ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ଅପରାଧ

ରାଜାକୁ ମାରିଦେଲା ରାଜଧାନୀ ଡ୍ରେନ!

ଭୁବନେଶ୍ବର: ମାଆ ମୁଁ ୫ ମିନିଟରେ ଆସୁଛି..ଏତିକି କହି ରାଜା ଯାଇଛି ଯେ ଯାଇଛି ...। ରାଜଧାନୀର ମୁକୁଳା ଡ୍ରେନ ରାଜାକୁ ସବୁଦିନ ପାଇଁ ଭସାଇନେଇଛି । ୧୯ ଘଂଟା ଧରି ପାଣି ଭିତରେ ପୁଅକୁ ଖୋଜାଚାଲିଥିଲା, ଏପଟେ ମାଆ ଅନ୍ଧ ଲଉଡିର ଆସିବା ବାଟକୁ ଚାହିଁ ରହିଥିଲା । ରାତି ପାହିଗଲା.. ହେଲେ
Read More...

ପୁଲିସକୁ ରାତି ଅନିଦ୍ରା କରାଇଦେଲା ଅଭିଯୁକ୍ତ

ଭୁବନେଶ୍ବର: ଅଭିଯୁକ୍ତକୁ ଧରିବାକୁ ଆସି ହଟ୍ଟହଟ୍ଟା ହେଲା ପୁଲିସ। ଛତ୍ରପୁରକୁ ଅଭିଯୁକ୍ତକୁ ଧରିବାକୁ ଆସି ଭଦ୍ରକ ପୁଲିସକୁ ନାକେଦମ ହେବାକୁ ପଡିଛି। ପୁଲିସ ଆସିଥିବା ଜାଣି ଘରର କବାଟ ବନ୍ଦ କରିଦେଇଥିଲା ଅଭିଯୁକ୍ତ। ଶେଷରେ ସାରା ରାତି ଅଭିଯୁକ୍ତର ଘର ଆଗରେ ଅନିଦ୍ରା ହୋଇ ବସିରହିଥିଲା
Read More...

ରାକ୍ଷସ ପାଲଟିଗଲା ଯୁବକ; ହତ୍ୟା ପରେ…

ଜୟପୁର: ନିଶାରେ ବେଳେ ବେଳେ ମଣିଷ ଅମଣିଷ ପାଲଟିଯାଏ। ରାକ୍ଷସ ପାଲଟିବାକୁ ମଧ୍ୟ ପଛାଏନାହିଁ। ରାଜସ୍ଥାନ ହନୁମାନଗଡ଼ରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଜଣେ ୬୦ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଛି ୧୯ ବର୍ଷର ଯୁବକ। ଆଉ ଦୁଷ୍କର୍ମ ଉଦ୍ୟମରେ
Read More...

ଦିଦିଙ୍କ ପାଖକୁ ଏତେ ସମ୍ପତ୍ତି କେଉଁଠୁ ଆସିଲା?

ଭୁବନେଶ୍ବର: ଅଙ୍ଗନବାଡି ଦିଦିଙ୍କ ପାଖରେ ଏତେ ସମ୍ପତ୍ତି କେଉଁଠୁ ଆସିଲା? ଅଙ୍ଗନବାଡି ଦିଦିଙ୍କ ଦରମା ୭ ହଜାର ୫୦୦ ଟଙ୍କା। ସେଥିରେ ଗୋଟେ ଘର କିଣିବା କଷ୍ଟକର; ଗାଡି କିଣିବା ବି। ଏପରିସ୍ଥଳେ ରାଜଧାନୀର ଜଣେ ଅଙ୍ଗନବାଡି ଦିଦିଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଆପଣ ବି ତାଜୁବ ହୋଇଯିବେ।
Read More...

