ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category

ସ୍ୱାସ୍ଥ୍ୟ

ତାଲାବନ୍ଦ କଟକଣା ଉଠିବା ରାସ୍ତାରେ ତିନି ଜିଲ୍ଲା କଣ୍ଟା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ତଳକୁ ଖସୁଥିଲେ ମଧ୍ୟ ଉପକୂଳ ଜିଲ୍ଲା ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନି> ତାଲା ବନ୍ଦ ଅବଧି ଆଉ ୩ ଦିନ ଥିବା ବେଳେ ଉପକୂଳ ଜିଲ୍ଲାଗୁଡିକରେ ସ୍ଥିତି ଚିନ୍ତାଜନକ ରହିଛି। ବିଶେଷକରି ଖୋର୍ଦ୍ଧା,କଟକ, ପୁରୀ, ବାଲେଶ୍ୱରରେ ସଂକ୍ରମଣ ହାର ଅଧିକ ରହୁଛି। ତେଣୁ
Read More...

ପୁଣି ଉପରମୁହାଁ ହେଲା ସଂକ୍ରମଣ, ଡରାଇଲାଣି କରୋନା

ନୂଆଦିଲ୍ଲୀ: ୪ମାସ ପରେ ଗତକାଲି ଦେଶର ସଂକ୍ରମଣ ୩୦ ହଜାର ତଳକୁ ଖସିଥିଲା। ସମସ୍ତେ ଟିକେ ଆଶ୍ବସ୍ତ ହୋଇଥିଲେ। ଗୋଟିଏ ଝଟକାରେ ଏହା ଏତେ ଉପରକୁ ଉଠିଛି ଯେ ପୁଣି ଥରେ ସମଗ୍ର ଦେଶ କୋଭିଡ୍ ଚିନ୍ତାରେ ଥରି ଉଠିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ପ୍ରାୟ ୪୭
Read More...

ତିନି ଜିଲ୍ଲାର ଟିପିଆର ୫% ଉପରେ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ସୁଧୁରୁଛି> ପୁରା ଓଡିଶା ଗ୍ରିନ ଜୋନରେ ଥିବା ବେଳେ କେବେଳ ଖୋର୍ଦ୍ଧା ରେଡ ଜୋନରେ ରହିଛି । କଟକ, କେନ୍ଦ୍ରାପଡା ,ଖୋର୍ଦ୍ଧାରେ ସଂକ୍ରମଣ ହାର ଅଧିକ ରହିଛି। ଏହି ୩ ଜିଲ୍ଲାରେ ପଜିଟିଭ ରେଟ ୫ ପ୍ରତିଶତ ଉପରେ ରହୁଛି । ୪
Read More...

ଆସନ୍ତା ମାସରୁ ପିଲାଙ୍କୁ ଟିକା!

ଆସନ୍ତା ମାସରୁ ଛୋଟ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ସଂକେତ ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ ଦେଶରେ ଅଗଷ୍ଟ ସୁଦ୍ଧା ପିଲାଙ୍କ ପାଇଁ ଟିକା ଆସିବାର ଆଶଙ୍କା ରହିଛି। ପୂର୍ବରୁ ବିଶେଷଜ୍ଞ ମାନେ ସେପଟେମ୍ବରରୁ ପିଲାଙ୍କୁ
Read More...

ଖୋର୍ଦ୍ଧାରେ ସମସ୍ତେ ଟିକା ନେଲେ, ତଥାପି ସଂକ୍ରମଣ କମୁନି କାହିଁକି?

ଭୁବନେଶ୍ବର: ସ୍ୱାସ୍ଥ୍ୟବିଭାଗ ବ୍ୟାପକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ଓ ମୃତ୍ୟୁରେ ଅଙ୍କୁଶ ଲାଗିପାରୁନି । କଟକଣା ପରେ ବି ସଂକ୍ରମିତଙ୍କ ସଂଖ୍ୟା ସେପରି ଆଖଦୃଶିଆ ଭାବେ କମୁନଥିବା ବେଳେ ମୃତ୍ୟୁହାର ବି ଉଦବେଗଜନକ ରହିଛି। ଏହାଛଡା ଖୋର୍ଦ୍ଧାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୫୦୦
Read More...

ଲାଲ ବଳୟରେ ଖୋର୍ଧା, ମୃତ୍ୟୁ ସଂଖ୍ୟା ରେକର୍ଡ (୪୨)

ଭୁବନେଶ୍ବର: ଖୋର୍ଦ୍ଧାକୁ ଛାଡି ପୁରା ଓଡିଶା ଏବେ ଲାଲ ବଳୟ ବାହାରେ। ବାଲେଶ୍ୱର, ଯାଜପୁର,କଟକ ୟେଲୋ ଜୋନରେ ଥିବା ବେଳେ ବାକି ୨୬ଟି ଜିଲ୍ଲା ଗ୍ରିନ ଜୋନରେ। ଖୋର୍ଦ୍ଧାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଢେଇ ହଜାର ଉପରେ ରହିଛି। ସଂକ୍ରମଣ ହାର ୫ ପ୍ରତିଶତ ଉପରେ କେବଳ ପୁରୀ ଓ
Read More...

ଦୁଇମାସ ବିତିଗଲା, ତଥାପି ନିୟନ୍ତ୍ରଣକୁ ଆସୁନି

ମେ' ୨୩ରେ ଶୀର୍ଷ ଛୁଇଁଥିଲା କରୋନାଏବେ ବି ପାଞ୍ଚ ଜିଲ୍ଲାରେ ଶତକ ମାରୁଛିଖୋର୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହର ଏହା ମଧ୍ୟରେ ଶୀର୍ଷକୁ ଛୁଇଁବାକୁ ଦୁଇ ମାସ ବିତିିଗଲାଣି। ଗତ ମେ' ୨୩ରେ ଶୀର୍ଷରେ ପହଞ୍ଚିଥିଲା ସଂକ୍ରମଣ। ଏହି ଦିନ ୧୨ ହଜାର ୮୫୨
Read More...

ଓଡିଶା:କ’ଣ କହୁଛି ସେରୋ ସର୍ଭେ?

ଭୁବନେଶ୍ବର: ଦେଶରେ ଏବେ କରୋନାର ଦ୍ୱିତୀୟ ଲହରର ପ୍ରବାହ କମୁଥିବା ବେଳେ କେତେକ ରାଜ୍ୟରେ ଏବେ ବି ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି> ଆଗକୁ ତୃତୀୟ ଲହର ଆସିବା ନେଇ ମଧ୍ୟ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି। ଏହାରି ଭିତରେ ଆସିଛି ଭଲ ଖବର।ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ
Read More...

ରେଡ ଜୋନରୁ ବାହାରିଲା ଓଡିଶା

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ରେଡ ଜୋନରୁ ବାହାରିଛି ଓଡିଶା। କେବଳ କଟକଜୁ ଛାଡି ରାଜ୍ୟର ସମସ୍ତ ଜିଲ୍ଲାର ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଆସିଛି। କଟଜ ଜିଲ୍ଲା ୟେଲୋ ଜୋନରେ
Read More...

ବିପଦ ଟଳିନି, ସଜାଗ ରୁହ

ଭୁବନେଶ୍ବର: ଏବେ ବି କୋଭିଡ ବିପଦ ଦୂର ହୋଇନି। ରାଜ୍ୟର କୋଭିଡ ସ୍ଥିତି ,ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଓ କୋଭିଡ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭ ହାର କମିଥିଲେ
Read More...