Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍ ଓ ପାଂଶୁଲ ନିଟ୍-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି
Browsing Category
ଅପରାଧ
ରାକ୍ଷସ ପାଲଟିଗଲା ଯୁବକ; ହତ୍ୟା ପରେ…
ଜୟପୁର: ନିଶାରେ ବେଳେ ବେଳେ ମଣିଷ ଅମଣିଷ ପାଲଟିଯାଏ। ରାକ୍ଷସ ପାଲଟିବାକୁ ମଧ୍ୟ ପଛାଏନାହିଁ। ରାଜସ୍ଥାନ ହନୁମାନଗଡ଼ରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଜଣେ ୬୦ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଛି ୧୯ ବର୍ଷର ଯୁବକ। ଆଉ ଦୁଷ୍କର୍ମ ଉଦ୍ୟମରେ!-->…
Read More...
Read More...
ଦିଦିଙ୍କ ପାଖକୁ ଏତେ ସମ୍ପତ୍ତି କେଉଁଠୁ ଆସିଲା?
ଭୁବନେଶ୍ବର: ଅଙ୍ଗନବାଡି ଦିଦିଙ୍କ ପାଖରେ ଏତେ ସମ୍ପତ୍ତି କେଉଁଠୁ ଆସିଲା? ଅଙ୍ଗନବାଡି ଦିଦିଙ୍କ ଦରମା ୭ ହଜାର ୫୦୦ ଟଙ୍କା। ସେଥିରେ ଗୋଟେ ଘର କିଣିବା କଷ୍ଟକର; ଗାଡି କିଣିବା ବି। ଏପରିସ୍ଥଳେ ରାଜଧାନୀର ଜଣେ ଅଙ୍ଗନବାଡି ଦିଦିଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଆପଣ ବି ତାଜୁବ ହୋଇଯିବେ।
!-->!-->!-->…
Read More...
Read More...
ମୁମ୍ବାଇରେ ନିର୍ଭୟା ଘଟଣାର ପୁନରାବୃତ୍ତି
ଯେବେ ରାକ୍ଷସ ପାଲଟିଯାଏ ମଣିଷ...
ମୁମ୍ବାଇ: ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି। ଦୁଷ୍ମର୍ମ ପରେ ପୀଡିତାଙ୍କୁ ଲୁହାରଡ଼ ମାରପିଟ କରିବା ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ଼ ଭର୍ତି କରିଦେଇଛନ୍ତି ଦୁଷ୍କର୍ମକାରୀ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମୁମ୍ବାଇରେ। ପୀଡିତାଙ୍କ!-->!-->!-->…
Read More...
Read More...
କାହିଁକି ଗିରଫ ହେବେନି ମାନସ ଦାସ?
ମାନସଙ୍କ ଗିରଫ ଦାବିରେ ୧୧ ଆଦିବାସୀ ସଂଗଠନ ରାସ୍ତାକୁ ଓହ୍ଲାଇଲେ
ଭୁବନେଶ୍ବର: କିଛି ଦିନ ହେବ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ବିରୋଧରେ ନିର୍ଯାତନାର ତାଲିକା ଲମ୍ବିଚାଲିଛି। କେମିତି ମାନସ ଦାସ ନିଜର ଦବଦବା ଦେଖାଇ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ ତାର ଚିତ୍ର ମଧ୍ୟ!-->!-->!-->…
Read More...
Read More...
‘ଶଙ୍ଖା ସିନ୍ଦୁର ପିନ୍ଧିବନି, ମାନ୍ୟବର ଡାକିବ’
ଭୁବନେଶ୍ବର: ମାନବବାଦ ସଂଗଠନରେ ସାମିଲ ହେବାକୁ ହେଲେ ମାନିବାକୁ ହେବ ସମସ୍ତ ନିୟମ। ମାନବବାଦ ସଂଗଠନର ଏବେ ଗୋଟେ ପରେ ଗୋଟେ ଗୁମର ପଦାକୁ ଆସିବାରେ ଲାଗିଛି। ନିଜକୁ ମାନବବାଦୀ ସଂଗଠନର ମୁଖ୍ୟ କହୁଥିବା ମାନସ ଦାସ କିଭଳି ଗରିବ ଓ ନିଃସହାୟ ଲୋକଙ୍କୁ ନିର୍ଯାତନା ଦେଉଥିଲା ତାର ଚିତ୍ର ଏବେ!-->…
Read More...