ମୁମ୍ବାଇରେ ନିର୍ଭୟା ଘଟଣାର ପୁନରାବୃତ୍ତି

ଯେବେ ରାକ୍ଷସ ପାଲଟିଯାଏ ମଣିଷ... ମୁମ୍ବାଇ: ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି। ଦୁଷ୍ମର୍ମ ପରେ ପୀଡିତାଙ୍କୁ ଲୁହାରଡ଼ ମାରପିଟ କରିବା ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ଼ ଭର୍ତି କରିଦେଇଛନ୍ତି ଦୁଷ୍କର୍ମକାରୀ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମୁମ୍ବାଇରେ। ପୀଡିତାଙ୍କ
Read More...

କାହିଁକି ଗିରଫ ହେବେନି ମାନସ ଦାସ?

ମାନସଙ୍କ ଗିରଫ ଦାବିରେ ୧୧ ଆଦିବାସୀ ସଂଗଠନ ରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର: କିଛି ଦିନ ହେବ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ବିରୋଧରେ ନିର୍ଯାତନାର ତାଲିକା ଲମ୍ବିଚାଲିଛି। କେମିତି ମାନସ ଦାସ ନିଜର ଦବଦବା ଦେଖାଇ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ ତାର ଚିତ୍ର ମଧ୍ୟ
Read More...

‘ଶଙ୍ଖା ସିନ୍ଦୁର ପିନ୍ଧିବନି, ମାନ୍ୟବର ଡାକିବ’

ଭୁବନେଶ୍ବର: ମାନବବାଦ ସଂଗଠନରେ ସାମିଲ ହେବାକୁ ହେଲେ ମାନିବାକୁ ହେବ ସମସ୍ତ ନିୟମ। ମାନବବାଦ ସଂଗଠନର ଏବେ ଗୋଟେ ପରେ ଗୋଟେ ଗୁମର ପଦାକୁ ଆସିବାରେ ଲାଗିଛି। ନିଜକୁ ମାନବବାଦୀ ସଂଗଠନର ମୁଖ୍ୟ କହୁଥିବା ମାନସ ଦାସ କିଭଳି ଗରିବ ଓ ନିଃସହାୟ ଲୋକଙ୍କୁ ନିର୍ଯାତନା ଦେଉଥିଲା ତାର ଚିତ୍ର ଏବେ
Read More...

କେମିତି କରୁଥିଲେ ଏଟିଏମରୁ ଲୁଟ୍, ଡେମୋ ଦେଖାଇଲେ

ଭୁବନେଶ୍ବର: ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ। ଆଉ ଲୁଟ କରି ଚମ୍ପଟ ମାରୁଥିଲେ। ଭୁବନେଶ୍ୱର ବଢେଇବାଙ୍କ ଏସ୍‌ବିଆଇ ଏଟିଏମ ଲୁଟ ଘଟଣାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇଥିଲା। ସ୍ପଟରେ ସେମାନେ କେମିତି ଉପାୟରେ ଲୁଟ କରିଥିଲେ
Read More...

ନିଶାମାଫିଆଙ୍କ ଗଡ୍‌ଫାଦର କିଏ ?(୨)

ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଲାଣି ଉପକୂଳ ଓ ଉତ୍ତର ଓଡ଼ିଶାଦିନ ଦି'ପହରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର ଚାଲିଛିସମସ୍ତେ ସବୁ ଜାଣୁଛନ୍ତି, କାହାର କିନ୍ତୁ ନିଦଭାଙ୍ଗୁନି କି ମିଳିତ ଚଢାଉ ନାହିଁରାଜ୍ୟରେ କାହା ସ୍ବାର୍ଥରେ କାମ କରୁଛି ଅବକାରୀ ବିଭାଗ?ମନ୍ତ୍ରୀ କି କାମରେ
Read More...

ପୂରା ଓଡ଼ିଶାରେ ମାତିଛନ୍ତି ନିଶା ମାଫିଆ (୧)

ଉତ୍ତର ଓ ଉପକୂଳରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାରପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଫ୍ ସିରଫ ରାକେଟ୍ ମାତିଛନ୍ତିଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି ଗଞ୍ଜେଇଅବକାରୀ ବିଭାଗ-ପୁଲିସ-କ୍ରାଇମବ୍ରାଞ୍ଚ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁକାହା
Read More...