ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା!

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢିଛି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଜି ପୁଲିସ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ପୁଲିସ ଚାର୍ଜସିଟରୁ ତାଙ୍କ ନାମ ବାଦ ପଡିଥିବା ନେଇ କୋର୍ଟରେ ଆପତ୍ତି ହୋଇଥିଲା। ପରେ ଜେଏମ୍ଏଫସି କୋର୍ଟ ଏ…
Read More...

ଲୋକସେବା ଭବନରୁ ଗଲା ବାଣ ବିକ୍ରି ନିର୍ଦ୍ଦେଶ

ଭୁବନେଶ୍ବର: ସବୁଜ ବାଣ ବିକ୍ରି ସଂପର୍କରେ ସୁପ୍ରିମକୋର୍ଟ,ଓଡ଼ିଶା ହାଇକୋର୍ଟ ଏବଂ ଏସଆରସିଙ୍କ ନିର୍ଦ୍ଦେଶ କଡାକଡି ପାଳନ ଲାଗି ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଲୋକସେବ ଭବନରେ ଏକ ବୈଠକ ବସିଥିଲା। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର…
Read More...

ବିଜେପିକୁ ଟିକେ ଅଧିକ ଝଟକା, କଂଗ୍ରେସ ଖୁସି

ପଶ୍ଚିମବଙ୍ଗରେ ଅମାନତ ହରାଇଲେ ତିନି ବିଜେପି ପ୍ରାର୍ଥୀହିମାଚଳ ପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ ଉଲ୍ଲେଖନୀୟ୨୯ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ହେଉଥିଲା ଉପନିର୍ବାଚନ ନୂଆଦିଲ୍ଲୀ: ୨୯ ବିଧାନସଭା ଓ ୩ ଲୋକସଭା ଆସନ ଫଳାଫଳ ଭାରତ ରାଜନୀତିକୁ ଦୋହଲାଇ ଦେବାଭଳି ହୋଇଛି। ଉତ୍ତର…
Read More...

ଆଜିଠୁ ଏହି ମୋବାଇଲରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌

ଆଜିଠୁ ହ୍ୱାଟସ ଆପର ଲାଟେଷ୍ଟ ଭର୍ସନ ଅପଡେଟ ହେବ । ଏହି ଅପଡେଟ ଦ୍ୱାରା ହ୍ୱାଟସ ଆପର ଅନେକ ଡିଭାଇସ କାମ କରିବ ନାହିଁ । ଫଳରେ କିଛି ଫୋନରେ ବନ୍ଦ ହୋଇଯିବ ହ୍ୱାଟସ ଆପ୍ । ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ । ହ୍ୱାଟସ ଆପ୍ ନୂଆ ଅପଡେଟ ହେବା ପରେ ପୁରୁଣା ଫୋନରେ ଏହା ଆଉ ଚାଲିବ ନାହିଁ ।…
Read More...

ଋଷରେ ପୁଣି ବଢିଲା ସଂକ୍ରମଣ

ଋଷରେ ପୁଣି ବଢିଲା କରୋନା ସଂକ୍ରମଣ । ଦୀର୍ଘ ସମୟ ପରେ ଋଷରେ କରୋନା ସଂକ୍ରମଣର ସବୁଠୁ ଅଧିକ ମାମଲା ସାମନାକୁ ଆସିଛି । ଗୋଟିଏ ଦିନରେ ୪୦ ହଜାର ୯୯୩ ନୂଆ ମାମଲା ସାମନାକୁ ଆସିଥିବା ଜାତୀୟ କରୋନା ଭାଇରସ ଟାସ୍କ ଫୋର୍ସ ଜଣାଇଛି । ପୂର୍ବ ଦିନ ତୁଳନାରେ ଏହି ସଂଖ୍ୟା ୭୦୦ ଅଧିକ ।ଅକ୍ଟୋବର…
Read More...

ରଣବୀର -ଆଲିଆଙ୍କ ବିବାହକୁ ନେଇ ଆସୁଛି ନୂଆ ଖବର

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଯୋଡି ସବୁଠୁ ସାନଦାର ଯୋଡ଼ି ଭାବେ ସାମନାକୁ ଆସିଛି। ଦର୍ଶକମଧ୍ୟ ଏହି ଯୋଡିକୁ ବେଶ ପସନ୍ଦ କରୁଥିବା ବେଳେ ଉଭୟଙ୍କ ପରିବାର ମଧ୍ୟରେ ସଂପର୍କ ମଧ୍ୟ ବହୁତ ଭଲ ରହିଛି। ତେବେ ଏବେ ରଣବୀର ଓ ଆଲିଆଙ୍କ ବାହାଘରକୁ ନେଇ ଆରମ୍ଭ…
Read More...

ଏତେ ସବୁ କଟକଣାରେ ଖୋଲିଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମ ହେବା ପରେ ଏବେ ଧୀରେ ଧୀରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପାଖାପାଖି ଦେଢ ବର୍ଷ ପରେ ଆଜିଠୁ ସ୍କୁଲ ଖୋଲିବା ସହ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । ତେବେ ୫୦ ପ୍ରତିଶତରୁ ଅଧିକ ପିଲା ଯେମିତି ଏକାଥରକେ ସ୍କୁଲ ଆସିବେ…
Read More...

ଆଜି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ: ରୋମରେ ଜି-୨୦ ଶିଖର ସମ୍ମିଳନୀରେ ବୈଠକରେ ଯୋଗ ଦେବା ପରେ ଏବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କଟଲାଣ୍ଡ ଗ୍ଲାସଗୋରେ ପହଞ୍ଚିଛନ୍ତି।ଗ୍ଲାସଗୋରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ସମୟରେ ଭାରତୀୟ ଲୋକମାନେ ‘ମୋଦୀ ହେ ଭାରତ କି ଗେହନା’ ଗୀତ…
Read More...

ଘାଟିରେ ଖସିଲା ବସ୍‌

ଉତ୍ତରାଖଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଡେରାଡୁନ ବିକାଶନଗର ପାଖରେ ବୁଲହାଡ଼ ବାୟଲ ରାସ୍ତା କଡ଼ରେ ଘାଟିକୁ ଏକ ବସ ଖସିପଡିଛି । ଆଜି ସକାଳୁ ବସଟି ଘାଟିକୁ ଖସିପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ୪…
Read More...