ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି
Browsing Category

ଅପରାଧ

କିଙ୍ଗ ଖାନ୍‌ଙ୍କ ପୁଅକୁ ଜେରା

ମୁମ୍ବାଇ: ସମୁଦ୍ର ମଝିରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି ମାମଲାରେ ବଡ ଖବର ସାମ୍ନାକୁ ଆସୁଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ ଚଢାଉ ବେଳେ ଜାଣିବାକୁ ପାଇଛି ଯେ ଏଥିରେ ବିଶିଷ୍ଟ ଅଭିନେତାଙ୍କ ପୁଅ ବି ସାମିଲ ଥିଲେ। ଏହି କ୍ରମରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ
Read More...

କିଏ ସେହି ପୁଲିସ; ଯିଏ ମନୀଷଙ୍କୁ ପିଟିପିଟି ମାରିଦେଲେ?

କାନପୁର: ସ୍ଥାନୀୟ କାନପୁରର ପ୍ରପର୍ଟି ଡିଲର ମନୀଷ ଗୁପ୍ତାଙ୍କୁ ଗୋରଖପୁର ପୁଲିସ ପିଟିପଟି ହତ୍ୟା କରିଥିବା ମାମଲାରେ କିଛି ଫଟୋ ସାମନାକୁ ଆସିଛି। ରାମଗଡ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଜଗତ ନାରାୟଣ ସିଂ,ଓ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ହୋଟେଲ ରୁମରେ ପରିଚୟ ପତ୍ର ଯାଂଚ କରୁଥିବା
Read More...

ଆତଙ୍କବାଦୀ ବାବର ବଖାଣିଲା ଗହନ କଥା

ନୂଆଦିଲ୍ଲୀ: ଭାରତରେ ଗତ ୧୮ ତାରିଖରେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ଅଲ୍ଲୀ ବାବର ପାତ୍ର ଆତଙ୍କବାଦ ଯୋଗଦାନ ପଛର ରହସ୍ୟ ଖୋଲିଛି। କାହିଁକି ସେ ଲସ୍କର ଏ ତୋଏବା ଭଳି ଆତଙ୍କବାଦ ସଙ୍ଗଠନରେ ଯୋଗଦେଇଥିଲା, ତାର କାରଣ ସେ ନିଜେ ଭାରତର ସୁରକ୍ଷା କର୍ତ୍ତୃପକ୍ଷଙ୍କ ସାମ୍ନାରେ
Read More...

ଟିକା ନେଉଥିଲେ ମହିଳା, ଏପଟେ ଚୋର..

ଭୁବନେଶ୍ବର: ଟିକା ନେବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରାଜଧାନୀରେ। ଭୁବନେଶ୍ୱର କଳିଙ୍ଗବିହାର ଅଞ୍ଚଳରେ ଜଣେ ମହିଳା ଟିକା ନେବାକୁ ଯାଇଥିଲେ। ଆଉ ଏହାର ଫାଇଦା ନେଇ କିଛି ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା
Read More...

ଭୟଙ୍କର ବିସ୍ଫୋରଣରେ ଭୁଶୁଡିଲା ଥାନା

ଭୁବନେଶ୍ବର: ଥାନା ଭିତରେ ଭୟଙ୍କର ବିସ୍ପୋରଣ। ବିସ୍ଫୋରଣରେ ଭୁଶୁଡିଲା ଥାନାର କାନ୍ଥ। ଉଡିଗଲା ଛାତ। ପୁରୀ ବଳଙ୍ଗା ଥାନାରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଢଙ୍ଗରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡମଣ୍ଡଳ ଥରିଉଠିଥିଲା। ପୂରା ଥାନା ଏବେ ମାଟିରେ
Read More...

ସୀମାରେ ଅପେକ୍ଷା କରିଛନ୍ତି ଆତଙ୍କୀ, ପଶିବେ!

ପାର୍ବଣରେ ଭାରତରେ ଅଘଟଣ ଘଟାଇବା ପାଇଁ ଯୋଜନା, ସତର୍କ କଲା ଗୁଇନ୍ଦା ଜମ୍ମୁ ଓ କାଶ୍ମୀର: ଭାରତ ଉପରେ ଆଫଗାନୀ ଆତଙ୍କୀ ବିପଦ। ପାର୍ବଣ ଋତୁ ପୂର୍ବରୁ ଭାରତରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ନେଇ ଯୋଜନା କରାଯାଉଛି। ଭାରତରେ ଅନୁପ୍ରବେଶ କରିପାରନ୍ତି ପାକ ସମର୍ଥିତ ୪୦ ଆଫଗାନି ଆତଙ୍କୀ।
Read More...

କ’ଣ ଥିଲା ସେହି ଭିଡିଓରେ? ଯାହାର ଭୟରେ ମହନ୍ତ ନେଲେ ଏଭଳି ନିଷ୍ପତ୍ତି…

ଲକ୍ଷ୍ନୌ: ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଯୋଗୀଙ୍କ ରାଜ୍ୟରେ ଜଣେ ସାଧୁ ଓ ମଠର ମହନ୍ତଙ୍କ ଆତ୍ମହତ୍ୟା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି
Read More...

ମହନ୍ତଙ୍କ ସୁଇସାଇଡ ନୋଟରେ ସତ କେତେ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ବିବାଦ ତେଜିବାରେ ଲାଗିଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଯାଞ୍ଚ ଜାରି ରଖିଛି । ତେବେ ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ ନୋଟ କେତେ ସତ ଏବଂ ଏହା
Read More...

ରାଜାକୁ ମାରିଦେଲା ରାଜଧାନୀ ଡ୍ରେନ!

ଭୁବନେଶ୍ବର: ମାଆ ମୁଁ ୫ ମିନିଟରେ ଆସୁଛି..ଏତିକି କହି ରାଜା ଯାଇଛି ଯେ ଯାଇଛି ...। ରାଜଧାନୀର ମୁକୁଳା ଡ୍ରେନ ରାଜାକୁ ସବୁଦିନ ପାଇଁ ଭସାଇନେଇଛି । ୧୯ ଘଂଟା ଧରି ପାଣି ଭିତରେ ପୁଅକୁ ଖୋଜାଚାଲିଥିଲା, ଏପଟେ ମାଆ ଅନ୍ଧ ଲଉଡିର ଆସିବା ବାଟକୁ ଚାହିଁ ରହିଥିଲା । ରାତି ପାହିଗଲା.. ହେଲେ
Read More...

ପୁଲିସକୁ ରାତି ଅନିଦ୍ରା କରାଇଦେଲା ଅଭିଯୁକ୍ତ

ଭୁବନେଶ୍ବର: ଅଭିଯୁକ୍ତକୁ ଧରିବାକୁ ଆସି ହଟ୍ଟହଟ୍ଟା ହେଲା ପୁଲିସ। ଛତ୍ରପୁରକୁ ଅଭିଯୁକ୍ତକୁ ଧରିବାକୁ ଆସି ଭଦ୍ରକ ପୁଲିସକୁ ନାକେଦମ ହେବାକୁ ପଡିଛି। ପୁଲିସ ଆସିଥିବା ଜାଣି ଘରର କବାଟ ବନ୍ଦ କରିଦେଇଥିଲା ଅଭିଯୁକ୍ତ। ଶେଷରେ ସାରା ରାତି ଅଭିଯୁକ୍ତର ଘର ଆଗରେ ଅନିଦ୍ରା ହୋଇ ବସିରହିଥିଲା
Read More...