Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
ଅର୍ଥନୀତି
କେନ୍ଦ୍ର କାଟିଦେଲା ୨୬ ହଜାର ୩୪୨ କୋଟି
ନବୀନ ବଜେଟକୁ ଦେଲେ ଅଢେଇ ମାର୍କଚନ୍ଦ୍ରବାବୁ ନାଇଡୁ ପାଳିବେ ପ୍ରତିବାଦ ଦିବସକ୍ରେଜିଵାଲ ବି କଡା ସମାଲୋଚନା କଲେ ଭୁବନେଶ୍ୱର: ଚତୁର୍ଦଶ ଅର୍ଥ କମିସନ ସୁପାରିସରେ ଓଡ଼ିଶାକୁ ଅଜାଡି ଦିଆଯାଇଛି ବୋଲି ଦାବି କରିଥିଲେ କେନ୍ଦ୍ର ସରକାର । ୮ଟି ବଡ ଯୋଜନା ବନ୍ଦ କରିଦେବା ସହିତ ୩୩ଟି ଯୋଜନାରେ ଚୋଟ!-->…
Read More...
Read More...
ପୂର୍ବତଟ ରେଳବାଇକୁ ୭,୦୧୦ କୋଟି
ରେଳ ବଜେଟରେ ପୂର୍ବତଟ ରେଳବାଇକୁ୭ ହଜାର ୧୦ କୋଟି ଟଙ୍କା ଅନୁଦାନ ମିଳିଛି । ଯାହାକି ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ଅଧିକ ଅର୍ଥ ମିଳିଛି । ନୂଆ ଲାଇନ୍ ପାଇଁ ବଜେଟରେ ୨ ହଜାର ୬୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ସର୍ବାଧିକ ୪୦୦ କୋଟି!-->!-->!-->…
Read More...
Read More...
ବରଖାସ୍ତ ହେଲେ ଚନ୍ଦା
ନୂଆଦିଲ୍ଲୀ: ଭିଡିଓକନ୍ ଋଣ ପ୍ରଦାନ ଘଟଣାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି ଏନ୍ ଶ୍ରୀକୃଷ୍ଣଙ୍କ ରିପୋର୍ଟକୁ ଭିତ୍ତିକରିି ବ୍ୟାଙ୍କ!-->…
Read More...
Read More...
କନ୍ୟା ପିତାଙ୍କ ଚିନ୍ତା ବଢିଲା
୬ବର୍ଷର ରେକର୍ଡ ଭାଙ୍ଗିଲା ସୁନାମାର୍ଚ୍ଚ ବେଳକୁ ୩୪ ହଜାର ଛୁଇଁପାରେନୂଆଦିଲ୍ଲୀ: ବାହାଘର ଋତୁ ପୂର୍ବରୁ ହଠାତ୍ ସୁନା ଗହଣା ବଜାରରେ ନିଆଁ ଲାଗିଛି । ସୁନା ଦର ଗତ ୬ବର୍ଷର ରେକର୍ଡ ଭାଙ୍ଗିଛି । ୧୦ ଗ୍ରାମ ସୁନା ମୂଲ୍ୟ ୩୩ ହଜାର ୬୫୦ ଟଙ୍କା ଛୁଇଁଲାଣି । ବ୍ୟବସାୟୀମାନେ ସଙ୍କେତ ଦେଇଛନ୍ତି!-->…
Read More...
Read More...
ଭୋଟରଙ୍କୁ ମନାଇବା ପାଇଁ ବଳିପଡିବ ସଂସ୍କାର
ନୂଆଦିଲ୍ଲୀ: ନିର୍ବାଚନ ବର୍ଷର ବଜେଟ୍ ଖାସ୍ ଭୋଟରଙ୍କୁ ମନାଇବା ପାଇଁ ଉଦ୍ଦିଷ୍ଟ । ଏଥିରେ ଆର୍ଥିକ ସଂସ୍କାର ଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇପାରନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ଥାନରେ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲଙ୍କ ଦ୍ୱାରା ଆଗତ…
Read More...
Read More...
୧୬୦ କିଲୋମିଟର ବେଗରେ ଗଡିବ ବନ୍ଦେ ଭାରତ
ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ପାଇଲଟ ବିହୀନ ସେମି ସ୍ପିଡ୍ ଟ୍ରେନକୁ ବନ୍ଦେ ଭାରତ ଏµପ୍ରେସ ନାମରେ ନାମିତ କରାଯାଇଛି । ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିିଥିଲେ, ଏହି ଟ୍ରେନର ନାମକରଣ ନେଇ ଅନେକ ନାମ ଆସିଥିଲା,…
Read More...
Read More...
ପୁଞ୍ଜିନିବେଶ ପାଇଁ ଓଡ଼ିଶାରେ ଶିଳ୍ପପତିଙ୍କ ମେଳା
ମୁକେଶ, ବିର୍ଲା, ଚନ୍ଦ୍ରଶେଖରନ୍ ପ୍ରମୁଖ ଯୋଗଦେବେ
ଜାପାନ ସମେତ ୬ ବିଦେଶୀ ରାଷ୍ଟ୍ର ବି ହେବେ ସାମିଲ
ନଦୀ ଓ ପର୍ଯ୍ୟଟନ ସ୍ଥାନ ଚିହ୍ନାଇବା ପାଇଁ ନୂଆ କୌଶଳ
ଦେଓମାଳୀ ନାଁରେ ଗମ୍ୱୁଜ, ନଦୀ ନାଁରେ ହ୍ୟାଙ୍ଗର
ଭୁବନେଶ୍ୱର: ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଓ ଶିଳ୍ପପତିଙ୍କୁ ନେଇ ଆସନ୍ତା…
Read More...
Read More...
ଏକଦା ଆର୍ବିଆଇକୁ ସୀମା ଦେଖାଇଥିଲେ ନେହରୁ
ବିଜେପିକୁ ମାରୁ ମାରୁ ନିଜେ ଅକଳରେ ପଡିଗଲା କଂଗ୍ରେସ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମାମଲାରେ କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି । ଏହାକୁ ପ୍ରସଙ୍ଗ କରି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରୁଥିଲା । ହେଲେ…
Read More...
Read More...
ପୁଞ୍ଜି ବଜାର ଅସ୍ଥିର, ନିବେଶକାରୀ ଚିନ୍ତାରେ
ନୂଆଦିଲ୍ଲୀ: ଭାରତର ପୁଞ୍ଜି ବଜାରରେ ଅସ୍ଥିରତାର ସାଂଘାତିକ ପ୍ରଭାବ ପଡିଲାଣି । ଗୋଟିଏ ପଟେ କ୍ଷତି ସହିନପାରି ଏକ ଗାର୍ମେଣ୍ଟ କଂପାନିର ପରିଚାଳନା ନିର୍ଦେଶକ ହର୍ଷଦ ଠକର ଲୁଚିଛନ୍ତି । ତାଙ୍କର ପତ୍ତା ମିଳୁନାହିଁ । ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହର୍ଷଦଙ୍କ କଂପାନିର ମୂଲ୍ୟ ଗତ…
Read More...
Read More...