ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର
Browsing Category

ଅର୍ଥନୀତି

ହଠାତ୍ କାହିଁକି ମହଙ୍ଗା ହେଲା କାର୍

ନୂଆବର୍ଷରୁ ମହଙ୍ଗା ହେଲା ଅନେକ କମ୍ପାନିର ଗାଡିଭଲଭୋ ଗାଡି ଗୁଡିକର ମୂଲ୍ୟ ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧିକଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ମୂଲ୍ୟ ବୃଦ୍ଧି ପାଇଥିବା ସୂଚନା ନୂଆଦିଲ୍ଲୀ: ଲୋକମାନେ ନୂଆ ବର୍ଷ ଉତ୍ସାହର ସହ ସ୍ବାଗତ କରୁଛନ୍ତି । ନୂଆ ବର୍ଷରେ ଅନେକ ଜିନିଷର ଦାମ ଖସିଥିବା
Read More...

ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ବଡ ଝଟକା

୨୦୨୨ରେ ବୃଦ୍ଧି ପାଉଛି ଜିଏସ୍ଟି ଟ୍ୟାକ୍ସଏଟିଏମ୍‌ ଟ୍ରାନ୍‌ଜାକ୍ସନ, ରେଡିମେଡ୍‌ ପୋଷାକ,ଜୋତା ଏବଂ ଅନ୍ଲାଇନ୍‌ରେ ଖାଦ୍ୟ ଅର୍ଡରରେ ଟିକସ ଲାଗୁପୋଷାକ ଉପରେ ଜିଏସ୍ଟି ହାର ୫% ରୁ ୧୨%କୁ ବୃଦ୍ଧି ଭୁବନେଶ୍ବର: ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିର ଲାଗିପାରେ ବଡ
Read More...

ବିଜୁଙ୍କ କର୍ମଭୂମିରେ ଦେଶର ବଡ ଇସ୍ପାତ କାରଖାନା କରାଇବେ ନବୀନ

୧ଲକ୍ଷ କୋଟି ନିବେଶ କରିବ ଆର୍ସେଲର ମିତ୍ତଲ ନିପନ୍ କଂପାନି୭ବର୍ଷରେ ପ୍ରକଳ୍ପ ସରିବ ଓ ୧୬ ହଜାର ଲୋକଙ୍କୁ ନିଯୁକ୍ତି ମିଳିବଅନ୍ୟତମ ବଡ ସିମେଣ୍ଟ କାରଖାନା ବି ହେବ ମହାକାଳପଡାରେଭିତ୍ତିଭୂମି ଯୋଗାଣ ତଦାରଖ କରିବ ମୁଖ୍ୟସଚିବଙ୍କ କମିଟି ଭୁବନେଶ୍ୱର: କରୋନା କାଳରେ ସମସ୍ତେ ହନ୍ତସନ୍ତ
Read More...

ଜାନୁଆରୀରୁ ମହଙ୍ଗା ହେବ କାର୍‌!

ନୂଆଦିଲ୍ଲୀ: ନୂଆବର୍ଷରୁ ବଢିପାରେ ସବୁ କାରର ମୂଲ୍ୟ। ମହାମାରୀ କରୋନା କାରଣରୁ ୨୦୨୧ ଗାଡି ନିର୍ମାତା ଓ ଗ୍ରାହକଙ୍କ କିଛି ଖାସ ନଥିଲା। ଗାଡି ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । ଯାନବାହାନ ଉତ୍ପାଦନ ମୂଲ୍ୟର ବୃଦ୍ଧି ହେତୁ କମ୍ପାନିଗୁଡିକ ମଧ୍ୟ ସେମାନଙ୍କ କାରର ମୂଲ୍ୟ କ୍ରମାଗତ
Read More...

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ

ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦିଲ୍ଲୀ ସରକାର ପେଟ୍ରୋଲ ଦର କମାଇଛନ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ପେଟ୍ରୋଲ ଦର କମ କରାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଯାହା ପରେ ପେଟ୍ରୋଲ ଦର ୮ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ସରକାର ବୈଠକରେ ପେଟ୍ରୋଲ ଉପରୁ ଭ୍ୟାଟକୁ ୩୦ ପ୍ରତିଶତରୁ କମ୍
Read More...

