Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
ବଡ ଖବର
ହଠାତ କ’ଣ ହେଲା ,ଲୋକେ କାହିଁକି ଛାଡିଲେ ମୋବାଇଲ୍
ଗୋଟିଏ ମାସରେ ଓଡ଼ିଶା ହରାଇଲା ସାଢେ ୧୧ଲକ୍ଷ ଉପଭୋକ୍ତାଜିଓରୁ କଟିଲେ ସର୍ବାଧିକ ୯ ଲକ୍ଷ ୯୮ ହଜାର ଉପଭୋକ୍ତାବିଏସଏନଏଲ୍ ବି ପ୍ରଭାବିତ ହୋଇଛି ସେପ୍ଟେମ୍ବର ରିପୋର୍ଟରେଦେଶର ବିଭିନ୍ନ ଟେଲିଫୋନ୍ ସେବାରୁ ଦୂରେଇଲେ୨.୭୦କୋଟିଟେଲିକମ୍ କମ୍ପାନି ଚିନ୍ତାରେ, କାହିଁକି ଏମିତି ହେଲା!-->…
Read More...
Read More...
କଂଗ୍ରେସକୁ ହାଲୁକା ଭାବେ ନେଲେ ବିପଦ
୧୯୯୮ରେ ଏହାଠାରୁ ଆହୁରି ସଙ୍ଗିନ୍ ସ୍ଥିତିରେ ଥିଲା ଦଳ୨୦୦୪ରେ ଦେଶରେ କ୍ଷମତାକୁ ଆସିଲା, ଦଶବର୍ଷ ଶାସନ କଲାଓଡ଼ିଶାରେ ବିଜେପି ଅପେକ୍ଷା ଆଜି ବି ଅଧିକ ସକ୍ରିୟ ହାତର ନେତାବିଜେପି ହଲ୍ଲାବୋଲ୍ କରୁଛି, କଂଗ୍ରେସ କରୁଛି ଶାଣିତ ଆକ୍ରମଣମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗକୁ ପୁଣି ତାଜା କରିଦେଲା!-->…
Read More...
Read More...
ତଥାପି ବିଜେଡି ବଢୁଛି…
ଭୁବନେଶ୍ବର: ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ରାଜନୀତି କ୍ୟାରିଅରକୁ ୨୫ବର୍ଷ ଛୁଇଁବ। ଗୋଟିଏ ପରେ ଗୋଟିଏ ବଡ ପ୍ରସଙ୍ଗ ଆଣି ବିରୋଧୀ ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଲେଣି।!-->…
Read More...
Read More...
ନବୀନଙ୍କ ଭାବମୂର୍ତ୍ତି ଏମାନେ ପୋଡ଼ି ଖାଇଦେବେ!
ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ନିଷ୍ପ୍ରଭ ହେବାରେ ଲାଗିଛି। ଦଳର ଭୋଟ ପ୍ରତିଶତ ଦ୍ରୁତ କମୁଥିବା କାରଣରୁ ଯେଉଁ ଗୋଟିଏ ସିଦ୍ଧାନ୍ତରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପହଞ୍ଚିଲେଣି; ତାହା ହେଲା ବିଶେଷ କୌଣସି ପରିସ୍ଥିତି ସୃଷ୍ଟି ନ ହେଲେ ଆସନ୍ତା ଦିନମାନଙ୍କରେ ଯେଉଁ ନିର୍ବାଚନ ହେବ,!-->…
Read More...
Read More...
ବଦଳିଲା ରଣନୀତି: ଉତ୍ତରପ୍ରଦେଶ ପ୍ରୟୋଗଶାଳା
ମହିଳା ଭୋଟବ୍ୟାଙ୍କ ଉପରେ ଏବେ କଂଗ୍ରେସ ଦଳର ଆଖି ବିଧାନସଭାରେ ୪୦ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ହେବେଉତ୍ତରପ୍ରଦେଶରେ ପ୍ରିୟଙ୍କା ଚଳାଇଲେ ଗୋଟି, ଆଗକୁ ଅନ୍ୟ ରାଜ୍ୟରେ
ଲକ୍ଷ୍ନୌ: ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସ୍ତାବରେ ମୋହର ମାରିବାରେ ବିଫଳ ହୋଇଥିବା କଂଗ୍ରେସ!-->!-->!-->…
Read More...
Read More...
