Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ
Browsing Category
ଅର୍ଥନୀତି
ଏମାନଙ୍କ ପଛରେ କିଏ?
ପୋସ୍କୋରେ ସଫଳ ହେଲେ, ଏବେ ଜିନ୍ଦଲ ପାଇଁ ସଜବାଜଖୁବ୍ ଶୀଘ୍ର ଗଠନ ହେବ ଜିନ୍ଦଲ ପ୍ରତିରୋଧ ସମିତିସମସ୍ତେ ଜାଣିଲେଣି, ସରକାର ହାତ ବାନ୍ଧିବସିଛନ୍ତି୨୦ରେ ଜନଶୁଣାଣିକୁ ଜୋରଦାର ବିରୋଧ ହେବ
ଭୁବନେଶ୍ବର: ସରକାର ସୁରକ୍ଷା ଦେଇପାରିଲେ ନାହିଁ, ଓଡ଼ିଶା ଛାଡି ଚାଲିଗଲା ସର୍ବବୃହତ୍!-->!-->!-->…
Read More...
Read More...
ଅନୁଗୁଳ ଆଲୁମିନିୟମ ପାର୍କ ପୁନର୍ବାର ଚାଲୁ କର
କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନଫେରାଇ ପାଇଁ ଅନୁରୋଧ କଲେ
ନୂଆଦିଲ୍ଲୀ: ଓଡିଶାର ଅନୁଗୁଳ ଆଲୁମିନିୟମ ପାର୍କ ଠାରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ!-->!-->!-->…
Read More...
Read More...
କାହିଁକି ଟଙ୍କା ଖର୍ଚ୍ଚ ହେଉନି ବାବୁଙ୍କ ଉପରେ ବର୍ଷିଲେ ନେତା
ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ପୂରା ୧୨୦୮ କୋଟି ୪୨ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରେ ଆଦାୟ ହୋଇଛି। ୧୦୯୮ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ପାଇଲାଣି। କିନ୍ତୁ ଟଙ୍କା ବିନିଯୋଗରେ କାହିଁକି ପଛୁଆ ବୋଲି ଅନୁଗୁଳ ଜିଲ୍ଳା ଖଣିଜ ପାଣ୍ଠି ସପ୍ତମ ବୋର୍ଡ଼ ବୈଠକରେ ଉଦବେଗ ପ୍ରକାଶ!-->…
Read More...
Read More...
ମାନ୍ଦାବସ୍ଥା କ୍ଷତରେ ମଲମ ଲଗାଇଲେ ନିର୍ମଳା
ହୋଟେଲ ରହିବା ଆଉ ମହଙ୍ଗା ନୁହେଁପର୍ଯ୍ୟଟନ ଶିଳ୍ପରେ ଉନ୍ନତି ଆସିପାରେ
ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଉତ୍କଟ ମାନ୍ଦାବସ୍ଥାର ମୁକାବିଲା ଲାଗି ଆଜି ଗୋଟିଏ ଦିନରେ କେନ୍ଦ୍ର ସରକାର ଦୁଇଟି ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବାହ୍ନରେ କଂପାନି ଟିକସରେ ହ୍ରାସ ଘୋଷଣା କରିଥିଲେ କେନ୍ଦ୍ର!-->!-->!-->…
Read More...
Read More...
ଶିଳ୍ପାୟନ ପାଇଁ ଅଣ୍ଟା ଭିଡିଲେ
ବିନିଯୋଗ ହେବ ୨ଲକ୍ଷ କୋଟି, ନିଯୁକ୍ତି ପାଇବେ ୨୭ ହଜାର ୬୪୫ଭୁବନେଶ୍ୱର: ରାଜ୍ୟରେ ୫ ଗୋଟି ପୁଞ୍ଜିନିବେଶକାରୀ ସଂସ୍ଥା ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ବିଂଶତମ ଉଚ୍ଚକ୍ଷମତାସଂପନ୍ନ କମିଟି ବୈଠକରେ ଅନୁମୋଦନ କରିଛନ୍ତି । ନୂତନ ଭାବେ ଉଦ୍ଘାଟିତ ହୋଇଥିବା ଖାରବେଳ!-->…
Read More...
