Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୌସୁମୀ ବାୟୁ ସକ୍ରିୟ ପାଇଁ ପାଗ ଅନୁକୂଳ
ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଉଦ୍ଧାର
ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ
ବିମାନ କ୍ରାସ ଘଟଣାରେ ୫ ଡାକ୍ତରୀ ଛାତ୍ର ମୃତ
ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍ଏ ପରୀକ୍ଷା
ଭୁବନେଶ୍ୱରରୁ ଆବୁଧାବି ଉଡ଼ିଲା ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଝାଡ଼ାବାନ୍ତିରେ ଆଉ ୨ ମୃତ
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା
ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ଲିଷ୍ଟ
Browsing Category
ବୈଦେଶିକ ବ୍ୟାପାର
ୱାସିଂଟନ ଡିସିରେ ଗୁଳିମାଡ, ଜଣେ ମୃତ ଅନେକ ଆହତ
ୱାସିଂଟନ : ଆମେରିକାରେ ପୁଣି ଗୁଳି ମାଡ଼ । ରାଜଧାନୀ ୱାଶିଂଟନ୍ ଡିସିରେ ଗୁଳିମାଡ ହୋଇଛି । ଗୁଳିମାଡରେ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ହେଇଥିବା ଜଣାପଡ଼ିଛି । ସେହିପରି ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ ମିଡିଆର ସୂଚନା ଅନୁସାରେ ହ୍ୱାଇଟ୍ ହାଉସରେ ଅତି!-->…
Read More...
Read More...
କାହିଁକି ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି। ଆସନ୍ତା ୨୧ ତାରିଖରେ ଗୁଜୁରାଟ ଯିବେ ବୋରିସ ଜନସନ। ୨୨ ତାରିଖରେ ଦିଲ୍ଲୀରେ!-->…
Read More...
Read More...
ଭାରତ-ପାକ୍ ସଂପର୍କ ବଢ଼ିବ ନା ଛିଡ଼ିବ?
ଇମ୍ରାନ ଆଉଟ, ଶେହବାଜ ସରିଫ ଇନ
ନୂଆଦିଲ୍ଲୀ: ନିକଟରେ ଇମ୍ରାନ ଖାନଙ୍କୁ ବିଦା କରି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଯୋଗଦେଇଛନ୍ତି ଶାହବାଜ ସରିଫ୍। ସରିଫ୍ ଦାୟିତ୍ବ େନବା ପରେ ଭାରତ ଓ ପାକ୍ ସଂପର୍କରେ ଉନ୍ନତି ଘଟିବ ନା ତିକ୍ତତା ବଢିବ, ସେ ନେଇ ଏବେ ବୁଦ୍ଧିଜୀବୀ ମହଲରେ!-->!-->!-->…
Read More...
Read More...
ପାକିସ୍ତାନକୁ ଧମକାଇଲେ ଭାରତ ଏବଂ ଆମେରିକା
ସରିଫ ସରକାର ବିରୋଧରେ ମିଳିତ ବିବୃତି ଜାରିପାକ୍ ମାଟି ଆତଙ୍କବାଦୀଙ୍କ ପାଇଁ ବ୍ୟବହାର ହେବନି ନିଶ୍ଚିତ କରସବୁ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ
ନୂଆଦିଲ୍ଲୀ: ଇତିମଧ୍ୟରେ ପାକିସ୍ତାନରେ ସରକାର ବଦଳିଛି। ଠିକ୍ ଏହି ସମୟରେ ପାକିସ୍ତାନ ଉପରେ କଡା ଚାପ ସୃଷ୍ଟି!-->!-->!-->…
Read More...
Read More...
ସନ୍ଦିଗ୍ଧକୁ ଧରାଇଦେଲେ ମିଳିବ ୫୦ ହଜାର ଡଲାର
ମଙ୍ଗଳବାର ଆମେରିକାର ସବୁଠୁ ବଡ ସହର ନ୍ୟୁୟର୍କର ବ୍ରୁକଲିନ ସ୍ଥିତି ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ହୋଇଥିଲା । ୧୦ ଜଣଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ । ଏହା ସହ ଦୌଡାଦୌଡିରେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କ ଅବସ୍ଥା ଭଲ!-->…
Read More...
