ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଭୁବନେଶ୍ୱରରେ ୧୧୦ ଟପିଲା ପେଟ୍ରୋଲ

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ନୂଆ ରେକର୍ଡ କରୁଛି । ଲଗାତର ପ ମ ଦିନ ପାଇଁ ଦେଶରେ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଉଭୟ ୩୫ ପଇସା ଲେଖାଁଏ ବୃଦ୍ଧି ହୋଇଛି । ତୈଳ କମ୍ପାନୀ ଗୁଡିକ ମାସର ଶେଷ ଦିନରେ ମଧ୍ୟ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି,ଯାହାକୁ ନେଇ…
Read More...

ନବାବ ମଲ୍ଲିଙ୍କ ଉପରେ ୧୦୦ କୋଟିର ମାନହାନୀ ମକଦ୍ଦମା

ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜାମିନ ମିଳିବା ପରେ ଜେଲରୁ ମୁକୁଳିସାରିଛନ୍ତି । ହେଲେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକଙ୍କ ବୟାନକୁ ନେଇ ଏହି ମାମଲାକୁ ନେଇ ବିବାଦ ଥମୁନି । ଏବେ ଭାରତୀୟ ଯୁବମୋର୍ଚ୍ଚାର ପୂର୍ବ ଅଧ୍ୟକ୍ଷ ମୋହିତ…
Read More...

ନ୍ୟୁଜିଲାଣ୍ଡ ବନାମ ଭାରତ: କିଏ ମାରିବ ବାଜି?

ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ ।ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚରେ ସେମିଫାଇନାଲ ରେସରେ ରାସ୍ତା ସୁରକ୍ଷିତ ରଖିବାକୁ ଉଭୟ ଦଳକୁ ଜୋରଦାର ସଂଘର୍ଷ କରିବାକୁ ପଡିବ । ଯେଉଁ ଦଳ ଆଜି…
Read More...

ଫ୍ୟାନ୍ସ୍‌ଙ୍କୁ କନ୍ଦାଇଦେଲା ସେହନାଜଙ୍କ ଗୀତ..

ପଞ୍ଜାବ ଗାୟିକା ସେହନାଜ ଗିଲ୍‌ଙ୍କ ଗୀତ ‘ତୁ ୟହି ହେ’କୁ ଦର୍ଶକ ଜବରଦସ୍ତ ପସନ୍ଦ କରିଛନ୍ତି।ଏହି ଗୀତ ୨୪ ଘଣ୍ଟାରେ ୟୁଟ୍ୟୁବରେ ନମ୍ବର ୱାନ ଟ୍ରେଣ୍ଡରେଅଛି । ଏହି ଗୀତ ଜରିଆରେ ସେହନାଜ ସିର୍ଦ୍ଧାର୍ଥ ଶୁକ୍ଲାକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସିଦ୍ଧାର୍ଥଙ୍କ ଯିବା ପରେ ସେହନାଜ କେମିତି…
Read More...

ଆମେରିକାର ୫-୧୧ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

ଆମେରିକାରେ ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । ଆମେରିକାର ଏଫଡିଏ(ଖାଦ୍ୟ ଓ ଔଷଧ ନିୟାମକ)ପିଲାମାନଙ୍କୁ ଟିକା ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫାଇଜର ବାୟୋଟିକ ଟିକା ପ୍ରଥମ କରୋନା ଟିକା ଯାହାକୁ ଆମେରିକାରେ ଏଫଡିଏ ଛୋଟ ପିଲାଙ୍କୁ ଦେବା ପାଇଁ ମଞ୍ଜୁରୀ ଦେଇଛି । …
Read More...

ଆଜି ଜେଲରୁ ମୁକୁଳିବେ ଆର୍ୟନ

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ ଆଜି ଜେଲରୁ ମୁକୁଳିବେ । ସକାଳ ୫ଟା ୩୦ରେ ଆର୍ଥର ରୋଡ ଜେଲରେ ବେଲ୍ ବକ୍ସ ଖୋଲାଯାଇଛି । ଶୁକ୍ରବାର ଆର୍ୟନ ଜେଲରୁ ମୁକୁଳିବାର ଥିଲା କିନ୍ତୁ ବେଲ ଅର୍ଡର ଅଧିକାରୀଙ୍କ ପାଖରେ ଠିକ ସମୟରେ ପହଞ୍ଚିପାରିନଥିଲା । ଯେଉଁଥିପାଇଁ ତାଙ୍କୁ ଗତକାଲି…
Read More...

ଧନତେରସ୍‌ରେ କାହିିଁକି କିଣାଯାଏ ବାସନ?

ଧନତେରସ୍ ଦିନରେ ଧନନ୍ତ୍ୱରୀ ପୂଜା କରାଯାଇଥାଏ । ଏହା ବ୍ୟତୀତ ଏହି ଦିନ ମା ଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଇଥାଏ । ଧନତେରସ୍ ଦିନରେ ଲୋକ ସୁନା, ରୂପା ସହ ଘର ପାଇଁ ବାସନ ମଧ୍ୟ କିଣିଥାନ୍ତି । ବିଶ୍ୱାସ ରହିଥାଏ ଯେ, ଏହି ଦିନ କିଣାଯାଇଥିବା କୌଣସି ବି ଜିନିଷ ତେରଗୁଣା ଲାଭ ଦେଇଥାଏ ।…
Read More...

ରୋମରେ ମୋଦୀ..ମୋଦୀ..

ଜି ୨୦ ସମ୍ମିଳନୀ ପାଇଁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋପ ଫ୍ରାନସିସଙ୍କୁ ଭେଟିବେ । ଇଟାଲୀର ବୈଦେଶିକ ମନ୍ତ୍ରୀ କାର୍ଡିନାଲ ପିଟ୍ରୋ ପାରୋଲିନଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାଟିକାନ୍ ସିଟି ଗସ୍ତ କରିବେ । ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ…
Read More...

ଟିଏମସିରେ ସାମିଲ ହେଲେ ଲିଆଣ୍ଡର ପେସ୍

ଭାରତର ଟେନିସ ଖେଳାଳି ଲିଆଣ୍ଡର ପେସ୍ ନିଜର ରାଜନୈିତିକ ଇନିଂସ ଆରମ୍ଭ କରିଛନ୍ତି । ଟିଏମସିରେ ସାମିଲ ହୋଇଛନ୍ତି ଲିଆଣ୍ଡର ପେସ୍ । ଆଜି ଲିଆଣ୍ଡର ପେସ୍ ବିଧିବଦ୍ଧ ଭାବେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅବସରରେ କହିଛନ୍ତି , ସେ ମୋର…
Read More...

ଆରପାରିରେ ସାଉଥ ସୁପରଷ୍ଟାର ପୁନୀତ ରାଜକୁମାର

ସାଉଥ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଦେହାନ୍ତ । ଆଜି ହୃଦଘାତରେ ତାଙ୍କର ପରଲୋକଙ୍କ ହୋଇଛି । ପୁନୀତଙ୍କୁ ହୃଦଘାତ ହେବା ପରେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୪୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ପୁନୀତଙ୍କ…
Read More...