ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ସାମାଜିକ

ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ: ଧର୍ମେନ୍ଦ୍ର

କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ପାଇକ ବିଦ୍ରୋହ ‘ଏନ୍ସିଇଆରଟି’ ପୁସ୍ତକରେ ସ୍ଥାନ ପାଇଛି ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆଙ୍କ ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ ଖୋର୍ଦ୍ଧା: ଓଡିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି ରବିବାର
Read More...

୬୦ବର୍ଷରୁ କମ୍ ବୟସ ଶ୍ରମିକଙ୍କ ପେନସନ୍ ସଂପର୍କରେ ଆଲୋଚନା ହେବ

ଶ୍ରମିକମାନଙ୍କୁ ଆଶ୍ବାସନା ଦେଲେ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ଦିଆଯାଇଛି ୧୪୭୦ କୋଟି ଭୁବନେଶ୍ବର: ଅଣ ସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ଆଇନ, ୨୦୦୮ ଅନୁସାରେ କେନ୍ଦ୍ର ସରକାର ୨ଚି ପେନସନ୍ ଯୋଜନା କରିଛନ୍ତି। ଗୋଟିଏ ଅଣସଂଗଠିତ ଶ୍ରମିକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ
Read More...

ଦିନକ ପରେ ପୁଣି ହଜିବ ଶୀତ, ଦକ୍ଷିଣକୁ ବର୍ଷା ଭୟ

ଭୁବନେଶ୍ବର: ଦୀର୍ଘ ଦିନ ପରେ ପାଗରେ ପରିବର୍ତନ ଆସିଛି। ସମଗ୍ର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଲୋକେ ଶୀତ ଅନୁଭବ କରିଛନ୍ତି। ବାଲିଗୁଡା -ଦାରିଙ୍ଗବାଡି ର ତାପମାତ୍ରା ୭ ଡିଗ୍ରି ରହିଥିବା ସୂଚନା ମିଳିଛି। ସେହିଭଳି ବାଲିଗୁଡା ୯ ଡିଗ୍ରି ରେକର୍ଡ କରାଯାଇଛି। ଶୁକ୍ରବାର ତାପମାତ୍ରା ମଧ୍ୟ
Read More...

ବୁଲବୁଲ ପାଇଁ ଆଗୁଆ ୫୫୨ କୋଟି

ଭୁବନେଶ୍ବର: ବୁଲବୁଲ ବାତ୍ୟା କ୍ଷୟକ୍ଷତି ବାବଦରେ କେନ୍ଦ୍ର ସରକାର ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ଆଗୁଆ ଅର୍ଥ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Read More...

ଶିବାଙ୍ଗୀ ନୌସେନାର ପ୍ରଥମ ମହିଳା ପାଇଲଟ

ସବ-ଲେଫ୍‍ଟନାଣ୍ଟ ଶିବାଙ୍ଗୀ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ହେବାର ଗୌାରବ ଲାଭ କରିଛନ୍ତି । ବିହାରର ମୁଜାଫରପୁର ସହର ବାସିନ୍ଦା ଶିବାଙ୍ଗୀ ପ୍ରାରମ୍ଭିକ ପ୍ରଶିକ୍ଷଣ ଶେଷ କରିବା ପରେ ଗତବର୍ଷ ନୌସେନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବେ କିନ୍ତୁ ତାଙ୍କୁ
Read More...

ମୋବାଇଲରେ ପାଠ ପଢିବେ ପିଲା

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମଧୁ ଆପ୍’ ଉନ୍ମୋଚିତଘରେ ବସି ସମାଧାନ ରାସ୍ତା ବାହାର କରିବେଗଞ୍ଜାମ ଜିଲ୍ଲାରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ ଭୁବନେଶ୍ବର: ପିଲାମାନେ ମୋବାଇଲ୍ ଧରି ବିଭିନ୍ନ ଖେଳରେ ମାତୁଥିଲେ। ଏହାକୁ ନେଇ ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ଏଣିକି
Read More...

ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରନ୍ତୁ ଆଲୁମିନି: ଧର୍ମେନ୍ଦ୍ର

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବଗୋଟିଏ ବର୍ଷର ଦରମା ଆଲୁମିନି ଆସୋସିଏସନ ଫଣ୍ଡକୁ ପ୍ରଦାନଆଲୁମିନି ଆସୋସିଏସନର ବଡ ଫଣ୍ଡ ଖୋଲିବା ପାଇଁ ଉଦ୍ୟମରେ ହେବେ ସାମିଲବିଶ୍ୱବିଦ୍ୟାଳୟରେ ବଡ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଘୋଷଣାଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର
Read More...

ବିଚାରପତିଙ୍କ ଜନ୍ମ ପୁର୍ବରୁ ମାମଲା ରୁଜୁ ହୋଇଥିଲା, କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ସେଦିନ ଥିଲା ୧୯୫୦ ମସିହା ଜାନୁଆରୀ1୧୬ ତାରିଖ। ଆଜିର ବହୁ ଚର୍ଚ୍ଚିତ ପ୍ରସଙ୍ଗ ଆଯୋଧ୍ୟା ମାମଲାରେ ପ୍ରଥମ ମାମଲା ହୋଇଥିଲା ଅଦାଲତରେ। କୌତୁହଳର କଥା ହେଲା ଆଜି ଦିନରେ ଏହି ମାମଲା ଫଏସଲା ବାଟ କାଢ଼ିଥିବା ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣ ଯାକ ବିଚାରପତି କେହି ବି ଜନ୍ମ
Read More...

ଉର୍ମିଳା ବି କରୁଥିଲେ ସାଧନା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ଅାଶାରେ ୧୯୯୨ରୁ ଅନ୍ନ ସ୍ପର୍ଶ କରିନାହାନ୍ତି ଉର୍ମିଳା ଚତୁର୍ବେଦୀ । ସେ ରାମ ମନ୍ଦିର ନିର୍ମାଣ ଲାଗି ଅନନ୍ୟ ଉତ୍ସାହ ଦେଖାଇଛନ୍ତି । ୮୭ ବର୍ଷୀୟ ଏହି ମହିଳା ଜଣକ ଦୀର୍ଘ ୨୭ ବର୍ଷ ଧରି ଉପବାସ କରି ଆସୁଛନ୍ତି । ରାମ ମନ୍ଦିର ନିର୍ମାଣ ହେଲେ ସେ ଉପବାସ
Read More...

ସବୁବେଳେ ମୋବାଇଲ୍‍ ଦେଖୁଛନ୍ତି କି? ଏମିତି ବିପଦ ଆସିବ

ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରିବା କିମ୍ୱା କମ୍ପ୍ୟୁଟର ସ୍କ୍ରିନ୍‍ କାମ କରିବାଦ୍ୱାରା ଅାପଣ ନେମୋଫୋବିୟାର ଶିକାର ହୋଇପାରନ୍ତି । ଅାଜିକାଲିର ଲାଇଫ୍‍ ଷ୍ଟାଇଲ୍‍ ହିଁ ମଣିଷକୁ ସବୁବେଳେ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଉପକରଣ ଉପରେ ନିର୍ଭରଶୀଳ କରାଇଛି । ବିଶେଷକରି ପ୍ରାୟ
Read More...