ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category

ସ୍ୱାସ୍ଥ୍ୟ

ଡେଲ୍ଟାଠାରୁ ବି ଅତି ଭୟଙ୍କର କରୋନାର ନୂଆ ପ୍ରଜାତି

କରୋନାର ନୂଆ ପ୍ରଜାତି ବି.ୱାନ.ୱାନ.୫୨୯କୁ ନେଇ ଚିନ୍ତା ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭ୍ୟାରିଆଣ୍ଟ କୁ ଓମିକ୍ରନ ନାଁରେ ନାମିତ କରିଛି । ତେବେ ଏହି ନୂଆ ଭ୍ୟାରିଆଣ୍ଟ ଡେଲଟା ଠାରୁ ବି ଅତି ମାରାତ୍ମକ ହୋଇପାରେ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତିକୁ ନେଇ
Read More...

କରୋନା ନୂଆ ରୂପ ନେଇ ମୁହଁ ଖୋଲିଲା‘ହୁ’; ଭାରତରେ ଆଲର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆCd' ଓମିକ୍ରୋନ ଚିହ୍ନଟ ପରେ ଆଲର୍ଟରେ ଭାରତ ସରକାର। ନୂଆ ଭ୍ୟାରିଆଣ୍ଟକୁ ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। କୁହାଯାଉଛି ଯେ, ଏହି ବୈଠକରେ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଆଲୋଚନା ହୋଇପାରେ।କରୋନାର ପ୍ରଥମ
Read More...

ଖୁବ ଜୋରରେ ମାଡ଼ି ଆସୁଛି କରୋନାର ନୂଆ ରୂପ!

ଚିନ୍ତା ବଢାଇଲା ନୂଆ ଭ୍ୟାରିଆଣ୍ଟ, ୬ଟି ଦେଶକୁ ବିମାନ ଉଡାଣ ରଦ୍ଦ କଲା ୟୁକେଭାରତ ବି ସତର୍କ ହେଲାଣି, ସବୁ ରାଜ୍ୟକୁ ଚିଠି ଲେଖି ଜଣାଇଲେ ରାଜେଶ ଭୂଷଣ ଦକ୍ଷିଣ ଆଫ୍ରିକାରେ କରୋନା ନୂଆ ଭ୍ୟାରିଆଣ୍ଚ ଚିହ୍ନଟ ପରେ ଏହାକୁ ନେଇ ଚିନ୍ତା ବଢିଛି। ଏହି ଭ୍ୟାରିଆଣ୍ଟକୁ ଅଧିକ ବିପଜ୍ଜନକ ବୋଲି
Read More...

ବଢିଲା ସଂକ୍ରମଣ; ଆଜିଠୁ ନାଇଟ କର୍ଫ୍ୟୁ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରେ ଆଜିଠୁ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ। କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ଯୋଗୁଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି। ଜିଲ୍ଲାର ଜଣେ ଉଚ୍ଚ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜିଲ୍ଲା ଅଧିକାରୀ ଅଂଶୁଲ ଗର୍ଗ କହିଛନ୍ତି ଯେ,
Read More...

ଆସିବନି କରୋନାର ତୃତୀୟ ଲହର!

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ଅନେକ ବିଶେଷଜ୍ଞ ଆକଳନ କରିଛନ୍ତି । ଅକ୍ଟୋବରରୁ ନଭେମ୍ବର ଭିତରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ମଧ୍ୟ ବିଶେଷଜ୍ଞ କହିଥିଲେ । କିନ୍ତୁ ଦେଶରେ ଏବେ କରୋନା
Read More...

ୟୁରୋପରେ କରୋନା କରୁଛି ତାଣ୍ଡବ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମିଳିଥିବା ସୂଚନା ଅନୁସାରେ, ୟୁରୋପରେ ଗତ ଏକ ସପ୍ତାହରେ କରୋନା ସଂକ୍ରମଣର ୨୦ ଲକ୍ଷ ମାମଲା ସାମନାକୁ ଆସିଛି । ଗୋଟେ ସପ୍ତାହ ମଧ୍ୟରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ସର୍ବାଧିକ ମାମଲା । ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କ କରୋନାରେ ଜୀବନ ଯାଇଛି । ଏହା
Read More...

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ..ବିଗୁଡିଛି ସ୍ଥିତି

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଆଶ୍ୱସ୍ତି ମିଳିବା ପରିବର୍ତ୍ତେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଆଗାମୀ ଦୁଇ ଦିନରେ ପ୍ରଦୂଷଣ ବହୁ ମାତ୍ରାରେ ବଢିଯିବାର ସମ୍ଭାବନା ରହିଛି । ଫଳରେ ଲୋକଙ୍କ ଆଖି ଜଳିବା, ନିଶ୍ୱାସ ନେବାରେ
Read More...

ଫ୍ରାନ୍ସରେ କରୋନାର ପଞ୍ଚମ ଲହର

ମହାମାରୀ କରୋନାର ଭୟ ଏଯାଏଁ ଯାଇନି । ଅନେକ ଦେଶରେ ସଂକ୍ରମଣ ପୁଣି ଥରେ ଫେରିଛି । ଫ୍ରାନ୍ସରେ କରୋନାର ପଞ୍ଚମ ଲହର ଆରମ୍ଭ ହୋଇସାରିଥିବା ସୂଚନା ରହିଛି । ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପଞ୍ଚମ ଲହର ଆରମ୍ଭ ହୋଇଛି । ପୂର୍ବରୁ ପଡୋଶୀ ଦେଶରେ ମଧ୍ୟ ପଞ୍ଚମ ଲହର
Read More...

ଭାରତର କରୋନା ଟିକାକୁ ୯୬ଟି ରାଷ୍ଟ୍ରର ମାନ୍ୟତା

ନୂଆଦିଲ୍ଲୀ: ଭାରତର କରୋନା ଭ୍ୟାକ୍ସିନ କୋଭାକ୍ସିନ ଓ କୋଭିସିଲ୍ଡକୁ ୯୬ଟି ରାଷ୍ଟ୍ରର ମାନ୍ୟତା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, ୯୬ଟି ଦେଶ ଭାରତ ସହିତ କୋଭିଡ ଟିକାକରଣ ପ୍ରମାଣପତ୍ରକୁ ପାରସ୍ପରିକ ସ୍ୱୀକୃତି ଦେବାକୁ ରାଜି ହୋଇଛନ୍ତି। ବିଶ୍ୱ
Read More...

ଋଷରେ ପୁଣି ମାଡିଲାଣି କରୋନା

ୠଷରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଋଷରେ ପ୍ରାୟ ୧୨୦୦ ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ୪୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ଋଷରେ ଦ୍ୱିତୀୟ ଲହର ସଂପୂର୍ଣ୍ଣ ଆୟତ୍ତକୁ ଆସିନଥିବା ବେଳେ ପୁଣି ଏକ ନୂଆ ଲହର ଆରମ୍ଭ ହୋଇଯାଇଛି । ଯାହାପାଇଁ
Read More...