପଟେ ଗ୍ରାମବାସୀଙ୍କ ଉପରେ ପୁଲିସ ଆକ୍ରମଣକୁ ନେଇ ଜିଲ୍ଲା…
Read More...