Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ଅପରାଧ
ଲୋକେ ଅଶ୍ବିନୀ ବୈଷ୍ଣବଙ୍କୁ ଗୁହାରି କରିଥିଲେ, ଫଳ ଆସିଲା
ମାଲକାନଗିରି ଡାକବିଭାଗ କେଳେଙ୍କାରୀର ସିବିଆଇ ତଦନ୍ତ ହେବକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ଫେରାଦ ହୋଇଥିଲେ ଲୋକେତତ୍କାଳ ବିଭାଗୀୟ ଅଧିକାରୀଙ୍କୁ ଡାକି ଅସନ୍ତୋଷ ଝାଡ଼ିଥିଲେ ଅଶ୍ବିନୀମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ତନାଘନା କରିିଥିବା ସୂଚନା୨.୪୪କୋଟି!-->…
Read More...
Read More...
ମୋଦୀଙ୍କ ମନ୍ତ୍ରୀଙ୍କୁ ଠାକ୍ରେଙ୍କ ପୁଲିସ ବାନ୍ଧିଲା, ତା’ ପରେ…
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡିଛି। ଆଜି ଏହି ପ୍ରସଙ୍ଗରେ ତାଙ୍କୁ ଗିରଫ କରାଯାଇଛି। ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମାଇକ୍ରୋ, କ୍ଷୁଦ୍ର ଏବଂ!-->…
Read More...
Read More...
ଛାତ୍ରଙ୍କ ଠାରୁ ଲୁଟିନେଲେ ଅଢେଇ ଲକ୍ଷ, କେମିତି ଜାଣନ୍ତୁ
ଯୁବତୀଙ୍କୁ ମୋହରା କରି ଅନଲାଇନରେ ଠକୁଛନ୍ତି ସାଇବର୍ ଠକ
ଭୁବନେଶ୍ବର ଦିନକୁ ଦିନ ଅନଲାଇନ ଲୁଟେରାଙ୍କ ସଂଖ୍ୟା ବଢିବାର ଲାଗିଛି, ଟଙ୍କା ଲୁଟିବାକୁ ଠକ ଆପଣାଉଛନ୍ତି ନୂଆ ନୂଆ କୌଶଳ। ଏବେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କୁ ମୋହରା କରି ଛଦ୍ମବେଶୀ ସାଇବର୍ ଠକ ଲକ୍ଷଲକ୍ଷ ଟଙ୍କା ରୋଜଗାର!-->!-->!-->…
Read More...
Read More...
ଆଜି ବି ଧରପଗଡ ଜାରି ରଖିଛି ଭିଜିଲାନ୍ସ
ଭୁବନେଶ୍ବର: ଆକ୍ଟିଭ ମୋଡରେ ଭିଜିଲାନ୍ସ । ଯେଉଁ ମାନଙ୍କ ନାଁରେ ଅର୍ଥ ହେରଫେର କି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ଆସୁଛି ସେମାନଙ୍କୁ ଖୋଜିଖୋଜି ଧରୁଛି ଭିଜିଲାନ୍ସ । ଆଜି ସୁପରଭାଇଜରଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲଲତା ଦାସଙ୍କ ଘରେ!-->…
Read More...
Read More...
ଡ୍ରାଇଭର ରଚିଥିଲା ଅପହରଣ ନାଟକ
ଭୁବନେଶ୍ବର: ଅପହରଣ ପଛର ମାଷ୍ଟରମାଇଣ୍ଡ ଥିଲା ଡ୍ରାଇଭର। ଆସିକା ରୋଡରେ ଥିବା ଏକ୍ସିକ୍ସ ବ୍ୟାଙ୍କ ସାମନାରୁ ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୁଲିସ। ଅପହରଣ ଓ ଲୁଟ ପଛରେ ଆଉ କେହି ନୁହେଁ ନିଜେ ଭ୍ୟାନ ଡ୍ରାଇଭର ହିଁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି।
!-->!-->!-->…
Read More...
Read More...
ଓଡ଼ିଶା ପୁଲିସ କେଉଁ କାମରେ ବ୍ୟସ୍ତ ଅଛି?
ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍ ତନାଘନା ଜାରି ରଖିଛି। ଘଟଣା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ଅଧିକାରୀ, ବ୍ୟକ୍ତିଙ୍କୁ ଘଣ୍ଟା ଘଣ୍ଟା ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ। ଗଜପତି ପୁଲିସ କ୍ଲିନ୍ଚିଟ୍ ଦେଇଥିବା!-->…
Read More...
Read More...
ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ!
ପୁଣି ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ମହଙ୍ଗା ପଡିଲେ ବୋହୂ, ରାଜନୀତି କ୍ୟାରିଅରକୁ ବିପଦ ସାଂସଦ ଭର୍ତ୍ତୃହରିଙ୍କ ସମେତ ସ୍ବାମୀ ଏବଂ ଶାଶୁଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗଅଧିକ ଯୌତୁକ ଦାବି କରି ଜୀବନରେ ମାରିଦେବାକୁ ବି ଧମକ ଦେଉଥିଲେ ବୋଲି ଲେଖିଛନ୍ତିବୋହୂ ସାକ୍ଷୀଙ୍କ!-->…
Read More...
Read More...
ଅଳ୍ପକେ ବର୍ତ୍ତିଗଲେ ବିଧାୟକ ସଂଜୀବ ମଲ୍ଲିକ
ଭୁବନେଶ୍ବର; ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଧାୟକ ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବରରୁ ଭଦ୍ରକ ଯିବା ବାଟରେ ଛତିଆ ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଗାଡିଟି ଭାଙ୍ଗିରୁଜି ଯାଇଥିଲେ ହେଁ, ବିଧାୟକ ଶ୍ରୀ ମଲ୍ଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।!-->…
Read More...
Read More...
ସୌମ୍ୟଙ୍କୁ କିଏ ମାରିଲା, ଏବେ କ୍ରାଇମବ୍ରାଞ୍ଚ କାଢିବ
ସରକାରଙ୍କ ମୁଣ୍ଡରେ ପାହାଡ ଭଳି ବଦନାମ ଲଦିବା ପରେ ଚେତିଲେ ବାବୁବହୁଚର୍ଚ୍ଚିତ ଏହି ମାମଲା ଉପରୁ ପରଦା ହଟାଇ ପାରିଲାନି ପୁଲିସ, ଫେଲ୍ ମାରିଲାଶେଷରେ ପୁଲିସ ମହାନିର୍ଦେଶକ ଅଭୟ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ପ୍ରଦାନ କଲେଜଣେ ଡିଏସପିଙ୍କ ନେତୃତ୍ବରେ ତିନିଜଣିଆ ଟିମ୍ ଏବେ ମାମଲାର!-->…
Read More...
Read More...
ମିଳିମିଶି ବିରଞ୍ଚି ପ୍ରସଙ୍ଗକୁ ଗିଳିଦେଲେ!
କେଉଁଠି ଅଟକିଗଲା ଭିଜିଲାନ୍ସ ତଦନ୍ତ ଆଉ କେହି ମୁହଁ ଖୋଲୁନାହାନ୍ତିଗଣମାଧ୍ୟମ ଚୁପ୍ ପଡିଗଲା, ବିରୋଧୀ ରାଜନୈତିକ ଦଳ ନେତା ବିକମିସନଙ୍କ ଅଧ୍ୟକ୍ଷ ଓ ସଦସ୍ୟଙ୍କ ପ୍ରତି ସରକାରଙ୍କ ଏତେ ଦରଦ କାହିଁକି?
ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବହୁ!-->!-->!-->…
Read More...
Read More...