ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category

ରାଜନୀତି

ବଡ କଥାଟେ କହିଦେଲେ ୟେଦୁରପ୍ପା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢୁଛି ଏବଂ ଜିତୁଛି। ବିଜେପି ନେତାମାନେ ସେମାନଙ୍କର ସବୁ ଭଲ କାମକୁ ପଛରେ ପକାଇ ପ୍ରଧାନମନ୍ତ୍ରୀଙ୍କୁ ଆଗରେ ରଖିଆସିଛନ୍ତି। ଠିକ୍ ଏମିତି ସମୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି
Read More...

ଶପଥ ନେଲେ ଚରଣଜିତ

ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ ହୋଇଛି। ମୁଖ୍ୟମନ୍ତ୍ରୀ ଭାବେ ଆଜି ଚରଣଚିତ ସିଂ ଚନ୍ନୀ ଶପଥ ନେଇଛନ୍ତି। ସକାଳ ୧୧ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲା ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର
Read More...

କରୋନା କାଳରେ କମ୍ପିବ ପିପିଲି

ପିପିଲି ପଲିଟିକ୍ସ: ଆଜିଠୁ ମୈଦାନକୁ ଓହ୍ଲାଇବେ ଯୋଦ୍ଧା ଭୁବନେଶ୍ବର: କିଏ ପିନ୍ଧିବ ପିପିଲିରେ ବିଜୟ ମୁକୁଟ? ପିପିଲି ଉପନିର୍ବାଚନରେ କିଏ ମାରିବ ବାଜିମାତ୍‌? ଆସନ୍ତା ୩୦ ତାରିଖରେ ପଡିବାକୁ ଯାଉଛି ଭୋଟ । ଏଥିପାଇଁ ଆଜିଠୁ ବିଧବଦ୍ଧ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ ରାଜନୈତିକ ଦଳ ।
Read More...

କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଏବେ ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ, ସେ ନେଇ ହାଇକମାଣ୍ଡଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ରହିଛି। କଂଗ୍ରେସ ବିଧାୟକ ଦଳ ବୈଠକ ସବୁ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଉପରେ ଛାଡିଛନ୍ତି।
Read More...

ଗୁଜରାଟରୁ ଦିଲ୍ଲୀ; ମୋଦୀଙ୍କ ୭୧ବର୍ଷର ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅର୍ଥାତ୍ ଆଜି ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାରତୀୟ ଜନତା ପାର୍ଟି ଏହି ଦିନକୁ ଐତିହାସିକ କରିବା ପାଇଁ ବିଶାଳ ଯୋଜନା ପ୍ରସ୍ତୁତ କରିଛି। ପାର୍ଟି ସର୍ବାଧିକ କୋଭିଡ୍ ଟିକା ଦେଇ ରେକର୍ଡ କରିବା ଲାଗି ଚାହିଁଛି। ଦଳ ପକ୍ଷରୁ
Read More...

ଗୁଜରାଟରେ ମୋଦୀଙ୍କ ବିକଳ୍ପ ପାଉନି ବିଜେପି

ନୂଆଦିଲ୍ଲୀ: ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ଇସ୍ତଫା ପରେ ନୂତନ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ରବିବାର ଅର୍ଥାତ୍ ଆଜି ବିଧାୟକ ଦଳ ବୈଠକ ବସିବ। କେନ୍ଦ୍ର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହଲ୍ଲାଦ ଯୋଶୀ ଆଜି ଗୁଜରାଟରେ ପହଞ୍ଚି ଆଲୋଚନା ଆରମ୍ଭ କରିବେ। ଏହା
Read More...

ଏବେ ହିନ୍ଦୀ କାର୍ଡ ଖେଳିବ କେନ୍ଦ୍ର!

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସହଯୋଗ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସରକାରୀ ଭାଷା ସଂସଦୀୟ କମିଟି ସରକାରୀ ଭାଷା ସମ୍ବନ୍ଧୀୟ ଯାଞ୍ଚର ସୁପାରିସ ରିପୋର୍ଟର ଦଶମ ବିଭାଗକୁ ଆଜି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହି ଅବସରରେ ସରକାରୀ ଭାଷା ଉପରେ ସଂସଦୀୟ
Read More...

ଧର୍ମେନ୍ଦ୍ରଙ୍କୁ ନେଇ ଗୋଟିଏ ନିଷ୍ପତ୍ତିରୁ ବାହାରୁଛି ଅନେକ ସମୀକରଣ, କଣ ଜାଣନ୍ତୁ?

ଭୁବନେଶ୍ବର: ଆସନ୍ତାବର୍ଷ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନରେ ଓଡ଼ିଶା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଘଟଣା ଗଣମାଧ୍ୟମରେ ଆସିବା ପରେ ଓଡ଼ିଶା ରାଜନୀତିରେ ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଛି।
Read More...

ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୨୦୨୦ରେ ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି। ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ତଥା ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ
Read More...

ସଚିନ ବାର୍ତ୍ତାଦେଲେ; ଓଡ଼ିଶାରେ ପହଞ୍ଚିଲା କି ନାହିଁ?

ଭୁବନେଶ୍ବର: ସେପ୍ଟେମ୍ବର ୭ ତାରିଖ ଥିଲା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସମେତ ରାଜ୍ୟ ଏବଂ କେନ୍ଦ୍ରୀୟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଏକ ସ୍ବାଭାବିକ ଘଟଣା। କିନ୍ତୁ ଯେଉଁ ଚିତ୍ରଟି ଯେ କୌଣସି
Read More...