ଦିଆସିଲି କାଠିରୁ ଗ୍ୟାସ ସିଲିଣ୍ଡର ସବୁ ମହଙ୍ଗା

ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡ଼। ଆଜିଠୁ ଅର୍ଥାତ୍ ଡିସେମ୍ବର ୧ରୁ ୬ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁଥିପାଇଁ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଦିଆସିଲି କାଠିରୁ ନେଇକି ଗ୍ୟାସ ସିଲିଣ୍ଡର,ଟିଭି ଦେଖିବାଠୁ ନେଇକି ମୋବାଇଲରେ କଥା ହେବା ପର୍ଯ୍ୟନ୍ତ ଆପଣଙ୍କୁ
Read More...

ଡିସେମ୍ବରରୁ ବଦଳିଯିବ ଏହି ସବୁ ନିୟମ…

ଭୁବନେଶ୍ବର: ଡିସେମ୍ବର ପହିଲାରୁ ଆପଣଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଶସ୍ତା ହୋଇପାରେ ଏଲପିଜି ଗ୍ୟାସ ସିଲିଣ୍ଡର। ରୋଷେଇ ଗ୍ୟାସଠୁ ଆରମ୍ଭ କରି ବ୍ୟାକିଂ ଏବଂ ପେନସନ ସହ ଜଡିତ କିଛି ନିୟମ ବଦଳିବ। ଏବେ ଆସନ୍ତୁ ଜାଣିବା କେଉଁ ନିୟମରେ
Read More...

ଜିଓ ରିଚାର୍ଜ ମହଙ୍ଗା; କେଉଁ ପ୍ଲାନ ପାଇଁ କେତେ ଟଙ୍କା?

ଭୁବନେଶ୍ବର: ଜିଓ ଗ୍ରାହକଙ୍କୁ ଝଟକା। ଏଣିକି ଜିଓ ଫୋନ ରିଚାର୍ଜ କରିବାକୁ ହେଲେ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ଆସନ୍ତା ମାସ ପହିଲାରୁ ମହଙ୍ଗା ହେବ ଜିଓ ରିଚାର୍ଜ। ଏୟାରଟେଲ,ଭୋଡାଫୋନ,ଆଇଡିଆ ପରେ ଦେଶର ସବୁଠୁ ବଡ ମୋବାଇଲ ଅପରେଟର କମ୍ପାନି ରିଲାନ୍ସ ଜିଓ ବି ନିଜ ମୋବାଇଲ ରିଚାର୍ଜ
Read More...

ସତର୍କ ରୁହନ୍ତୁ; ବନ୍ଦ ହୋଇଯାଇପାରେ ପିଏଫ୍ ଆକାଉଣ୍ଟ

ନୂଆଦିଲ୍ଲୀ: ଇପିଏଫଓ ଏବେ ୟୁଏନ ଓ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଛି। ଏହାର ସମୟସୀମା ନଭେମ୍ବର ୩୦ରେ ଶେଷ ହେଉଛି। ଏହା ପୂର୍ବରୁ ଯେଉଁମାନେ ୟୁଏନ-ଆଧାର ଲିଙ୍କ କରିପାରିବେନି ସେମାନଙ୍କ ପିଏଫ ଆକାଉଣ୍ଟ ବନ୍ଦ ହୋଇଯିବ। ଇପିଏଫ ପୂର୍ବରୁ ୟୁଏନ ଓ ଆଧାର ଲିଙ୍କ କରିବା ନେଇ ସମୟସୀମା
Read More...

ସେୟାର ବଜାରରେ ସଂକ୍ରମଣର ପ୍ରଭାବ

ସେୟାର ବଜାରରେ ଭୂକମ୍ପ । କ୍ରାସ ହେଲା ସେୟାର ମାର୍କେଟ । ମାତ୍ର ୨ ଘଣ୍ଟା ରେ ସାଢେ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ । ୭ ମାସର ବ୍ୟବଧାନ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି । କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ଓ ୟୁରୋପରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏହାର
Read More...