ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ରାଜନୀତି

ଖରାପ କରିଥିବା ୭୩ହଜାର ବୁଥକୁ ବିଜେପିର ନଜର

ଚାରିଜଣିଆ ଟିମ୍ ଗଠନ କଲା ବିଜେପି, ସୋମବାର ବୈଠକ ଅନୁଷ୍ଠିତ ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ, ଗତ ନିର୍ବାଚନରେ ଦଳ ଅତି ଖରାପ ପ୍ରଦର୍ଶନ କରିଥିବା ୭୩ହଜାର ବୁଥ କିଭଳି…
Read More...

ଏଥର ମନ୍ତ୍ରୀ ନବ ଦାସ ବଢାଇଲେ ଅଡୁଆ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପୁଣି ଜଣେ ମନ୍ତ୍ରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଯେତେ ଯାହା କଲେ ବି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ରୋଷେୟା ଆତ୍ମହତ୍ୟା ଘଟଣାରେ ଚର୍ଚ୍ଚାରୁ ହଟୁନାହାନ୍ତି। ଓଲଟା ଏହି ପ୍ରସଙ୍ଗଟି ଧୀରେ ଧୀରେ ଗମ୍ଭୀର ରୂପ ନେଲାଣି। ବିଜେଡି-ବିଜେପି ମୁହାଁମୁହିଁ…
Read More...

ନବୀନଙ୍କୁ ଦଳୀୟ ନେତାଙ୍କ ରିପୋର୍ଟ କାର୍ଡ ଦେବେ ପର୍ଯ୍ୟବେକ୍ଷକ

ଆଜିଠୁ ୩୩ ସାଗଂଠନିକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକତିନି ଦିନ ଧରି ଚାଲିବ ସମୀକ୍ଷା, ଜଣ ଜଣ କରି ୧୧ଜଣ ପର୍ଯ୍ୟବେକ୍ଷକ ସୁପ୍ରିମୋଙ୍କୁ ଦେବେ ତଥ୍ୟଭଲ କରିଥଲେ ପୁରସ୍କୃତ କରିପାରନ୍ତି ନବୀନ, ଖରାପ ପ୍ରଦର୍ଶନକାରୀଙ୍କୁ ବି ମିଳିପାରେ ଦଣ୍ଡବିଜେଡି…
Read More...

ସ୍ଥଗିତ ଥିବା ସ୍ଥାନରେ ପୁଣି ହେବ ନିର୍ବାଚନ

ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ’ ମାସ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗତ ଫେବ୍ରୁଆରିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ କିଛି ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ସ୍ଥଗିତ ସ୍ଥାନରେ ଭୋଟ ଗ୍ରହଣ କରାଯିବ। …
Read More...

ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। କଟକ ମହାନଗର ନିଗମ ମେୟର ନିର୍ବାଚନ ବିଜୟ ପରେ ସାଂସଦ ପଦ ଛାଡିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କହିଛନ୍ତି, କଟକର ମେୟର ଭାବରେ ରହି କାମ କରିବି ।…
Read More...

ପ୍ରଶାନ୍ତ କିଶୋର କି ନିଷ୍ପତ୍ତି ନେଲେ

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତ ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି। ସୋମବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଘରେ ଏକ ବଡ଼ ବୈଠକ ବସିଛି। ସୋନିଆ ଗାନ୍ଧୀ, ପ୍ରିୟଙ୍କା ,ଅମ୍ବିକା ସୋନୀ, ପି.ଚିଦାମ୍ବରମ, ଜୟରାମ…
Read More...

ମନଲାଖି ନେତା ପାଉନାହାନ୍ତି ସୋନିଆ

ପ୍ରଶାନ୍ତଙ୍କ ଫର୍ମୁଲା ପରେ କଂଗ୍ରେସରେ ଉତ୍ସାହଚାରି କାର୍ଯ୍ୟକାରୀ ସଭାପତିଙ୍କୁ ନିଆଯାଇପାରେଆଲୋଚନା ପାଇଁ ୨୨ରେ ଆସୁଛନ୍ତି ଚେଲ୍ଲାକୁମାର ନୂଆଦିଲ୍ଲୀ: ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ୨୦୨୪ ନିର୍ବାଚନ ସଂକ୍ରାନ୍ତରେ ଯେଉଁ ଫର୍ମୁଲା କଂଗ୍ରେସ ହାଇକମାଣ୍ଡଙ୍କୁ ଧରାଇଛନ୍ତି,…
Read More...

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକପ୍ରିୟତା ହରାଇଲା କେମିତି?

ପୁରୀରେ ଅସନ୍ତୋଷ ବଢୁଛି, ବିଜେପି ଏହାକୁ ପ୍ରସଙ୍ଗ କରି ଆଗକୁ ବଢୁଛିଅନ୍ୟ ରାଜନୈତିିକ ଦଳ, ସାମାଜିକ ସଂଗଠନ ଧୀରେ ଧୀରେ ଏକାଠି ହେଉଛନ୍ତିବିଜେଡିି ଓ ପ୍ରଶାସନ ଏହାକୁ ପ୍ରତିହତ କରିବାର ସାମର୍ଥ୍ୟ ହରାଇସାରିଲେଣିନବୀନଙ୍କର ଏହା ସ୍ବପ୍ନର ପ୍ରକଳ୍ପ ଥିଲା, ଏତେବଡ ପ୍ରକଳ୍ପକୁ ବିଗାଡିଲା କିଏ?…
Read More...

୩୭୦ ଆସନରେ ଲଢ଼ିବ କି କଂଗ୍ରେସ

ନୂଆଦିଲ୍ଲୀ: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ଖବର ଆଜି କଂଗ୍ରେସ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଶନିବାର ଅର୍ଥାତ୍ ଆଜି ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦଳର ହାଇକମାଣ୍ଡ…
Read More...

ସରକାର ଓ ପୁଲିସ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଧର୍ମେନ୍ଦ୍ର

ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀକହିଲେ, ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ: ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ…
Read More...