ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category

ସ୍ୱାସ୍ଥ୍ୟ

କୋଭିସିଲ୍ଡରେ ପ୍ରସ୍ତୁତିରେ ଥିଲା ବଡ ଭୂମିକା, ଏବେ ଆଉ ନାହାନ୍ତି

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବଙ୍କର ପରଲୋକ ହୋଇଛ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନରେ ଅସୁସ୍ଥ ଥିବା ବେଳେ ଗତକାଲ ସାୟଦ୍ରି ହସ୍ପିଟାଲରେ ଆଖିବୁଜିଛନ୍ତି। କୋଭିଡ ଟିକା ତିଆରି ଗବେଷଣା ଓ ବିକାଶ କରିବା
Read More...

‘ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ଛୋଟ ପିଲା’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ବ୍ୟାପୁଥିବା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସବୁଆଡେ ଭୟର ବାତାବରଣ। ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରୁଛି କରୋନାର ଏହି ନୂଆ ପ୍ରଜାତି। ‘ହୁ’ ୟୁରୋପ କାର୍ଯ୍ୟାଳୟ
Read More...

ଓମିକ୍ରନ: ପୁଣି ଫେରିଲା କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଲାଗିଲା ୧୪୪ ଧାରା। ପ୍ରାୟ ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଖ୍ରୀଷ୍ଟମାସ, ନୂଆ ବର୍ଷ, ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ବିପଦ,ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା ଓ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ
Read More...

ଓମିକ୍ରନ ସଂପର୍କରେ ଆସିଲା ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ନିଦ ହଜାଇଦେଇଛି। ଓମିକ୍ରନ ଡେଲଟା ଭ୍ୟାରିଆଣ୍ଟଠୁ ତିନି ଗୁଣା ଅଧିକ ବେଗରେ ବ୍ୟାପୁଥିବା କୁହାଯାଉଛି। ଏମିତିରେ ପ୍ରଶ୍ନ ଉଠୁଛି ଏହି ନୂଆ ଭ୍ୟାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କଣ ଏକମାତ୍ର ରାସ୍ତା? ନା ତୃତୀୟ
Read More...

ଡରାଇଲା କାନପୁର ଆଇଆଇଟି; ନୂଆବର୍ଷରୁ ତୃତୀୟ ଲହର!

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଓମିକ୍ରନ ଭ୍ୟାରିଆଣ୍ଟର ଭୟ। ଆଉ ଦେଶରେ ମଧ୍ୟ ଏହି କରୋନାର ଏହି ନୂଆ ପ୍ରଜାତିର ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦ୍ରୁତ ଗତିରେ କରୋନାର ନୂଆ ଭ୍ୟାରିଆଣ୍ଟ ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ନୂଆବର୍ଷରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ୨୦୨୨
Read More...

ଭାରତରେ ତୃତୀୟ ଲହର ଆଣିବ କି ‘ଓମିକ୍ରନ’?

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ପ୍ରଭାବ ପଡିବା ଆରମ୍ଭ ହୋଇଯାଇଛି। ନଭେମ୍ବର ୨୪ରେ ଓମିକ୍ରନର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ୩୮ଟି ଦେଶକୁ ଏହା ବ୍ୟାପିସାରିଲାଣି। ସାରା ବିଶ୍ୱରେ ଏବେ ଯାଏ ୪୦୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି।
Read More...

ଗୁଜୁରାଟରେ ଚିହ୍ନଟ ହେଲେ ଓମିକ୍ରନ ସଂକ୍ରମିତ

ଭାରତରେ କରୋନା ଓମିକ୍ରନ ଭ୍ୟାରିଆଣ୍ଟ ରେ ସଂକ୍ରମିତ ହୋଇଥିବା ଆଉ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ତଳୁ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟ ଜାମନଗରକୁ ଫେରିଥିଲେ ସଂକ୍ରମିତ ବ୍ୟକ୍ତି ଜଣକ । ବିମାନ ବିମାନବନ୍ଦରରେ ତାଙ୍କର ଯାଞ୍ଚ ବେଳେ ସେ ପଜିଟିଭ ଥିବା ଜଣାପଡିଥିଲା । ଏହା ପରେ
Read More...

ଭାରତରେ ବଢିଲା ‘ଓମିକ୍ରନ’ ବିପଦ!

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଓମିକ୍ରନ ଭ୍ୟାରିଆଣ୍ଟର ବିପଦ ଭାରତରେ ବଢିବାରେ ଲାଗିଛି। କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଭ୍ୟାରିଆ ରେ ସଂକ୍ରମିତ ଜଣାପଡିବା ପରେ ରାଜ୍ୟ ସରକାର କୋଭିଡ଼ ଗାଇଡଲାଇନ ଜାରି କରିଦେଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ୩୦ ଜଣଙ୍କ ନମୂନା ଜେନମ ସ୍ୱିକେନ୍ସିଂ
Read More...

ଭାରତ ପାଇଁ ବିପଦ ଆଣିବେ ବିଦେଶ ଫେରନ୍ତା!

ନୂଆଦିଲ୍ଲୀ: ଓମିକ୍ରନ ଭୟ ଭିତରେ କର୍ଣ୍ଣାଟକ ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୦ ଜଣବିଦେଶୀଙ୍କ ପତ୍ତା ମିଳୁନାହିଁ। ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କର ତାଙ୍କ ସହିତ କୌଣସି। ଏଭଳି ସ୍ଥିତିରେ ବିଦେଶ ଫେରନ୍ତାଙ୍କ ସହ ସଂପର୍କ ହୋଇ ନପାରିବା ସ୍ୱାସ୍ଥ୍ୟ
Read More...

ଓମିକ୍ରନ: ଦକ୍ଷିଣ ଆଫ୍ରିକାରେ ଲକଡାଉନ,ଭାରତରେ ବଢିଲା ଭୟ

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ସାରା ବିଶ୍ୱକୁ ଭୟଭୀତ କରିଛି। ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ବେଳେ ,ଏବେ ଏହା ଅନେକ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହି ନୂଆ ଭ୍ୟାରିଆଣ୍ଟ ଯୋଗୁଁ ଅନେକ ଦେଶରେ ପୁଣି ଲକଡାଉନ ଭଳି ସ୍ଥିତି ଉପୁଜିଛି। ଭାରତରେ
Read More...