Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ତିର୍ତ୍ତୋଲ ଟିମ୍ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର: ଆଗାମୀ ତିର୍ତ୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି।। ରଘନାଥପୁର ବ୍ଲକ ନିମନ୍ତେ ଗୁରୁପଦ ନନ୍ଦ ଓ!-->…
Read More...
Read More...
ଚାପରେ ପ୍ରତାପ; ମନ୍ତ୍ରୀ ପଦକୁ ବିପଦ!
ଭୁବନେଶ୍ବର: ବାଲେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ଏବେ ବିଜେଡି ଅପେକ୍ଷା ବିଜେପି ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଏହି ଆସନଟି ବିଜେପି ହାତରେ ଥିବା ଦୃଷ୍ଟିରୁ ଦଳ ଯଦି ଏଠାରେ ନ ଜିତେ, ତେବେ ଆଗାମୀ ଓଡ଼ିଶା ଦଖଲ ଯୋଜନା ବାଧାପ୍ରାପ୍ତ ହେବ। ଏଣୁ!-->…
Read More...
Read More...
୫ରାଜ୍ୟ ଉପରେ ନଡ୍ଡାଙ୍କ ଆଖି
୨୦୨୪ ସୁଦ୍ଧା ବିଜେପିକୁ ସଶକ୍ତ ପାଇଁ ନକ୍ସା ପ୍ରସ୍ତୁତବହୁ ନେତା ଆଗକୁ ଆସିବେ, ପ୍ରଭାବ ନଥିଲେ ବିଦାସାଢେ ତିନିବର୍ଷ ସମୟ ଭିତରେ ବହୁ ପରିବର୍ତ୍ତନ ହେବ
ନୂଆଦିଲ୍ଲୀ: ଦାୟିତ୍ବ ନେବାର ୮ମାସ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଟିମ୍ ଗଠନ ପଛର ରହସ୍ୟ ଉପରେ ଜାତୀୟ!-->!-->!-->…
Read More...
Read More...
ମହିଳା ଶାଖାକୁ ଅଣଦେଖା କାହିଁକି?
୨୦ବର୍ଷ ବିିତିଗଲା, ଅଥଚ ବିଜେଡି ମହିଳା ଚେହେରା ସୃଷ୍ଟି କରିବାରେ ବିଫଳଶିକ୍ଷିତ ମହିଳା ବିଜେଡିକୁ ମୁହଁ ମୋଡିଲେଣି, ସୋସିଆଲ ମିଡ଼ିଆରୁ ମିଳୁଛି ସଙ୍କେତମହିଳା ଭୋଟରଙ୍କ ଉପରେ ବିଜେପି ନଜର, ବଡ଼ ଯୋଜନା ପାଇଁ କସରତ ଆରମ୍ଭ
ଭୁବନେଶ୍ବର: ବିଜେଡି ପାଞ୍ଚ ପାଞ୍ଚ ଥର ନିର୍ବାଚନ!-->!-->!-->!-->!-->…
Read More...
Read More...
ଲାଭରେ ରହିବ ଅକାଳୀ!
ପଞ୍ଜାବରେ ଶକ୍ତି ବୃଦ୍ଧି ପାଇଁ ଅକାଳୀ ଦଳର ବଡ଼ ଚାଲ୍, କୃଷିକୁ ବଡ଼ ପ୍ରସଙ୍ଗ କରିବଆଞ୍ଚଳିକ ଦଳକୁ ଆୟୁଧ କରି ବିଜେପିର କ୍ଷମତା ବୃଦ୍ଧି ଚାଲ୍ ବି ପ୍ରଭାବିତ ହେଲାପୂର୍ବରୁ ବିଜେଡି, ଟିଡିପି, ଜେଡିୟୁ ପ୍ରମୁଖଙ୍କୁ ଧରି ବିଭିନ୍ନ ରାଜ୍ୟରେ ଶକ୍ତି ବଢାଇଛି ବିଜେପିବିଜେପି-ଅକାଳୀ ମେଣ୍ଟ!-->…
Read More...
Read More...
ପଶ୍ଚିମବଙ୍ଗରେ ମମତା-ମୁକୁଲ ଲଢେଇ
ପଶ୍ଚିମବଙ୍ଗ ରାଜନୀତିରେ ବିଜେପି ବଡ଼ କାର୍ଡ ଚଳାଇଲାଜାତୀୟ ଉପସଭାପତି ଭାବେ ମୁକୁଲ ରୟଙ୍କୁ ନିଯୁକ୍ତିତୃଣମୂଳ କଂଗ୍ରେସରେ ବିଭାଜନ ପାଇଁ ମଞ୍ଜି ବୁଣିଲେ
କୋଲକାତା: କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ରାଜନୀତିରେ ବି ବିଜେପି ଗୋଟିଏ ବଡ଼ ଗୋଟିଚାଳନା କରିଛି। ପୂର୍ବତନ କେନ୍ଦ୍ର!-->!-->!-->…
Read More...
Read More...
ଜଗତସିଂହପୁରରେ ନିର୍ବାଚନୀ କାର୍ଡ ଖେଳିଲେ ନବୀନ
ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ
ଭୁବନେଶ୍ବର: ଆଜି ତିର୍ତ୍ତୋଲ!-->!-->!-->…
Read More...
Read More...
ବ୍ୟୋମକେଶଙ୍କୁ ଯୁବ ଓ ଦେବୀଙ୍କୁ ଛାତ୍ରଙ୍କ ଦାୟିତ୍ବ
ଭୁବନେଶ୍ବର: ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ବିଜେଡି ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜ ଏ ନେଇ ପ୍ରେସ ବିବୃତିରେ ଜଣାଇଛନ୍ତି। ଶ୍ରୀ!-->!-->!-->…
Read More...
Read More...
ବିଗୁଡୁଛି ବିହାର ନିର୍ବାଚନ ଖେଳ
ଅକଳରେ ବିଜେପି, ଟିକେଟ୍ ବଣ୍ଟନ ସବୁଠାରୁ ବଡ଼ ଚ୍ୟାଲେଞ୍ଜନୀତିଶଙ୍କ ଲୋକପ୍ରିୟତା କମିଛି, କିନ୍ତୁ ବିରୋଧୀ ପକ୍ଷ ବି ଦୁର୍ବଳବିଜେପିର ଗୋଟି ଉପରେ ରାଜନୈତିକ ସମୀକରଣ ନିର୍ଭର କରୁଛି
ପାଟନା: ଠିକ୍ ମାସକ ପରେ ଅର୍ଥାତ୍ ଅକ୍ଟୋବର ୨୮ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବିହାରରେ ତିନିଟି!-->!-->!-->…
Read More...
Read More...
ମୋଦୀ ଶୁଣିଲେ ମୁକୁଟଧାରୀ ବାଇଗଣ ଗପ
ମନ୍ କି ବାତ୍ରେ ତେନାଲୀ ରାମ କାହାଣୀ ପ୍ରଧାନମନ୍ତ୍ରୀଙ୍କ ମନମୋହିଲାନୂଆପିଢୀକୁ ମହାପୁରୁଷ ଓ ମହୀୟସୀ ମହିଳାଙ୍କ କାହାଣୀ କହିବା ଲାଗି ପରାମର୍ଶ ଦେଲେପୋଷଣ ମାସରେ ଖାଦ୍ୟ ସଂପର୍କିତ ଗପ ଲାଗି ଶୁଭେଚ୍ଛା ବି ଜଣାଇଲେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି!-->!-->!-->…
Read More...
Read More...