ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ
Browsing Category

ବୈଦେଶିକ ବ୍ୟାପାର

ପଦାରେ ପଡିଲା ପାକିସ୍ତାନର ଚାଲ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନେଇ ଭାରତରେ ଏନଏସଏ ସ୍ତରର ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୭ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ଆଫଗାନିସ୍ତାନର ବ ର୍ମାନର ସ୍ଥିତି ନେଇ ଆଲୋଚନା କରିଥିଲେ। କିନ୍ତୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ବୈଠକରେ ଯୋଗ
Read More...

ଏକାଠି ହେବେ ୭ ଦେଶର ଏନଏସଏ

ଆଜି ଦିଲ୍ଲୀରେ ଏକାଠି ହେବେ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା । ଭାରତର ଆମନ୍ତ୍ରଣ ପରେ ସମସ୍ତେ ଦିଲ୍ଲୀରେ ପହଂଚିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ଆଫଗାନିସ୍ତାନର ସ୍ଥିତି ସହିତ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଭୂମିକାକୁ ନେଇ ମଧ୍ୟ ଆଲୋଚନା ହେବ
Read More...

ଦିଲ୍ଲୀରେ ହେବ ଆଫଗାନିସ୍ତାନ ଚର୍ଚ୍ଚା

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ନେଇ ଚର୍ଚ୍ଚା କରିବାକୁ ଆଜି ଦିଲ୍ଲୀ ଆସି ପହଞ୍ଚିବେ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା। ଏହି ସମୟରେ ସେ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ନଭେମ୍ବର ୧୦ରେ ହେବାକୁ ଥିବା ଏହି ବୈଠକରେ ଆତଙ୍କବାଦ, ଡ୍ରଗ୍ସ
Read More...

ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଦେଖାଇଛି ମିଥ୍ୟା ଅହଂକାର। ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛି ପାକ। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ଡାକ୍ତର ମୋଇଦ ସଫେଦ କହିଛନ୍ତି ଯେ, ସେ ଭାରତ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବେ ନାହିଁ । ନଭେମ୍ବର
Read More...

ଆଜି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ: ରୋମରେ ଜି-୨୦ ଶିଖର ସମ୍ମିଳନୀରେ ବୈଠକରେ ଯୋଗ ଦେବା ପରେ ଏବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କଟଲାଣ୍ଡ ଗ୍ଲାସଗୋରେ ପହଞ୍ଚିଛନ୍ତି।ଗ୍ଲାସଗୋରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ସମୟରେ ଭାରତୀୟ ଲୋକମାନେ ‘ମୋଦୀ ହେ ଭାରତ କି ଗେହନା’ ଗୀତ
Read More...

ଭାରତୀୟ ସୀମାରେ ଉଡିଲା ନେପାଳ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ପୁଣି ପଶିଲା ନେପାଳ ବିମାନ। ନେପାଳ ବିମାନ ଭାରତୀୟ ସୀମାରେ ଉଡୁଥିବାର ଦେଖି ସୁରକ୍ଷାବାହିନୀ ସଜାଗ ହୋଇଯାଇଛନ୍ତି। କୁହାଯାଉଛି ଯେ, ବିମାନଟି ନେପାଳକୁ ଲାଗି ରହିଥିବା ବିହାର ମହରାଜଗଞ୍ଜ ଜିଲ୍ଲାର ସୋନାଉଲି ସହର ଉପରେ ଦୀର୍ଘ ସମୟ ଧରି ଉଡୁଥିବାର ଦେଖିବାକୁ
Read More...

ପାକିସ୍ତାନ ଷଡଯନ୍ତ୍ର ରଚୁଛି; ଭାରତ ଉପରେ କରିବ ଆକ୍ରମଣ!

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକରେ ଚାଲିଛି ଷଡଯନ୍ତ୍ର। ନିକଟରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଓ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟରେ ଏକ ବୈଠକ ବସିଛି।କୁହାଯାଉଛି ଯେ, ଏହି ବୈଠକ ପିଓକେର ମୁଜାଫରବାଦରେ ବସିଥିଲା। ତେବେ ବୈଠକରେ ଭାରତ ଓ ଜମ୍ମୁ କାଶ୍ମୀରରେ କିଭଳି ଅସ୍ଥିରତା ସୃଷ୍ଟି କରାଯିବ ସେ
Read More...

ତାଲିବାନ ପାଇଁ ଆଇଏସ ବିପଦ!

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ପାଇଁ ଅନ୍ୟ ଆତଙ୍କବାଦୀ ସଂଗଠନ ଏକ ସମସ୍ୟା ହୋଇ ରହିଛନ୍ତି। କ୍ଷମତା ଦଖଲ ପରେ ତାଲିବାନ ପକ୍ଷରୁ ଲଗାତର ଗିରଫଦାରୀ କରାଯାଉଛି। ଏବେ ତାଲିବାନ ଇସଲାମିକ ଷ୍ଟେଟ(ଆଇଏସ)ର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କୁ ଆଫଗାନିସ୍ତାନରୁ
Read More...

ଥରିଲା ପାକିସ୍ତାନ; ଭୂକମ୍ପରେ ୨୦ ଲୋକଙ୍କ ମୃତ୍ୟୁ

ଗୁରୁବାର ପାକିସ୍ତାନରେ ଏକ ବଡ଼ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ ପ୍ରାୟ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାକିସ୍ତାନର ହରନେଇ ଅଞ୍ଚଳରେ ଏହି ଭୂକମ୍ପ ହୋଇଛି। ରିକ୍ଟର ସ୍ଲେଲରେ
Read More...

ଆଫଗାନିସ୍ତାନରେ ଅବତରଣ କଲା ଚୀନ ବିମାନ?

କାବୁଲ: ଆମେରିକା ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ବାଗ୍ରାମ ଏୟାରବେସରେ ପ୍ରଥମ ଥର ସାମରିକ ବିମାନ ଅବତରଣ କରିଥିବାର ଦେଖିବାକୁ ମିଳିଛି। ଏହି ବିମାନ ଚୀନ ସେନାର ହୋଇଥାଇପାରେ ବୋଲି ଦାବି କରାଯାଉଛି। କେବଳ ଏତିକି ନୁହେଁ, କିଛି ଦିନ ଧରି ଅନ୍ଧାରରେ ଥିବା ବାଗ୍ରାମ ଏୟାରବେସରେ ଏବେ
Read More...