Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା
Browsing Category
ବଡ ଖବର
ବିଧାନସଭା ଇତିହାସରେ ଯୋଡ଼ିହେଲା ନୂଆ ଉଦାହରଣ
ଅନିର୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତିକୌଣସି ଗୋଟିଏ ଦିନ ଚାଲିପାରିଲା ନାହିଁ ଶୀତ ଅଧିବେଶନ୧୭ଟି କାର୍ଯ୍ୟଦିବସ ଥାଇ ଅଧିବେଶନକୁ ବନ୍ଦ କରିଦିଆଗଲାହଟ୍ଟଗୋଳ, ଘଣ୍ଟମାଡ଼, ଗଙ୍ଗାଜଳ ସିଞ୍ଚନ ଭଳି ସବୁ କଥା ଘଟିଗଲା
ଭୁବନେଶ୍ବର: ଯେମିତି ଆଶଙ୍କା କରାଯାଉଥିଲା,!-->!-->!-->…
Read More...
Read More...
ଓମିକ୍ରନ ସଂପର୍କରେ ଆସିଲା ବିଶେଷଜ୍ଞଙ୍କ ପରାମର୍ଶ
ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ନିଦ ହଜାଇଦେଇଛି। ଓମିକ୍ରନ ଡେଲଟା ଭ୍ୟାରିଆଣ୍ଟଠୁ ତିନି ଗୁଣା ଅଧିକ ବେଗରେ ବ୍ୟାପୁଥିବା କୁହାଯାଉଛି। ଏମିତିରେ ପ୍ରଶ୍ନ ଉଠୁଛି ଏହି ନୂଆ ଭ୍ୟାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କଣ ଏକମାତ୍ର ରାସ୍ତା? ନା ତୃତୀୟ!-->…
Read More...
Read More...
ପଶ୍ଚିମ ଓଡ଼ିଶା ରାଜନୀତି ସରଗରମ, ନୂଆରୂପରେ ଅନଙ୍ଗ, ଅର୍କେଶ
ଲକ୍ଷ୍ମୀଜୋର ପ୍ରକଳ୍ପ ନେଇ ଗର୍ଜିଲେ ବାପ-ପୁଅକହିଲେ ୨୦ କୋଟି ଟଙ୍କା ସର୍ବନାଶ କରିଦେଲେବ୍ୟାଙ୍କଙ୍କ ଭଳି ସ୍ବପ୍ନର ପ୍ରକଳ୍ପ କୁଆଡେ ଗଲା?ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବେ ବୋଲି ଜଣାଇଲେ
ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ରାଜନୀତିରେ ପୁଣି ଥରେ ବଡ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି।!-->!-->!-->…
Read More...
Read More...
କିଏ ଲାଭରେ ରହିଲେ; ଅପରାଜିତା ନା ବିଜେଡି
ଭୁବନେଶ୍ବର: ଆଚାର୍ଯ୍ୟ ବିହାର ଛକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀ ଏବଂ ବିଜେଡି ମୁହାଁମୁହିଁ ହେବା ପରେ ରାଜନୀତି ସରଗରମ ହୋଇଯାଇଛି। ଶୁକ୍ରବାର ଦିନତମାମ ଏହି ମାମଲାକୁ ରାଜନୈତିକ ମହଲ ଦିନତମାମ ଲକ୍ଷ୍ୟ କରିଥିଲେ। ଦେଖାଯାଇଥିଲା, ଦୁଇ ଜଣ ଯୁବକଙ୍କୁ ପୁଲିସ!-->…
Read More...
Read More...
କଂଗ୍ରେସକୁ ହାଇଜାକ୍ କରିବେ କି ମମତା!
ନୂଆଦିଲ୍ଲୀ: ଭାରତ ରାଜନୀତିରେ ଆଜି ବି ବିଜେପି ପରେ କଂଗ୍ରେସ ହେଉଛି ଦ୍ବିତୀୟ ବୃହତ୍ତମ ଦଳ। ହେଲେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍କ୍ରିୟତା ଦଳକୁ କ୍ଷତି ପହଞ୍ଚାଇବା ସହିତ ରାଜନୀତିର ଗଣିତ ଏପଟ ସେପଟ କରିବାକୁ ବସିଲାଣି। ଦିନେ କଂଗ୍ରେସରୁ ବାହାରି ତୃଣମୂଳ କଂଗ୍ରେସ କରିଥିବା ପଶ୍ଚିମବଙ୍ଗ!-->…
Read More...