Read More...
ସ୍କିଲ୍ ଗ୍ୟାପ୍ ହ୍ରାସ କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍କିଲ୍ ଗ୍ୟାପ୍କୁ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାସ୍କଫୋର୍ସର ସମାପନ!-->…
Read More...
Read More...
କାର୍ ବିକ୍ରି ମାନ୍ଦା, ମାରୁତି ଉତ୍ପାଦନ କମାଇଲା
ମୁମ୍ବାଇ : ଦେଶରେ କାର୍ ବିକ୍ରିରେ ମନ୍ଥରତା ପରିଲକ୍ଷିତ ହୋଇଛି।ପ୍ରଥମ ତିନିମାସରେ ପାସେଞ୍ଜର କାର ବିକ୍ରି ୪୦ ପ୍ରତିଶତ ହ୍ରାସ ଘଟିଛି। ଏଥିଯୋଗୁ ସୋରୁମ୍ ବନ୍ଦ ହେବା ଆରମ୍ହେଭ କଲାଣି। ଗୋଟିଏ ପଟେ ଏହି କାରଣରୁ କର୍ମଚାରୀ ମାରଣ ନୀତି ଆରମ୍ଭ ହୋଇଥିବା ବେଳେ ଅନ୍ୟପଟରେ ମାରୁତି!-->…
Read More...
Read More...
ମାରୁତି କାର ବେପାରକୁ ଝଟ୍କା
ଭୁବନେଶ୍ୱର: ମାରୁତି ସୁଜୁକି ଇଣ୍ଡିଆ କଂପାନି କାର ବେପାରରେ ଚଡକ ପଡିଛି । ଗତବର୍ଷ ଏପ୍ରିଲରେ ଯେତିକି କାର ବିକ୍ରି ହୋଇଥିଲା, ତା ଠାରୁ ୨୦ ପ୍ରତିଶତ କମ କାର ଏଥର ଏପ୍ରିଲରେ ନେଇଛନ୍ତି ଗ୍ରାହକ ।
ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୨୦୧୮ ଏପ୍ରିଲରେ କଂପାନି ୧ଲକ୍ଷ ୬୩ ହଜାର ୪୩୪ କାର!-->…
Read More...
Read More...
ଜିଏସଟି ଆଦାୟରେ ସର୍ବକାଳୀନ ରେକର୍ଡ
ଭୁବନେଶ୍ୱର: ୨୦୧୯ ଏପ୍ରିଲ ମାସରେ ଜିଏସ୍ଟି (ଦ୍ରବ୍ୟ ଓ ସେବା କର) ଆଦାୟ ସର୍ବକାଳୀନ ରେକର୍ଡ ଛୁଇଁଛି । ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ, ଜିଏସଟି ପ୍ରଚଳନ ପରେ ପ୍ରଥମ ଥର ପାଇଁ ଟିକସ ଆଦାୟ ପରିମାଣ ୧ଲକ୍ଷ ୧୩ହଜାର କୋଟି ଡେଇଁଛି ।
ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ!-->…
Read More...
Read More...
ଘର କିଣିବା ପାଇଁ ସମୟ ଆସିଗଲା
ନୂଆଦିଲ୍ଲୀ: ଜିଏସଟି ଲାଗୁ ପରେ ମହଙ୍ଗା େହାଇଯାଇଥିଲା ଘର। ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ଗଣୁଥିଲେ େଲାକେ। ନିର୍ବାଚନରେ ପୂର୍ବରୁ ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଜିଏସଟି ପରିଷଦ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିର୍ମାଣାଧୀନ ଘର ଉପରେ ଜିଏସ୍ଟି ହାରକୁ ୧୨ ପ୍ରତିଶତରୁ ୫!-->…
Read More...
Read More...