Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ
Browsing Category
ରାଜ୍ୟ ଖବର
ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ଭୁବନେଶ୍ବର: ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ରାଜ୍ୟ ସାରା ପିକନିକ୍ ସ୍ପଟ୍ଗୁଡ଼ିକରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିଛି।
ଏସଟିଏ ଅନୁଯାୟୀ, ସଡ଼କ ଦୁର୍ଘଟଣା ରୋକିବା ପାଇଁ ଡିସେମ୍ବର ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଗାଡ଼ି!-->!-->!-->…
Read More...
Read More...
ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ପୁରୀ: ନୂଆବର୍ଷ ପାଇଁ ଜଗନ୍ନାଥ ଧାମ ପୁରୀରେ ମଧ୍ୟ ବଢିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଭିଡ଼ ସେଠି ଜମୁଛି। ଯାହାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ତରଫରୁ ବଡ଼ ଘୋଷଣା କରଯାଇଛି। ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ!-->…
Read More...
Read More...
ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର
ନ୍ୟୁଜ୍ ବ୍ୟୁରୋ: ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଚାଳକଙ୍କ ସୁବିଧା ପାଇଁ ଗାଡିରେ ଗ୍ରୀନ ଷ୍ଟିକର ଲଗାଇବାକୁ ନିଷ୍ପତ୍ତି ନେଇଛି ପରିବହନ ମନ୍ତ୍ରୀ। ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ, ଗାଡିର ସବୁ!-->…
Read More...
Read More...
ବିଜେଡ଼ି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ରହିବ : ନବୀନ ପଟ୍ଟନାୟକ
ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ପାଳୁଛି ୨୯ତମ ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏହି ଅବସରରେ ସମସ୍ତଙ୍କୁ ନବୀନ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ରଖିଥିଲେ। ଦଳ କରିଥିବା ରାଜ୍ୟର ବିକାଶ କୁ ମନେପକାଇଥିଲେ ଏବଂ ଏବେର ରାଜ୍ୟ ସରକାରଙ୍କୁ କଡ଼ା!-->…
Read More...
Read More...
ସୀତାକୁଣ୍ଡରେ ବୁଡ଼ି ଦୁଇ ଭାଇ ମୃତ
ମୟୂରଭଞ୍ଜ: କାଳ ସାଜିଲା ପିକନିକ। ପିକନିକ ସମୟରେ ଜଳପ୍ରପାତରେ ଗାଧେଇବା ବେଳେ ବୁଡ଼ିଗଲେ ଦୁଇଭାଇ। ମୃତକ ଦ୍ବୟ ଭଦ୍ରକ ଜିଲାର ବୋଲି ଜଣାପଡିଛି। ଉଭୟ ଭାଇଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।ବୁଡ଼ି ଯିବା ନେଇ ଦମକଳବାହିନୀକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି!-->…
Read More...
Read More...
ବାରିପଦାରେ ବିମାନବନ୍ଦର ଢାଞ୍ଚାରେ ବସଷ୍ଟାଣ୍ଡ କୁ ବିରୋଧ
ବାରିପଦା: ବାରିପଦା ରେ ଯାତ୍ରୀ ସୁବିଧା, ସହରୀ ଯାତାୟାତ ଓ ପର୍ଯ୍ୟଟନ ବିକାଶକୁ ଦୃଷ୍ଟିରେ ରଖି ପ୍ରାୟ ୫ ଏକର ଜମିରେ ବିମାନବନ୍ଦର ଢାଞ୍ଚାରେ ଏକ ଅତ୍ୟାଧୁନିକ ‘ଅଟଳ ବସଷ୍ଟାଣ୍ଡ’ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଥିବାବେଳେ ଏହାକୁ ନେଇ ଆରମ୍ଭରୁ ଜିଲ୍ଲାରେ ବିରୋଧ ଦେଖାଦେଇଛି।!-->…
Read More...
Read More...
୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ପର୍ଯ୍ୟାୟ କ୍ରମେ ସମସ୍ତ ପୁରୁଣା ଆମ୍ବୁଲାନ୍ସକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର!-->…
Read More...
Read More...
ଖୁବଶୀଘ୍ର ସମ୍ବଲପୁରରେ ଗଡିବ ୧୦୦ ଇଭି ବସ
ଭୁବନେଶ୍ବର: ସମ୍ବଲପୁର ମହାନଗର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରିକ ବସ ସେବା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ୧୦୦ ଇଭି ବସ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୫ ଟି ଇଭି ବସ ଚାଲିବ। ବସ ସମ୍ବଲପୁର ବସ ଟର୍ମିନାଲକୁ ପହଞ୍ଚି ସାରିଛି। ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ଆହୁରି!-->…
Read More...
Read More...
ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ
ଭୁବନେଶ୍ବର: ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ସୋମବାର ଦିନ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ନିଯୁକ୍ତ ହୋଇଛନ୍ତି। ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଲେଫ୍ଟନାଣ୍ଟ ହର୍ଷିତ ଦେଓଙ୍କୁ ଏହି ସମ୍ମାନଜନକ ପଦବୀ ପ୍ରଦାନ!-->…
Read More...
Read More...
ବଢ଼ିଲା ଆୟୁର୍ବେଦିକ ଓ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍
ଭୁବନେଶ୍ବର: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ୍ରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧି!-->…
Read More...
Read More...