Read More...
କେମିତି କରୁଥିଲେ ଏଟିଏମରୁ ଲୁଟ୍, ଡେମୋ ଦେଖାଇଲେ
ଭୁବନେଶ୍ବର: ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ। ଆଉ ଲୁଟ କରି ଚମ୍ପଟ ମାରୁଥିଲେ। ଭୁବନେଶ୍ୱର ବଢେଇବାଙ୍କ ଏସ୍ବିଆଇ ଏଟିଏମ ଲୁଟ ଘଟଣାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇଥିଲା। ସ୍ପଟରେ ସେମାନେ କେମିତି ଉପାୟରେ ଲୁଟ କରିଥିଲେ!-->…
Read More...
Read More...
ନିଶାମାଫିଆଙ୍କ ଗଡ୍ଫାଦର କିଏ ?(୨)
ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଲାଣି ଉପକୂଳ ଓ ଉତ୍ତର ଓଡ଼ିଶାଦିନ ଦି'ପହରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର ଚାଲିଛିସମସ୍ତେ ସବୁ ଜାଣୁଛନ୍ତି, କାହାର କିନ୍ତୁ ନିଦଭାଙ୍ଗୁନି କି ମିଳିତ ଚଢାଉ ନାହିଁରାଜ୍ୟରେ କାହା ସ୍ବାର୍ଥରେ କାମ କରୁଛି ଅବକାରୀ ବିଭାଗ?ମନ୍ତ୍ରୀ କି କାମରେ!-->…
Read More...
Read More...
ପୂରା ଓଡ଼ିଶାରେ ମାତିଛନ୍ତି ନିଶା ମାଫିଆ (୧)
ଉତ୍ତର ଓ ଉପକୂଳରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାରପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଫ୍ ସିରଫ ରାକେଟ୍ ମାତିଛନ୍ତିଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି ଗଞ୍ଜେଇଅବକାରୀ ବିଭାଗ-ପୁଲିସ-କ୍ରାଇମବ୍ରାଞ୍ଚ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁକାହା!-->…
Read More...
Read More...
ଲୋକେ ଅଶ୍ବିନୀ ବୈଷ୍ଣବଙ୍କୁ ଗୁହାରି କରିଥିଲେ, ଫଳ ଆସିଲା
ମାଲକାନଗିରି ଡାକବିଭାଗ କେଳେଙ୍କାରୀର ସିବିଆଇ ତଦନ୍ତ ହେବକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ଫେରାଦ ହୋଇଥିଲେ ଲୋକେତତ୍କାଳ ବିଭାଗୀୟ ଅଧିକାରୀଙ୍କୁ ଡାକି ଅସନ୍ତୋଷ ଝାଡ଼ିଥିଲେ ଅଶ୍ବିନୀମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ତନାଘନା କରିିଥିବା ସୂଚନା୨.୪୪କୋଟି!-->…
Read More...
Read More...
ମୋଦୀଙ୍କ ମନ୍ତ୍ରୀଙ୍କୁ ଠାକ୍ରେଙ୍କ ପୁଲିସ ବାନ୍ଧିଲା, ତା’ ପରେ…
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡିଛି। ଆଜି ଏହି ପ୍ରସଙ୍ଗରେ ତାଙ୍କୁ ଗିରଫ କରାଯାଇଛି। ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମାଇକ୍ରୋ, କ୍ଷୁଦ୍ର ଏବଂ!-->…
Read More...
Read More...