ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category

ସ୍ୱାସ୍ଥ୍ୟ

କଲେଜରେ ବ୍ୟାପିଲା କରୋନା.

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଘାରିଥିବା ବେଳେ ଓଡିଶାରେ ଛାତ୍ରଛାତ୍ରୀ ସଂକ୍ରମିତ ଖବର ଚିନ୍ତା ବଢାଇଦେଇଛି । ଢେଙ୍କାନାଳର ଘରୋଇ କଲେଜ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟରେ ୩୩
Read More...

ବିଦେଶରେ ଆତଙ୍କ ଖେଳାଇଲା ଓମିକ୍ରନ

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏହି ନୂଆ ଭ୍ୟାରିଆଣ୍ଟ ଏବେ ଗୋଟ ପରେ ଗୋଟେ ଦେଶ ଡେଇଁବାରେ ଲାଗିଛି । ଆମେରିକା ଓ ୟୁଏଇରେ ମଧ୍ୟ ଓମିକ୍ରନ ମାମଲା ସାମନାକୁ ଆସିଛି । ଦୁଇଟି ଦେଶରେ ଜଣେ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ୨୫ଟି ଦେଶରେ
Read More...

ଚିନ୍ତା ବଢାଇଲାଣି ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ରିପୋର୍ଟ

ମହାରାଷ୍ଟ୍ରରେ ୬ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍କେନ୍ଦ୍ର ସରକାର ତନାଘନା କଲେ, କହିଲେ ମୂଳରୁ ଜଗଟେଷ୍ଟିଂ ବୃଦ୍ଧି ଓ ଭିତ୍ତିଭୂମିକୁ ସଶକ୍ତ ଲାଗି ରାଜ୍ୟକୁ ପରାମର୍ଶବୁଷ୍ଟର ଡୋଜ୍ ସଂପର୍କରେ ଅନୁଧ୍ୟାନ ଆରମ୍ଭ କଲେଣି ବିଜ୍ଞାନୀ ନୂଆଦିଲ୍ଲୀ : କୋଭିଡ୍‌ର ‘ଓମିକ୍ରନ୍‌’ ପ୍ରଜାତିକୁ
Read More...

‘ଓମିକ୍ରନ’ ଭୟ; ୧୫ ଦିନରେ ଫେରିଲେ ହଜାରେ ଯାତ୍ରୀ

ମୁମ୍ବାଇ: କରୋନା ନୂଆ ଭାଇରସ ଓମିକ୍ରନକୁ ନେଇ ଚିନ୍ତାରେ ପୂରା ବିଶ୍ୱ। ପୂର୍ବରୁ ଆସିଥିବା ସମସ୍ତ ଭ୍ୟାରିଆଣ୍ଟ ତୁଳନାରେ ଏହି ଭ୍ୟାରିଆଣ୍ଟ ଅଧିକ ମାରାତ୍ମକ ବୋଲି ଜୁହାଯାଇଛି। ତେବେ ଏହି ଭୟ ଭିତରେ ଦେଶର ମାୟାନଗରୀ ମୁମ୍ବାଇ ପାଇଁ ବଢିଛି ଚିନ୍ତା। ଜାଣିବାକୁ ମିଳିଛି ଯେ, ଗତ ୧୫ ଦିନରେ
Read More...

ଧୈର୍ଯ୍ୟର ସହ ଲଢିବା ପାଇଁ କହିଲେ ଧର୍ମେନ୍ଦ୍ର

କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ନୂଆ ଭ୍ୟାରିଆଣ୍ଟ କୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଭୟଭୀତ ନହୋଇ ଧୈର୍ଯ୍ୟର ସହ
Read More...

ଚିନ୍ତା ବଢାଇଲେ ଦକ୍ଷିଣ ଆଫ୍ରିକା ଫେରନ୍ତା!

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କରୋନା ପଜିଟିଭ୍‌ ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ‘ଓମିକ୍ରନ’ ଭ୍ୟାରିଆଣ୍ଟ ଚିହ୍ନଟ ପରେ ସାରା ବିଶ୍ୱରେ ଏବେ ହଇଚଇ ସୃଷ୍ଟି ହୋଇଛି। ନୂଆ ଭ୍ୟାରିଆଣ୍ଟକୁ ନେଇ ସମସ୍ତେ ଚିନ୍ତାରେ । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର
Read More...

‘ଓମିକ୍ରନ’: ପ୍ରଥମ କଟକଣା ନିର୍ଦେଶନାମା ଆସିଲା

ନୂଆଦିଲ୍ଲୀ: କରୋନାର ନୂଆ ରୂପ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି।'ଓମିକ୍ରନ୍'କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ବିମାନ ଯାତ୍ରୀମାନଙ୍କ ପାଇଁ ଭ୍ରମଣ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛି। ଡିସେମ୍ବର ପହିଲାରୁ ଏହା ଲାଗୁ ହେବ। ଏଥିରେ କୁହାଯାଇଛି ଯେ
Read More...

ତୃତୀୟ ଲହର ଡର ପଶିଲା; ତନାଘନା କଲା ଓଡ଼ିଶା

ବିଶ୍ବ ଚିନ୍ତାରେ; ଗୁଲେରିଆ କହିଲେ, ଟିକା ସୁରକ୍ଷା ଦେବା ସମ୍ଭାବନା କ୍ଷୀଣସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ପ୍ରବର୍ତ୍ତନ ଉପରେ ଗୁରୁତ୍ୱ ଦେଲା ଓଡ଼ିଶାକୋଭିଡ୍ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା
Read More...

ଓମିକ୍ରନ ନେଇ କଣ କହିଲେ ଡାକ୍ତର ତ୍ରେହନ୍, ଜାଣନ୍ତୁ

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଲୋକଙ୍କ ଭିତରେ ପୁଣି ଭୟର ବାତାବରଣ ସୃଷ୍ଟି କରିଛି । ଏହି ନୂଆ ଭ୍ୟାରିଆଣ୍ଟ ଅତ୍ୟନ୍ତ ମାରାତ୍ମକ ଏବଂ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ମେଦାନ୍ତ ମେଡିସିଟି ଚେୟାରମ୍ୟାନ ଡାକ୍ତର ନରେଶ ତ୍ରେହନ। ଡାକ୍ତର
Read More...

ଚିନ୍ତା ବଢ଼ାଇଲାଣି ଓମିକ୍ରନ୍, କଟକଣା ସମୀକ୍ଷା କଲେଣି କେନ୍ଦ୍ର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ ଦେଖାଦେବା ପରେ ବିଶ୍ବ ଚିନ୍ତାରେ ପଡ଼ିଗଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉକ୍ତ ଭୂତାଣୁକୁ ଚିନ୍ତାଜନକ ଭୂତାଣୁ ବର୍ଗରେ ତାଲିକାଭୁକ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ସମୀକ୍ଷା ବୈଠକ
Read More...