Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଆଜି ଚାଷୀ ଆନ୍ଦୋଳନରେ ପଡିବ ପୂର୍ଣ୍ଣଚ୍ଛେଦ!
ନୂଆଦିଲ୍ଲୀ: ପାଖାପାଖି ଏକ ବର୍ଷ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଆଜି ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି । କୃଷକ ଓ ସରକାର ମଧ୍ୟରେ ସହମତି ପ୍ରକାଶ ପାଇଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ସେମାନଙ୍କ ବିଚାରଧୀନ ଦାବି ଗୁଡିକ ଉପରେ!-->…
Read More...
Read More...
ଆଜି ଶେଷ ହେବ କି ଚାଷୀ ଆନ୍ଦୋଳନ?
ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ବି ଶେଷ ହୋଇନି ଚାଷୀଙ୍କ ଆନ୍ଦୋଳନ। କୃଷକ ଆନ୍ଦୋଳନ ଶେଷ ହେବା ନେଇ ଏବେ ବି ସସପେନ୍ସ ଜାରି ରହିଛି। ଏମଏସପି,ମୃତ ଚାଷୀଙ୍କୁ କ୍ଷତିପୂରଣ ଏବଂ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ଆନ୍ଦୋଳନ ଜାରି ରହିଛି। ତେବେ!-->…
Read More...
Read More...
ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ
ବିଜେପି ସଂସଦୀୟ ଦଳ ବୈଠକରେ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନଥିବା ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ମୋଦୀ । କହିଛନ୍ତି, ସଂସଦରେ ସାଂସଦ ମାନେ ଉପସ୍ଥିତି ରହିବା ଆବଶ୍ୟକ । କିନ୍ତୁ ଏହା ସବୁ ଥର କହିବା ଠିକ!-->…
Read More...
Read More...
ଘଣ୍ଟ ବଜାଇଲେ ବିରୋଧୀ..ଗଙ୍ଗାଜଳ ପକାଇଲା ଶାସକ ଦଳ
ସ୍ୱାଭାବିକ ହୋଇପାରୁନି ବିଧାନସଭା ଶୀତ ଅଧବେଶନ । ଷଷ୍ଠ ଦିନରେ ବି ଚାଲୁପାରୁନି ଗୃହ । ପ୍ରତିଦିନ ଗୃହରେ ଦେଖିବାକୁ ମିଳୁଛି ହାଇଡ୍ରାମା । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଜିଦରେ ଅଟଳ ଥିବା ବେଳେ ପ୍ରତିଦିନ ନୂଆ ନୂଆ ତରିକାରେ ପ୍ରତିବାଦ!-->…
Read More...
Read More...
କୃଷକ କେମିତି ଉଠିବେ ରାସ୍ତା ବାହାରିପାରୁନି
ନୂଆଦିଲ୍ଲୀ: ଆଜି ସକାଳ ୧୧ଟାରେ ସିଘୁଂ ସୀମାରେ କୃଷକ ସଂଗଠନର ବୈଠକ ବସିବ। ବୈଠକ ପୂର୍ବରୁ କୃଷକ ନେତାମାନେ କହିଛନ୍ତି ଯେ, ସରକାର ଆଲୋଚନା ନେଇ ଗମ୍ଭୀର ନୁହଁନ୍ତି। ଡିସେମ୍ବର ୪ରେ କୃଷକ ସଂଗଠନ ପାଞ୍ଚ ଜଣ ସଦସ୍ୟଙ୍କ ଏକ କମିଟି ଗଠନ କରିଥିଲେ, ଅଥଚ ଦୁଇ ଦିନ ମଧ୍ୟରେ ଆଲୋଚନା ପାଇଁ!-->…
Read More...
Read More...
ପଞ୍ଚମ ଦିନରେ ବି ଗୃହ ଅଚଳ
ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ସ୍ୱାଭାବିକ ହୋଇପାରୁନି ଗୃହ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ!-->…
Read More...
Read More...
ବିଧାନସଭାରେ ଚାଲିଲା ହାଇଡ୍ରାମା…
ବିଧାନସଭା ଗୃ୍ହରେ ବାଜିଲା ଘଣ୍ଟ,ପଡିଲା ଗଙ୍ଗା ଜଳ । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆଜିକୁ ଚାରିଦିନ ହେବ ଚାଲିପାରୁନି ଗୃହ । ଆଜି ଗୃହରେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । କଂଗ୍ରେସ ସଦସ୍ୟ ଗୃହରେ ପୋଡିୟମ ଚାରିପଟେ ଗଙ୍ଗାଜଳ ଛିଞ୍ଚିଲେ।!-->…
Read More...
Read More...
ମୁଖ୍ୟମନ୍ତ୍ରୀ କହିଲେ, ଯିଏ ବି ଥିବେ କାହାକୁ ଛାଡ଼ିବୁନି
ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିରାଜନୀତିକରଣ ନ କରିବା ଲାଗି ନିବେଦନଖରାପ ପରମ୍ପରା ସୃଷ୍ଟି ହେଉଛି ବୋଲି କହିଲେ
ଭୁବନେଶ୍ବର: ମମିତା ହତ୍ୟା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି , ବିନା ଭୟ ଓ ଦ୍ୱନ୍ଦ୍ୱରେ ପୁଲିସ ତଦନ୍ତ!-->!-->!-->…
Read More...
Read More...
ଆଜି ବି ଚାଲିପାରିଲାନି ଗୃହ
ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ତିନି ଦିନ ହେବ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଅଚଳାବସ୍ଥା ଜାରି ରହିଛି । ଆଜି ଗୃହ ଆରମ୍ଭ ହେବା ପରେ ସମାନ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ ।!-->…
Read More...
Read More...
ଗରମ ରହିବ ଶୀତ ଅଧିବେଶନ
ଭୁବନେଶ୍ବର: ଆଜି ଅର୍ଥାତ୍ ବୁଧବାର ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି ଓ ଆଜି ପ୍ରଥମ ଦିନରେ ୨୦୨୧-୨୨ ବର୍ଷ ପାଇଁ ପ୍ରଥମ!-->…
Read More...
Read More...