Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍ ଶଫିନ୍ ଅହମ୍ମଦ
ଚଳନ୍ତା ସ୍ଲିପର୍ ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category
ରାଜନୀତି
ଚାଷୀ ଆନ୍ଦୋଳନକୁ ଆଜି ବର୍ଷେ: ନରମିବେ କ’ଣ ଗର୍ଜିଲେଣି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ଚାଷୀ ନେତା ଆନ୍ଦୋଳନରୁ ଓହରୁନାହାନ୍ତି କି ତୁନି ପଡୁନାହାନ୍ତି। ବରଂ ଏମଏସପି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି। ଆଉ ପାଦେ ଆଗକୁ ଯାଇ ଭାରତୀୟ କିଷାନ!-->…
Read More...
Read More...
ନବୀନଙ୍କ ପାଇଁ ବବି, ଧର୍ମେନ୍ଦ୍ରଙ୍କ ପାଇଁ ଜୟ
ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ବହେ ଗର୍ଜିଥିଲେ କେନ୍ଦ୍ରମନ୍ତ୍ରୀ। ଏହାର ଅଳ୍ପ କେଇ ମୁହୂର୍ତ ପରେ ବିଜେଡି ସାଂଗଠନିକ ସଂପାଦକ!-->…
Read More...
Read More...
ବିଜେପିକୁ ଟକ୍କର ଦେବାକୁ ପାଗ ଭିଡୁଛନ୍ତି ଅଖିଳେଶ
ଲକ୍ଷ୍ନୌ: ଉତ୍ତରପ୍ରଦେଶ କାହା ହାତକୁ ଯିବ, ତା ଉପରେ ବି ସମଗ୍ର ଦେଶରେ ରାଜନୈତିକ ଚର୍ଚ୍ଚା ଆଲୋଚନା ବଢ଼ିବାରେ ଲାଗିଛି। ନିର୍ବାଚନ କିଛି ମାସ ବାକି ଥିଲେ ହେଁ, ରାଜନୈତିକ ଦଳଗୁଡିକ ସମର ସଜ୍ଜା ଆରମ୍ଭ କରିସାରିଲେଣି। ବିଜେପି-ସମାଜବାଦୀ ପାର୍ଟି ଭିତରେ ମୁଖ୍ୟତଃ ଲଢ଼େଇ ହେବ ବୋଲି!-->…
Read More...
Read More...
ପଞ୍ଜାବ ରାଜନୀତି ତେଜିଲା; ଭୋଟ ପାଇଁ ବିକଳ ବିଜେପି-ଆପ୍-କଂଗ୍ରେସ
ବିବାଦୀୟ ଚାଷୀ ବିଲ୍ ପ୍ରତ୍ୟାହାର କରି ଖେଳ ଆରମ୍ଭ କରିଛି ବିଜେପିଶିରୋମଣି ଅକାଳୀ ଦଳ ଓ ଅମରିନ୍ଦରଙ୍କୁ ସାଙ୍ଗରେ ନେଇପାରନ୍ତି ଗେରୁଆ ଦଳଟଜିତିଲେ ମହିଳାଙ୍କୁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେବାକୁ କେଜ୍ରିଓ୍ବାଲଙ୍କ ଘୋଷଣାମୃତ ଚାଷୀଙ୍କ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା କଲେ!-->…
Read More...
Read More...
ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେଲା, ତଥାପି ସରିନି କନ୍ଦଳ!
ଜୟପୁର: ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପରେ ଆଶା କରାଯାଉଥିଲା କନ୍ଦଳ ବି ପରିସମାପ୍ତି ଘଟିଲା। ଦଳର ଯୁବ ଚେହେରା ସଚିନ୍ ପାଇଲଟ୍ ବି ଅନୁରୂପ ମନ୍ତବ୍ୟ ଦେଇଥିଲେ। ହେଲେ ଏବେ ଜଣାପଡ଼ିଲାଣି ଯେ କଂଗ୍ରେସ ଦଳ ମଧ୍ୟରେ କନ୍ଦଳ ସମାପ୍ତ ହୋଇଥିବା ନଜର ଆସୁନାହିଁ। ଶପଥ ଗ୍ରହଣ ଉତ୍ସବର କିଛି!-->…
Read More...
Read More...
କଂଗ୍ରେସକୁ ହାଲୁକା ଭାବେ ନେଲେ ବିପଦ
୧୯୯୮ରେ ଏହାଠାରୁ ଆହୁରି ସଙ୍ଗିନ୍ ସ୍ଥିତିରେ ଥିଲା ଦଳ୨୦୦୪ରେ ଦେଶରେ କ୍ଷମତାକୁ ଆସିଲା, ଦଶବର୍ଷ ଶାସନ କଲାଓଡ଼ିଶାରେ ବିଜେପି ଅପେକ୍ଷା ଆଜି ବି ଅଧିକ ସକ୍ରିୟ ହାତର ନେତାବିଜେପି ହଲ୍ଲାବୋଲ୍ କରୁଛି, କଂଗ୍ରେସ କରୁଛି ଶାଣିତ ଆକ୍ରମଣମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗକୁ ପୁଣି ତାଜା କରିଦେଲା!-->…
Read More...
Read More...
ନୂଆ ଭାରତ ତିଆରି କରିବା ବାଟରେ; ନା ଆଉ କିଛି
ଲକ୍ଷ୍ନୌ: ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ଏବେ ବିଜେପି ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କଲାଣି। ଏଥିଲାଗି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆଜି ଉଭୟଙ୍କର!-->…
Read More...
Read More...
ନୂଆ ଦାବି ରଖି ଚିନ୍ତା ବଢ଼ାଇଲେ ଚାଷୀ
ନୂଆଦିଲ୍ଲୀ: “ତୁମେ ଆମକୁ ଘରକୁ ଫେରିବା ପାଇଁ ଆମକୁ ନିବେଦନ କରିଛ। ଆମେ ବି ବିଚାରାଧୀନ ସମସ୍ୟାର ସମାଧାନ ପରେ ନିଜ ପରିବାରରେ ଯୋଗଦେବାକୁ ଚାହୁଁଛୁ। ଯଦି ଆପଣ ମଧ୍ୟ ସମାନ ଚାହାଁନ୍ତି, ତେବେ ସରକାର ତୁରନ୍ତ ୬ଟି ପ୍ରସଙ୍ଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସହିତ ଆଲୋଚନା ଆରମ୍ଭ କରିବା!-->…
Read More...
Read More...
ବଦଳିଲା ମନ୍ତ୍ରିମଣ୍ଡଳ ଚେହେରା, ପାଇଲଟ୍ ଖୁସ୍
ଜୟପୁର: ୧୫ଜଣ ମନ୍ତ୍ରୀଙ୍କୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ସରକାରଙ୍କ ନୂଆ କ୍ୟାବିନେଟ୍ ଆଜି ଆତ୍ମପ୍ରକାଶ କରିଛି। ରାଜ୍ୟପାଳ କାଲରାଜ ମିଶ୍ର ସନ୍ଧ୍ୟାରେ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିରେ ସଚିନ୍ ପାଇଲଟଙ୍କର ପାଞ୍ଚ ଜଣ ଘନିଷ୍ଠ ସ୍ଥାନ ପାଇଥିବା!-->…
Read More...
Read More...
କେନ୍ଦ୍ର ଉପରେ ବର୍ଷିଲା ବିଜେଡି
ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ଆନ୍ଦୋଳନ ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡି ସଭାପତି ଦେବୀରଂଜନ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି କହିଛି,!-->…
Read More...
Read More...