ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ରାଜନୀତି

ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ବର: ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ । ଖାଲି ହେବାକୁ ଥିବା ୫୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି । ଯେଉଁ ୩ ଆସନ ପାଇଁ ହେବ ନିର୍ବାଚନ । ଏନେଇ ଆସନ୍ତା ୨୪ ତାରିଖରେ…
Read More...

ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ

ପୁରୀ ପ୍ରସଙ୍ଗକୁ ହାତଛଡା କରିବନି ବିଜେପି, ସମ୍ବିତ ପାତ୍ରଙ୍କୁ ଦାୟିତ୍ବ ଦିଆଗଲାଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧୫ ଯାଏ ରହି ସଂଗଠନ ଦେଖିବେଦଳର ଦୁଇ ପ୍ରମୁଖ ସଂଗଠନ କେନ୍ଦ୍ରୀୟ ନେତାଙ୍କ ଉପରେ ଚାପ ପକାଇଛନ୍ତିଅସନ୍ତୁଷ୍ଟ ବିଜେଡି ନେତା କଂଗ୍ରେସକୁ ଆଖେଇବା…
Read More...

ଅନେକ କଥା ପ୍ରମାଣ ରହିଗଲା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏଏସଆଇ ଓ ଏନଏମ୍ଏର ଭୂମିକା ଯେତିକି ବିବାଦୀୟ ରହିଛି, ରାଜ୍ୟ ବିଜେପିର ଆଚରଣ ମଧ୍ୟ ସେତିକି ରହସ୍ୟମୟ ହୋଇଛି। ଯେଉଁ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ ବିଜେପି ଆରମ୍ଭରୁ ସ୍ବର ମିଳାଇଥିଲା, ସେହି…
Read More...

ଅଳକା ପାଇଲେ ବିଜେଡି ଟିକେଟ

ଭୁବନେଶ୍ବର: ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ଟ୍ଟନାୟକ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ମନୋନୟନ କରିଛନ୍ତି । ସୂଚନାଥାଉକି, ଗତ…
Read More...

ଆଇନ ଜାଲରେ ନେତା, ମନ୍ତ୍ରୀ, ବିଧାୟକ

ଏ ପାଳିରେ ପାଞ୍ଚ ବିଧାୟକ ଗିରଫ ହୋଇସାରିଲେଣିଚାରି ମନ୍ତ୍ରୀଙ୍କୁ ନେଇ ଓଡ଼ିଶାରେ ଏଯାଏ ଚର୍ଚ୍ଚା ଥମିନାହିଁପ୍ରକାଶ ମାଝୀଙ୍କୁ ଗିରଫ ନେଇ ଚାପ ବଢ଼ିବାରେ ଲାଗିଛି ଭୁବନେଶ୍ବର: ଜଣେ ପରେ ଜଣେ ବିଧାୟକ ଭୁଲ୍ କାମ ପାଇଁ ଏବେ ଚର୍ଚ୍ଚାରେ। ନିର୍ବାଚନର ତିନିବର୍ଷ ଛୁଇଁନି, ଦଳମତ…
Read More...

ଚେଲ୍ଲା-ବିଜୟଙ୍କ କଥା କଟାକଟିରୁ ଆସିଲା ନୂଆ ଖବର

ବିଜୟ ସ୍ପଷ୍ଟ କରିଦେଲେ ସେ କୌଣସି ଜାତୀୟ ଦଳରେ ଯୋଗଦେବେ ନାହିଁ୬ମାସ ଧରି ଜ୍ବାଇଁ ପୁଅ ଭଳି ଚର୍ଚ୍ଚା, ତା ପରେ ସାବତ ପୁଅର ବ୍ୟବହାରପ୍ରଶାନ୍ତ କିଶୋରଙ୍କ ଆଞ୍ଚଳିକ ଦଳର ସାରଥୀ ହେବେ କି ବିଜୟ ମହାପାତ୍ର?ନବୀନଙ୍କୁ ସମାଲୋଚନା କରୁନାହାନ୍ତି, ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ…
Read More...

ବ୍ରଜରାଜନଗରରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ମେ’ ୩୧ ତାରିଖରେ ଏଠାରେ ପଡ଼ିବ ଭୋଟ୍‌। ଆଜି ଭାରତୀୟ ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ ଆଜିଠାରୁ…
Read More...

ଧର୍ମେନ୍ଦ୍ର ଠିକ୍ ନା ଅପରାଜିତା?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ବିଜେପିରେ ଦୁଇଟି ସ୍ବରଚିନ୍ତାରେ କର୍ମୀ, କାହା ସହିତ ଯିବେ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁରାଜ୍ୟ ସଭାପତି ଚୁପ୍, ପୁରୀ ସାଂସଦ ଓ ବିଧାୟକଙ୍କ ଭୂମିକା ସନ୍ଦେହମୁକ୍ତ ନୁହେଁ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…
Read More...

ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ…
Read More...

ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ଏ. ଚେଲ୍ଲାକୁମାର ଓଡ଼ିଶା ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ । ପିସିସି ସଭାପତି ନିରଞ୍ଜନ…
Read More...