ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ସାମାଜିକ

ଥରୁଛି ସାରା ଓଡ଼ିଶା, ଆଉ ତିନି ଦିନ

ଭୁବନେଶ୍ବର: ସାରା ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି। ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ତିନି ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢିବ, ନିସ୍ତାର ନାହିଁ। ଏବର୍ଷ ଡିସେମ୍ବର ଉଷ୍ଣମାସ ଭାବେ ପରିଗଣିତ ହୋଇ ଆସୁଛି। ଏହି ଶୀତ ଲୋକଙ୍କ ଭିତରେ ଆନନ୍ଦ
Read More...

ଯୁବକଙ୍କ ପ୍ରତି ଅଧିକ ବିପଦ!

ମାର୍ଚ ସୁଦ୍ଧା ସବୁ ବ୍ଲାକସ୍ପଟ୍ ଚିହ୍ନଟ ହେବଚଳିତବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛିଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଛିଆଗକୁ ଯାନବାହନ ଯାଞ୍ଚ ପୁଣି କଡାକଡି ନିଷ୍ପତ୍ତି ଭୁବନେଶ୍ବର: ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।
Read More...

ଏବେ ଶୀତ ଲେଉଟିବ

ଭୁବନେଶ୍ବର: ପୁଣି ଥରେ ଓଡ଼ିଶାକୁ ଶୀତ ଫେରିବ। ଆଜିଠାରୁ ଶୀତ ମୁହଁ ଫେରାଇବା ଆରମ୍ଭ କରିଛି। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ୨-୪° ସେଣ୍ଟିଗ୍ରେଡ୍ ଯାଏ କମିଯିବ। ୧୯ ଓ ୨୦ ତାରିଖ ବେଳକୁ ରାତିରେ ପାରଦ ପଶ୍ଚିମ ଓ ଅଭ୍ୟନ୍ତର ଜିଲ୍ଲାରେ ୩-୪° ଯାଏ କମିଯାଇଥିବ। ସେହିପରି
Read More...

କିଛି କଥା ଯେବେ ମୁଖ୍ୟମନ୍ତ୍ରୀଙ୍କ ନଜରରେ ପଡେ…

କୋରାପୁଟର ନକୁଳ ପେଣ୍ଠିଆ ପରିବାର ପାଖରେ ପହଞ୍ଚିଲେ ସରକାରନକୁଳଙ୍କ ପୁଅର ଚିକିତ୍ସା କଟକରେ ବଡ଼ ମେଡିକାଲରେ ଆରମ୍ଭ କରାଗଲାପୂର୍ବରୁ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଏମସ ଯାଇ ନେଇଥିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ଗଣମାଧ୍ୟମ ଯେବେ ସାଧାରଣ ଲୋକଙ୍କ କଥା କୁହେ, ଆଉ ସରକାର
Read More...

ଚିଲିକାକୁ ମାଡ଼ି ଆସୁଛି ବିପଦ!

ମହାନଦୀ କାରଣରୁ ଜୈବ ବିଭିଦତା ପ୍ରତି ବିପଦ ରହିଛିବିପର୍ଯ୍ୟୟ କାରଣରୁ ଅଧିକରୁ ଅଧିକ ମୁହାଣ ଖୋଲୁଛିଶୀତ ହେଲାନି, ଅଧାରୁ କମ୍ ପକ୍ଷୀ ଏଯାଏ ଆସିଛନ୍ତିମାତିଲେଣି ଶିକାରୀ, ୬୦ରୁ ଅଧିକ ପକ୍ଷୀଙ୍କୁ ମାରିଦେଲେ ଭୁବନେଶ୍ବର: ନୀଳାମ୍ବୁ ଚିଲିକାକୁ ବିପଦ ମାଡି ଆସୁଛି। ମହାନଦୀରେ ଜଳସ୍ତର
Read More...

ଦିନଗଡୁଛି, ବିପଦ ବଢୁଛି

ମହାନଦୀ ଜଳବିବାଦ ଶୁଣାଣି ଫେବୃଆରି ପହିଲାକୁ ଘୁଞ୍ଚିଲାଜାନୁଆରି ଦ୍ବିତୀୟ ଥର କ୍ଷେତ୍ର ପରିଦର୍ଶନ ପାଇଁ ନିଷ୍ପତ୍ତି ଭୁବନେଶ୍ବର: ମହାନଦୀ ମହାବିବାଦ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ। ଆଜି ମାମଲାର ଶୁଣାଣି ଥିଲା। ଉଭୟ ରାଜ୍ୟ ତାଙ୍କ ମତ ରଖିବାପରେ ଟ୍ରିବ୍ୟୁନାଲ ଏହାର
Read More...

ଶୀତ ଋତୁରେ ବର୍ଷାର ଡର

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟକୁ ଶୀତ ଫେରିବାର ସମ୍ବାବନା ନାହିଁ। ବରଂ ୧୪ ଓ ୧୫ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଦେବଗଡ ଭଳି ଜିଲ୍ଲାକୁ ବର୍ଷାର ଡର ରହିଛି। ଏସବୁ ଜିଲ୍ଲାରେ ଘଡଘଡି ସହିତ ଅଳ୍ପ ବର୍ଷା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।
Read More...

ହାତୀ ବେକରେ ଲାଗିବ ରେଡିଓ କଲାର

ଭୁବନେଶ୍ବର: ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଢିଛନ୍ତି। ଭୁବନେଶ୍ବର ଜୟଦେବ ଭବନରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଆନୁକୂଲ୍ୟରେ ହାତୀ-ମଣିଷ ମଧ୍ୟରେ ସୃଷ୍ଟି ହେଉଥିବା ମୁହାଁମୁହିଁ ପରିସ୍ଥିତି ସଂପର୍କରେ ଏକ କର୍ମଶାଳା ଚାଲିଥିବା ବେଳେ ଅନ୍ୟପଟରେ ଆଜି ପ୍ରଧାନ ମୁଖ୍ୟ ବନ
Read More...

ଏବେ ପିଜି ପାଠ୍ୟକ୍ରମ ଲାଗି ଏକକ ପରୀକ୍ଷା

କୁଳପତି ସମ୍ମିଳନୀରେ ବଡ଼ ନିଷ୍ପତ୍ତି ନେଲେ ଉଚ୍ଚଶିକ୍ଷା ମନ୍ତ୍ରୀଯୁ୍କ୍ତ ତିନି ପରୀକ୍ଷା ଫଳ ଜୁନ୍ ୧୫ ସୁଦ୍ଧା ପ୍ରକାଶ ପାଇବଲାଇବ୍ରେରି ସୁଦୃଢୀକରଣ ସମେତ ଗବେଷଣା ଉପରେ ଗୁରୁତ୍ବ ଭୁବନେଶ୍ବର: କୁଳପତିମାନଙ୍କ ସମ୍ମିଳନୀରେ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
Read More...

ଏବେ କମିବନି ପିଆଜ ଯନ୍ତ୍ରଣା

ଭୁବନେଶ୍ବର: ଏଇ ସପ୍ତାହ ବା ଆସନ୍ତା ୧୫ ଦିନ ମଧ୍ୟରେ ପିଆଜ ଯନ୍ତ୍ରଣା କମିବାର ପ୍ରଶ୍ନ ଉଠୁନାହିଁ। ଆଜି ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମନ୍ତବ୍ୟ ପରେ ଲୋକଙ୍କୁ ଏ ନେଇ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ହେବ। ଜାନୁଆରି ବେଳକୁ ସ୍ଥିତିରେ
Read More...