Read More...
ଚିନ୍ତା ବଢ଼ାଇଲାଣି ଚୀନ୍, ସୀମାରେ ଯୁଦ୍ଧାସ୍ତ୍ର ରଖୁଛି କାହିକି?
ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ଧରୁନି। ଏପଟେ ନେପାଳ ଏବଂ ତିଦ୍ଦତ ସୀମାରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ଏବେ ବିଶ୍ବ ସମୁଦାୟକୁ ଆତଙ୍କିତ କଲାଣି। କାରଣ ଚୀନ ଉଭୟ ସୈନ୍ୟ ଓ!-->…
Read More...
Read More...
ଶପଥ ନେଉ ନେଉ ଶାହବାଜ ଇସ୍ତଫା ଦେଇଦେବେ ବୋଲି କାହିଁକି କହିଲେ?
ଇସଲାମବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶାହବାଜ ସରିଫ୍ ଆଜି କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ପାକ୍ ଅଡୁଆ ଛିଡିଲାନି। ଇମ୍ରାନ ଆରମ୍ଭରୁ ଅତ୍ୟନ୍ତ କଡା ଆଭିମୁଖ୍ୟ ଆପଣାଇଥିବା ବେଳେ ଶାହବାଜଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ ସାମ୍ନାକୁ ଆସିିଛି। ପରିସ୍ଥିତି ଏତେ ଗମ୍ଭୀର!-->…
Read More...
Read More...
ପ୍ରଶଂସା କଲେ ବାଇଡେନ୍, ବଢ଼ିଲା ଭାରତର ପତିଆରା
ମୋଦୀ-ବାଇଡେନ୍ ଭର୍ଚୁଆଲ ବୈଠକ ଶେଷ, ଆଗକୁ ସଂପର୍କ ନିବିଡ ହେବ ବୋଲି କହିଲା ଆମେରିକା
ନୂଆଦିଲ୍ଲୀ: ଭାରତର ବୈଦେଶିକ ନୀତି ବିଶ୍ବ ଚମକାଇ ଦେଇଛି। ସାମାନ୍ୟ ଗରମ ଓ ନରମ ଭାଷାରେ ୟୁକ୍ରେନ ପ୍ରସଙ୍ଗରେ ଭାରତକୁ ଚେତାବନୀ ଦେଇ ଆସୁଥିବା ଆମେରିକା ଶେଷରେ ୟୁଟର୍ଣ୍ଣ ମାରିଲା। କେବଳ ସେତିକି!-->!-->!-->…
Read More...
Read More...
ଇମ୍ରାନଙ୍କ ପଦ ଗଲା, ଏବେ ସାହବାଜଙ୍କ ଉପରେ ଆଖି
ନୂଆଦିଲ୍ଲୀ: ଏକ ନାଟକୀୟ ଘଟଣାକ୍ରମରେ ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ ଖାଁ ସରକାରର ପତନ ଘଟିଛି। ଅନାସ୍ଥା ଭୋଟରେ ପରାଜୟ ବରଣ କରିବା ପରେ ସେ କ୍ଷମତାଚ୍ୟୁତ ହୋଇଛନ୍ତି। ଇମ୍ରାନ୍ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ଏଭଳି ବହିଷ୍କୃତ ହୋଇଛନ୍ତି। ଏଥିସହିତ ପାକିସ୍ତାନ ପୁଣିଥରେ!-->…
Read More...
Read More...
ଜରୁରୀ ଅବତରଣ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ
ମଧ୍ୟ ଆମେରିକାରେ ଥିବା କୋଷ୍ଟରିକା ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀକାଳୀନ ଅବତରଣ ବେଳେ ବିମାନଟି ଭାଙ୍ଗିକି ଦୁଇ ଖଣ୍ଡ ହୋଇଯାଇଛି । ଏହି ବିମାନ ଦୁର୍ଘଟଣାର କିଛି ଫଟୋ ଏବେ ସାମନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ,କୋଷ୍ଟରିକାର ଜୁଆନ ସାନ୍ତା!-->…
Read More...
Read More...