ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ
Browsing Category

ସ୍ୱାସ୍ଥ୍ୟ

ବିଦେଶରେ ଆତଙ୍କ ଖେଳାଇଲା ଓମିକ୍ରନ

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏହି ନୂଆ ଭ୍ୟାରିଆଣ୍ଟ ଏବେ ଗୋଟ ପରେ ଗୋଟେ ଦେଶ ଡେଇଁବାରେ ଲାଗିଛି । ଆମେରିକା ଓ ୟୁଏଇରେ ମଧ୍ୟ ଓମିକ୍ରନ ମାମଲା ସାମନାକୁ ଆସିଛି । ଦୁଇଟି ଦେଶରେ ଜଣେ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ୨୫ଟି ଦେଶରେ
Read More...

ଚିନ୍ତା ବଢାଇଲାଣି ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ରିପୋର୍ଟ

ମହାରାଷ୍ଟ୍ରରେ ୬ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍କେନ୍ଦ୍ର ସରକାର ତନାଘନା କଲେ, କହିଲେ ମୂଳରୁ ଜଗଟେଷ୍ଟିଂ ବୃଦ୍ଧି ଓ ଭିତ୍ତିଭୂମିକୁ ସଶକ୍ତ ଲାଗି ରାଜ୍ୟକୁ ପରାମର୍ଶବୁଷ୍ଟର ଡୋଜ୍ ସଂପର୍କରେ ଅନୁଧ୍ୟାନ ଆରମ୍ଭ କଲେଣି ବିଜ୍ଞାନୀ ନୂଆଦିଲ୍ଲୀ : କୋଭିଡ୍‌ର ‘ଓମିକ୍ରନ୍‌’ ପ୍ରଜାତିକୁ
Read More...

‘ଓମିକ୍ରନ’ ଭୟ; ୧୫ ଦିନରେ ଫେରିଲେ ହଜାରେ ଯାତ୍ରୀ

ମୁମ୍ବାଇ: କରୋନା ନୂଆ ଭାଇରସ ଓମିକ୍ରନକୁ ନେଇ ଚିନ୍ତାରେ ପୂରା ବିଶ୍ୱ। ପୂର୍ବରୁ ଆସିଥିବା ସମସ୍ତ ଭ୍ୟାରିଆଣ୍ଟ ତୁଳନାରେ ଏହି ଭ୍ୟାରିଆଣ୍ଟ ଅଧିକ ମାରାତ୍ମକ ବୋଲି ଜୁହାଯାଇଛି। ତେବେ ଏହି ଭୟ ଭିତରେ ଦେଶର ମାୟାନଗରୀ ମୁମ୍ବାଇ ପାଇଁ ବଢିଛି ଚିନ୍ତା। ଜାଣିବାକୁ ମିଳିଛି ଯେ, ଗତ ୧୫ ଦିନରେ
Read More...

ଧୈର୍ଯ୍ୟର ସହ ଲଢିବା ପାଇଁ କହିଲେ ଧର୍ମେନ୍ଦ୍ର

କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ନୂଆ ଭ୍ୟାରିଆଣ୍ଟ କୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଭୟଭୀତ ନହୋଇ ଧୈର୍ଯ୍ୟର ସହ
Read More...

ଚିନ୍ତା ବଢାଇଲେ ଦକ୍ଷିଣ ଆଫ୍ରିକା ଫେରନ୍ତା!

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କରୋନା ପଜିଟିଭ୍‌ ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ‘ଓମିକ୍ରନ’ ଭ୍ୟାରିଆଣ୍ଟ ଚିହ୍ନଟ ପରେ ସାରା ବିଶ୍ୱରେ ଏବେ ହଇଚଇ ସୃଷ୍ଟି ହୋଇଛି। ନୂଆ ଭ୍ୟାରିଆଣ୍ଟକୁ ନେଇ ସମସ୍ତେ ଚିନ୍ତାରେ । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର
Read More...

‘ଓମିକ୍ରନ’: ପ୍ରଥମ କଟକଣା ନିର୍ଦେଶନାମା ଆସିଲା

ନୂଆଦିଲ୍ଲୀ: କରୋନାର ନୂଆ ରୂପ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି।'ଓମିକ୍ରନ୍'କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ବିମାନ ଯାତ୍ରୀମାନଙ୍କ ପାଇଁ ଭ୍ରମଣ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛି। ଡିସେମ୍ବର ପହିଲାରୁ ଏହା ଲାଗୁ ହେବ। ଏଥିରେ କୁହାଯାଇଛି ଯେ
Read More...

ତୃତୀୟ ଲହର ଡର ପଶିଲା; ତନାଘନା କଲା ଓଡ଼ିଶା

ବିଶ୍ବ ଚିନ୍ତାରେ; ଗୁଲେରିଆ କହିଲେ, ଟିକା ସୁରକ୍ଷା ଦେବା ସମ୍ଭାବନା କ୍ଷୀଣସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ପ୍ରବର୍ତ୍ତନ ଉପରେ ଗୁରୁତ୍ୱ ଦେଲା ଓଡ଼ିଶାକୋଭିଡ୍ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା
Read More...

ଓମିକ୍ରନ ନେଇ କଣ କହିଲେ ଡାକ୍ତର ତ୍ରେହନ୍, ଜାଣନ୍ତୁ

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଲୋକଙ୍କ ଭିତରେ ପୁଣି ଭୟର ବାତାବରଣ ସୃଷ୍ଟି କରିଛି । ଏହି ନୂଆ ଭ୍ୟାରିଆଣ୍ଟ ଅତ୍ୟନ୍ତ ମାରାତ୍ମକ ଏବଂ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ମେଦାନ୍ତ ମେଡିସିଟି ଚେୟାରମ୍ୟାନ ଡାକ୍ତର ନରେଶ ତ୍ରେହନ। ଡାକ୍ତର
Read More...

ଚିନ୍ତା ବଢ଼ାଇଲାଣି ଓମିକ୍ରନ୍, କଟକଣା ସମୀକ୍ଷା କଲେଣି କେନ୍ଦ୍ର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ ଦେଖାଦେବା ପରେ ବିଶ୍ବ ଚିନ୍ତାରେ ପଡ଼ିଗଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉକ୍ତ ଭୂତାଣୁକୁ ଚିନ୍ତାଜନକ ଭୂତାଣୁ ବର୍ଗରେ ତାଲିକାଭୁକ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ସମୀକ୍ଷା ବୈଠକ
Read More...

ଡେଲ୍ଟାଠାରୁ ବି ଅତି ଭୟଙ୍କର କରୋନାର ନୂଆ ପ୍ରଜାତି

କରୋନାର ନୂଆ ପ୍ରଜାତି ବି.ୱାନ.ୱାନ.୫୨୯କୁ ନେଇ ଚିନ୍ତା ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭ୍ୟାରିଆଣ୍ଟ କୁ ଓମିକ୍ରନ ନାଁରେ ନାମିତ କରିଛି । ତେବେ ଏହି ନୂଆ ଭ୍ୟାରିଆଣ୍ଟ ଡେଲଟା ଠାରୁ ବି ଅତି ମାରାତ୍ମକ ହୋଇପାରେ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତିକୁ ନେଇ
Read More...