ବିଜେପି ପାଇଁ ଅମରିନ୍ଦର ସଂଜୀବନୀ; କେମିତି ଜାଣନ୍ତୁ
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଗୋଟିଏ ନୂଆ ରାଜନୈତିକ ଦଳ ଗଠନ କରିବେ। ଖୁବ୍ ଶୀଘ୍ର ଏହି ଦଳ ଜନ୍ମ ନେବ। ଏକଥା କୌଣସି କଳ୍ପନା ପ୍ରସୂତ ନୁହେଁ। ବରଂ ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରେଭେନ୍ ଥୁକ୍ରାଲ ଏଭଳି ଏକ ସଙ୍କେତ ଦେଇଛନ୍ତି। ଅସଲ କଥା!-->…
Read More...
Read More...
କୁହାଯାଏ, ମାଆଙ୍କ ଲାଗି ରାଜ୍ୟ ଫେରିପାଇଥିଲେ ରାଜା
ଭୁବନେଶ୍ୱର: ଖୋର୍ଦ୍ଧା ନୟାଗଡ ଓ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସୁନାଖଳାଠାରୁ ରାଜ-ରଣପୁର ଦେଇ ଚାନ୍ଦପୁର ମଧ୍ୟରେ ଗୋପାଳପୁର ଠାରୁ ପଶ୍ଚିମକୁ ମଝିିଁଆଖଣ୍ଡ,ଭେଟବର ଆଗକୁ ଜଙ୍ଗଲ ରାସ୍ତାରେ ପ୍ରାୟ ୨୦ କିଲୋମିଟର ପରେ ପଡେ ପ୍ରାକୃତିକ ଶୋଭା ବିମଣ୍ଡିତ ରାଆଁଳର ମାଆ!-->…
Read More...
Read More...
୩୬ ବର୍ଷରେ ୧୬ଥର ବଦଳିଲେଣି ଜର୍ସି, କେବେ ଓ କେମିତି…ଜାଣନ୍ତୁ
ନୂଆଦିଲ୍ଲୀ: ୧୯୮୫ ମସିହାରୁ ୨୦୨୧ ମସିହା ମଧ୍ୟରେ ଟିମ୍ ଇଣ୍ଡିଆ ଅନେକ ଥର ଜର୍ସି ପରିବର୍ତ୍ତନ କରିଛନ୍ତି। ଏ କ୍ଷେତ୍ରରେ ଭାରତୀୟ କ୍ରିକେଟ୍ ଦଳର ରାସ୍ତା ବି ବେଶ୍ ଲମ୍ବା। ବୁଧବାର ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ବକପ୍ ପୂର୍ବରୁ ପୁଣି ଥରେ ଜର୍ସି ବଦଳାଇବା ପରେ ଏହି ପ୍ରସଙ୍ଗଟି ଅନେକ!-->…
Read More...
Read More...
କିଏ ହେବେ ପରବର୍ତ୍ତୀ ପୁଲିସ ଡିଜି?
ବରିଷ୍ଠ ତିନିଜଣଙ୍କ ଭିତରେ ଆସିବେ ପ୍ରଦୀପ କାପୁର, ବିଜୟ ଶର୍ମା ଓ ସୁନୀଲ ବଂଶଲବିଜୟ ଶର୍ମାଙ୍କ କ୍ଷେତ୍ରରେ ସରକାରଙ୍କ ଭୂମିକା କଣ ହେବ ତାହା ଉପରେ ନଜର ଶର୍ମା ଯଦି ତାଲିକାରୁ ବାଦ୍ ପଡିଲେ,ଦୌଡରେ ସାମିଲ ହୋଇପାରନ୍ତି ମନୋଜ ଛାବ୍ରାସନ୍ତୋଷ ଉପାଧ୍ୟାୟଙ୍କୁ ଡିଜି କରିବାକୁ ହେଲେ ଜଣେ!-->…
Read More...
Read More...
ମାଆ ଚର୍ଚ୍ଚିକାଙ୍କ ସଂପର୍କରେ ଜାଣନ୍ତୁ, ଏମିତି କିଛି କଥା
ଭୁବନେଶ୍ୱର: ଓଡ଼ିଶାର ଦେବୀ ପୀଠ ମଧ୍ୟରେ ମାଆ ଚର୍ଚ୍ଚିକାଙ୍କ ପୀଠର ମହିମା କିଛି ନିଆରା। କଟକ ଠାରୁ ୫୦ କି.ମି ଓ ଭୁବନେଶ୍ୱର ଠାରୁ ୬୦ କି.ମି ଦୂରରେ ମହାନଦୀ ତଟବର୍ତ୍ତୀ ରୁଚିକା ପାହାଡ଼ ଉପରେ ମାଆଙ୍କ ପୀଠ ଅବସ୍ଥିତ। ପୈାରାଣିକ ତଥ୍ୟ ଅନୁଯାୟୀ, ମାଆ ଚର୍ଚ୍ଚିକା ହେଉଛନ୍ତି ମାଆ!-->…
Read More...
Read More...