ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ
Browsing Category

ଅର୍ଥନୀତି

ଚଣ୍ଡିଖୋଲ ପେଟ୍ରୋ ଭଣ୍ଡାର ପାଇଁ ଅଣ୍ଟାଭିଡ଼ିଲେ ଧର୍ମେନ୍ଦ୍ର

ବିଦେଶୀ କଂପାନିକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ୨୦୨୩ ସୁଦ୍ଧା ସବୁ ରେଳପଥକୁ ବିଦ୍ୟୁତକରଣ ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରାଯିବ ୧୪ ହଜାର କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଛି୧୫ଲକ୍ଷରୁ ଅଧିକ ସୋଲାର ପମ୍ପ ବି ସ୍ଥାପନ ଲକ୍ଷ୍ୟ ନୂଆଦିଲ୍ଲୀ/ଭୁବନେଶ୍ୱର:
Read More...

ଗ୍ୟାସ ଭିତ୍ତିଭୂମି ବୃଦ୍ଧି ପାଇଁ ଆମେରିକା କଂପାନିକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନାଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର, ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ
Read More...

ଲୋକଙ୍କ ଆର୍ଥିକ ସୁରକ୍ଷା ଚିନ୍ତା କଲେ ନବୀନ

ଭୁବନେଶ୍ବର-କଟକ କୋଭିଡ ନିୟମ ପାଳନ ତଦାରଖ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ଲକ୍ଷ, ଗତ ୫ ସପ୍ତାହର ଏକ ଲକ୍ଷ ଆରୋଗ୍ୟ ଭୁବନେଶ୍ବର: କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ
Read More...

ଭୂମିହୀନଙ୍କ ଚାଷୀ ପାଇଁ ନବୀନଙ୍କ ବଡ଼ ଯୋଜନା

କୃଷି ଋଣ ଯୋଗାଇବା ପାଇଁ ରାଜ୍ୟର ଅଭିନବ ଯୋଜନା 'ବଳରାମ'୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ, ୭ଲକ୍ଷ ଚାଷୀଙ୍କୁ ନଜର ଭୁବନେଶ୍ବର: ଭୂମିହୀନ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ବଳରାମ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍
Read More...

ଚୀନ ବିରୋଧରେ ଆଉ ଏକ ପଦକ୍ଷେପ

ନୂଆଦିଲ୍ଲୀ: ଟିକଟକ ବା ଡିଜିଟାଲ କ୍ଷେତ୍ରରେ ଧକା ଓ ସଡ଼କ ନିର୍ମାଣରେ କଟକଣା ପରେ କେନ୍ଦ୍ର ସରକାର ଚୀନ ଉପରେ ଆଉ ଏକ ଶକ୍ତ ପ୍ରହାର ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଦ୍ୟୁତ୍ କ୍ଷେତ୍ରରେ ଚୀନ୍‌କୁ ଚକିତ କରିବା ପାଇଁ ଭାରତ ଶକ୍ତି କ୍ଷେତ୍ରର ଆମଦାନୀ ଶୁଳ୍କକ ବୃଦ୍ଧି କରିବ। ଏହା
Read More...

ଏବେ ସମବାୟ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ

କେନ୍ଦ୍ର କ୍ୟାବିନେଟ୍ ନେଲେ ବଡ଼ ନିଷ୍ପତ୍ତିସମବାୟ ବ୍ୟାଙ୍କ ଉପରେ ନଜର ରଖିବ ଆରବିଆଇ ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧୀନକୁ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି ନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ
Read More...

ଗଣମାଧ୍ୟମ ସଂସ୍ଥା ଉପରେ ଚୋଟ!

ମୁମ୍ବାଇ: ମହାରାଷ୍ଟ୍ରର ଏକ ଖବରକାଗଜ ସକାଳ ଟାଇମ୍ସ ଏହାର ମୁଦ୍ରଣ ସଂସ୍କରଣକୁ ବନ୍ଦ କରିଦେଇଛି। କେବଳ ଏହାର ସମ୍ପାଦକ ମାଧବ ଗୋଖଲେ ଚାକିରି ହରାଇ ନାହାନ୍ତି। ସେ ସକାଳ ମରାଠିରୁ ଯାଇ ନିକଟରେ ଏହି ଖବରକାଗଜରେ ଯୋଗଦେଇଥିଲେ। ଅନ୍ୟପକ୍ଷରେ ସଂପୃକ୍ତ ଖବରକାଗଜ ଵେବ୍ ଟିମ୍ ରଖିଛି ଓ ଦୁଇଜଣ
Read More...

ନୂଆ ଯୋଜନା ଉପରେ ଲାଗିଲା ରୋକ୍

ଅର୍ଥନୀତି ଉପରେ ପଡ଼ିଲା କରୋନା ମାଡ଼, ଭୟଙ୍କ ବିପର୍ଯ୍ୟୟ ଆଡ଼କୁ ଗତି କଲାଣିଆତ୍ମନିର୍ଭରଶୀଳ ଭାରତ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବ କେନ୍ଦ୍ର ରାଜସ୍ୱ ହ୍ରାସ ପାଇଛି, ଅଧିକ ଋଣ ମୁହାଁ କେନ୍ଦ୍ର ସରକାର, ୧୨ଲକ୍ଷ କୋଟି ଆଣିବେପ୍ରଥମ ମାସରେ ଆନୁମାନିକ ଆର୍ଥିକ ନିଅଣ୍ଟ
Read More...

ଦୁଇଟି ବିପର୍ଯ୍ୟୟ, ଦୁଇଟି ଚ୍ୟାଲେଞ୍ଜ

କଠିନ ସମୟରେ ଗତି କରୁଛନ୍ତି ଓଡ଼ିଶା ସରକାରନବୀନ-ଧର୍ମେନ୍ଦ୍ର ଏକାଠି ବସି କରନ୍ତୁ ଯୋଜନାଗତବର୍ଷ ଦୁଇଟି ବାତ୍ୟା ସାମ୍ନା କରିଥିଲା ଓଡ଼ିଶାଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଲାମହାବାତ୍ୟା ଅମ୍ଫାନ କୋଳରେ ଝୁଲୁଛି ଉପକୂଳ ଭୁବନେଶ୍ବର: ବଙ୍ଗୋପସାଗରରେ ଆସିଥିବା
Read More...

ଏବେଠାରୁ ନ ଚେତିଲେ, ଆଗକୁ ସାଂଘାତିକ ପରିସ୍ଥିତି

ନବେ ଦଶକର ବେରୋଜଗାରୀ ଓ ଭୋକର ଅପବାଦ ଲାଗିପାରେଅସାଧାରଣ ପରିସ୍ଥିତିରେ ସାଧାରଣ ନିଷ୍ପତ୍ତି ବିଫଳତା ଆଣିବ ହିଁ ଆଣିବଜୀବନ ପାଇଁ ଯେମିତି ଲାଗିଛନ୍ତି, ଜୀବିକା ପାଇଁ ବି ଉତ୍ତରଦାୟିତ୍ବ ନିର୍ଧାରଣ ହେଉନୂଆ ରୋଜଗାର ବାଟ ଖୋଲିବା ଲାଗି ଆଦର୍ଶ ନୀତି, ଘନ ଘନ ବୈଠକ ଦରକାର ନାହିଁତୁରନ୍ତ
Read More...