Read More...
ରାଜଧାନୀରେ ମଧ୍ୟରାତ୍ରିରେ ହାଇଡ୍ରାମା
ସାଂସଦଙ୍କୁ ୩ ଘଣ୍ଟା ଅଟକାଇଦେଲେ, ବିଜେଡି-ବିଜେପି ମୁହାଁମୁହିଁଅଣ୍ଡା, ଟେକାପଥର ମାଡ଼, ପରିସ୍ଥିତି ସମ୍ଭାଳିବାକୁ ପୁଲିସର ଲାଠିଚାର୍ଜପରସ୍ପର ବିରୋଧରେ ଥାନାରେ ଏତଲା ଦେଲେ ଉଭୟ ପକ୍ଷବିଳମ୍ବିତ ରାତି ଯାଏ ଉଭୟ ଦଳର ନେତାଙ୍କ ଘରେ ମନ୍ତ୍ରଣା ଜାରି ଆଜି ଅପରାଜିତାଙ୍କ ସାମ୍ବାଦିକ!-->…
Read More...
Read More...
ନବୀନଙ୍କ ପାଇଁ ବବି, ଧର୍ମେନ୍ଦ୍ରଙ୍କ ପାଇଁ ଜୟ
ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ବହେ ଗର୍ଜିଥିଲେ କେନ୍ଦ୍ରମନ୍ତ୍ରୀ। ଏହାର ଅଳ୍ପ କେଇ ମୁହୂର୍ତ ପରେ ବିଜେଡି ସାଂଗଠନିକ ସଂପାଦକ!-->…
Read More...
Read More...
ଶକ୍ତି ବଢ଼ାଇଲେଣି ମମତା, ଓଡ଼ିଶା ଉପରେ ବି ଆଖି
ନୂଆଦିଲ୍ଲୀ: ଧୀରେ ଧୀରେ ପଶ୍ଚିମବଙ୍ଗରୁ ପାଦ ବାହାର କରି ତୃଣମୂଳକ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଅନ୍ୟସବୁ ରାଜ୍ୟରେ ପାଦ ରଖିବାକୁ ଯୋଜନା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରାଣାସୀ ଏବଂ ମୁମ୍ବାଇ ଉପରେ ବି ତାଙ୍କର ଆଖି ପଡ଼ିିଛି। ମେଘାଳୟରେ ପୂର୍ବତନ ବିଧାୟକ!-->…
Read More...
Read More...
ହଠାତ କ’ଣ ହେଲା ,ଲୋକେ କାହିଁକି ଛାଡିଲେ ମୋବାଇଲ୍
ଗୋଟିଏ ମାସରେ ଓଡ଼ିଶା ହରାଇଲା ସାଢେ ୧୧ଲକ୍ଷ ଉପଭୋକ୍ତାଜିଓରୁ କଟିଲେ ସର୍ବାଧିକ ୯ ଲକ୍ଷ ୯୮ ହଜାର ଉପଭୋକ୍ତାବିଏସଏନଏଲ୍ ବି ପ୍ରଭାବିତ ହୋଇଛି ସେପ୍ଟେମ୍ବର ରିପୋର୍ଟରେଦେଶର ବିଭିନ୍ନ ଟେଲିଫୋନ୍ ସେବାରୁ ଦୂରେଇଲେ୨.୭୦କୋଟିଟେଲିକମ୍ କମ୍ପାନି ଚିନ୍ତାରେ, କାହିଁକି ଏମିତି ହେଲା!-->…
Read More...
Read More...
କଂଗ୍ରେସକୁ ହାଲୁକା ଭାବେ ନେଲେ ବିପଦ
୧୯୯୮ରେ ଏହାଠାରୁ ଆହୁରି ସଙ୍ଗିନ୍ ସ୍ଥିତିରେ ଥିଲା ଦଳ୨୦୦୪ରେ ଦେଶରେ କ୍ଷମତାକୁ ଆସିଲା, ଦଶବର୍ଷ ଶାସନ କଲାଓଡ଼ିଶାରେ ବିଜେପି ଅପେକ୍ଷା ଆଜି ବି ଅଧିକ ସକ୍ରିୟ ହାତର ନେତାବିଜେପି ହଲ୍ଲାବୋଲ୍ କରୁଛି, କଂଗ୍ରେସ କରୁଛି ଶାଣିତ ଆକ୍ରମଣମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗକୁ ପୁଣି ତାଜା କରିଦେଲା!-->…
Read More...
Read More...