Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍ ଡ୍ରଗ୍ ଟେଷ୍ଟରେ ପଜିଟିଭ୍
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ
Browsing Category
ମନୋରଞ୍ଜନ
ପରଲୋକରେ ହୁସେନ ରବି ଗାନ୍ଧୀ
କଟକ: ପରଲୋକରେ ହୁସେନ ରବି ଗାନ୍ଧୀ। ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ!-->…
Read More...
Read More...
ଫିଲ୍ମର ନାଁ ଘୋଷଣା କଲେ ଧୋନି
ମୁମ୍ବାଇ; ଧୋନି ଏଣ୍ଟରଟେନମେଣ୍ଟ ଟ୍ବିଟର ଆକାଉଣ୍ଟରେ ଫିଲ୍ମର ନାଁ ଘୋଷଣା କରାଯାଇଛି। ଟ୍ବିଟରେ ଲେଖାଯାଇଛି ଯେ “ଆମେ ସେୟାର କରି ଅତ୍ୟଧିକ ଖୁସି। ଧୋନି ଏଣ୍ଟରଟେନମେଣ୍ଟ୍ର ପ୍ରଥମ ଫିଲ୍ମ ’ଲେଟସ ଗେଟ ମ୍ୟାରେଡ୍’ (ଏଲଜିଏମ୍)। କ୍ରିକେଟ ପରେ ଏବେ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିବା!-->…
Read More...
Read More...
ଭାରତକୁ ଆସିବ ୧୦୦ରୁ ଅଧିକ ଚିତାବାଘ
ଦକ୍ଷିଣ ଆଫ୍ରିକା; ଚିତା ପ୍ରକଳ୍ପ ନିମନ୍ତେ ଭାରତକୁ ଶତାଧିକ ଚିତା ପଠାଇବା ଲାଗି ରାଜିନାମା ହୋଇଥିବା କଥା ଗୁରୁବାର ଦିନ ଦକ୍ଷିଣ ଆଫ୍ରିକା କହିଛି। ତେଣୁ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି । ଦକ୍ଷିଣ ଆଫ୍ରିକାର!-->…
Read More...
Read More...
ଘୋଷଣା ହେଲା ପଦ୍ମ ପୁରସ୍କାର: ଓଡିଶାରୁ ୪ଜଣଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାର ୨୦୨୩ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥର ମୋଟ୍ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଥିବା ବେଳେ ଓଡ଼ିଶାରୁ ଅଛନ୍ତି ୪ ଜଣ। ୬ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ, ୯୧ ଜଣଙ୍କୁ!-->…
Read More...
Read More...
ବରିଷ୍ଠ ଆଇପିଏସ୍ ଡି ଏସ୍ କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ପଦକ
ଭୁବନେଶ୍ବର: ୧୯୯୭ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ (ଏଡ଼ିଜି ପାହ୍ୟାର ଅଫିସର) ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଧୀରେନ୍ଦ୍ର ଶାମ୍ବାଜୀ କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୨୦୨୩ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି!-->…
Read More...
Read More...
ଆରପାରିରେ ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ
କଟକ: ଚାଲି ଯାଇଛନ୍ତି ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲିଭର ଜନିତ ସମସ୍ୟା ଯୋଗୁ ମାସେ ହେଲା ଅକ୍ଲାନ୍ତ ଭୁବନେଶ୍ୱର!-->…
Read More...
Read More...
ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ
ପୁରୀ; ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଜଗନ୍ନାଥ ଦଶର୍ନ ପାଇଁ ପୁରୀ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବା ପରେ କଡା ସୁରକ୍ଷାରେ ପୁରୀରେ ପହଂଚିଛନ୍ତି । ପୁରୀରେ ସେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି।
ସୂଚନାଯୋଗ୍ୟ: ଗତକାଲି ଗୁୱାହାଟିର କାମାକ୍ଷା!-->!-->!-->…
Read More...
Read More...
ସାଧାରଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶନ ହେବ ୨୩ଟି ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର ରାଜପଥରେ ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୭ଟି ଏବଂ!-->…
Read More...
Read More...
କ୍ରିକେଟର୍ କେଏଲ୍ ରାହୁଲଙ୍କ ହାତ ଧରିବେ ଆଥିୟା
ମୁମ୍ବାଇ; ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ। କ୍ରିକେଟର୍ କେଏଲ୍ ରାହୁଲଙ୍କ ହାତ ଧରିବେ ଆଥୟା ଶେଟ୍ଟୀ। ସରିଲାଣି ସଙ୍ଗୀତ ସେରେମୋନି, ଆଜି ବିବାହ। ରବିବାର ଆଥିୟା ଓ କେଏଲ୍ ରାହୁଲଙ୍କ ସଙ୍ଗୀତ ସେରେମୋନି ଥିଲା। ରିପୋର୍ଟ ଅନୁଯାୟୀ,!-->…
Read More...
Read More...
ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର; ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁ ଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ!-->!-->!-->…
Read More...
Read More...